Daily Archives

March 30, 2018

ବଢିଲା ହୀରାକୁଦ ନଦୀବନ୍ଧର ସୁରକ୍ଷା ! ପ୍ରଥମ ପର୍ଯ୍ୟାୟରେ ନିୟୋଜିତ ହେବେ ଶହେ ସୁରକ୍ଷାକର୍ମୀ

କନକ ବ୍ୟୁରୋ : ବଢିଲା ହୀରାକୁଦ ନଦୀବନ୍ଧର ସୁରକ୍ଷା । ପୁଲିସ ବଦଳରେ ଏଥର ସୁରକ୍ଷା ଦାୟିତ୍ୱରେ ରହିବେ ଓଡିଶା ଶିଳ୍ପ ନିରାପତା ବାହିନୀ । ପୃଥିବୀର ଏହି ବିରାଟ ମାଟିବନ୍ଧକୁ ସୁରକ୍ଷା ଦେବେ ୧୦୦ ଜଣ ଯବାନ୍ । ଅନେକ ସମୟରେ ହୀରାକୁଦର ସୁରକ୍ଷାକୁ ନେଇ ସାଧାରଣ ଲୋକ ଚିନ୍ତା ପ୍ରକଟ କରୁଥିବା…

ପରକୀୟା ପ୍ରୀତିରେ ଡାକ୍ତରବାବୁ ! ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ ।

ଡାକ୍ତରଙ୍କ ବିରୋଧରେ ସ୍ତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତା ପୁଣି ପରକୀୟା ପ୍ରୀତି ଅଭିଯୋଗ । ଘରେ ସ୍ତ୍ରୀ ପିଲା ଥାଇ ମଧ୍ୟ କଟକର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁସ୍ ଡାକ୍ତର ଚିନ୍ମୟ କୁମାର ସାହୁ ଜଣେ ନର୍ସଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ…

୧ କୋଟି ଲୋକଙ୍କୁ ମିଳିବ ଚାକିରି ! ଆକଳନ କଲେ କେନ୍ଦ୍ର ସରକାର

ଆଗାମୀ ସମୟରେ ୧ କୋଟି ଲୋକଙ୍କୁ ଚାକିରି ମଳିବ ବୋଲି ସରକାର ଆଶା ରଖିଛନ୍ତି । କାରଣ ପେନସନ୍ ପ୍ରୋତ୍ସାହନ ଯୋଜନା ଅନୁସାରେ ସରକାର ୩ ବର୍ଷ ପର୍ଯ୍ୟନ୍ତ ନୂଆ କର୍ମଚାରୀଙ୍କୁ ମୂଳ ଦରମାର ୧୨ ପ୍ରତିଶତ ପର୍ଯ୍ୟନ୍ତ ପେନସନ ଦେବେ । ଏହି ଯୋଜନା ଅନୁସାରେ ସରକାର ଆଶା ରଖିଛନ୍ତି କମ୍ପାନୀ ଗୁଡ଼ିକ…

ଚାକିରୀ ପାଇଁ ନୋ ଟେନସନ୍ ! ଯଦି ଆପଣଙ୍କ ପାଖରେ ଅଛି ଏହି କ୍ୱାଲିଟିି ।

ଯେକୌଣସି କମ୍ପାନୀରେ ଆପଣ ଯେତେବେଳେ ଇଣ୍ଟରଭିୟୁ ଦେବା ପାଇଁ ଯାଉଛନ୍ତି, ତେବେ ଆପଣ ଭାବି ନିଅନ୍ତୁ ଯେ, ଯେଉଁ କମ୍ପାନୀ ଆପଣଙ୍କୁ ଚାକିରୀ ଦେବ, ସେ ଆପଣଙ୍କ ଭିତରେ କିଛି ଖାସ କଥା ଦେଖିକି ହିଁ ଚାକିରୀ ଦେବାର ନିଷ୍ପତ୍ତି ନେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ପାଖରେ କେବେ ବି ଚାକିରୀର…

ଆମ ଦେଶର ନାମ ‘ଭାରତ’ କାହିଁକି ରଖାଯାଇଛି ? ଜାଣନ୍ତୁ ଏହାର ରହସ୍ୟ . . .

ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ…

ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ପରେ କଂଗ୍ରେସ ରାଜନୀତି ଚଳଚଂଚଳ ! ଅବହେଳାର ଅଭିଯୋଗ ଆଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସହ ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ କଂଗ୍ରେସ ଛାଡିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ସେମାନେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନିଜ…