Daily Archives

March 29, 2018

ଆଉ କେତେ ଦିନ ଝୁଲିବ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି?

୪ ବର୍ଷ ହେଲା କେନ୍ଦ୍ରରେ ନିଯୁକ୍ତ ହୋଇପାରୁନାହାନ୍ତି ଲୋକପାଳ । ସେମିତି ଓଡିଶା ସମେତ ୧୨ଟି ରାଜ୍ୟରେ ବି ନାହାନ୍ତି ଲୋକାୟୁକ୍ତ । ଲୋକପାଳ ଓ ଲୋକାୟୁକ୍ତ ନେଇ ୨୦୧୩ରେ ଆଇନ ପ୍ରଣୟନ ହେବା ପରେ ୨୦୧୪ ଜାନୁଆରୀ ୧ରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେଇଥିଲେ । ୨୦୧୪ ଜାନୁଆରୀ ମାସରୁ ଏହି ଆଇନକୁ…

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗଙ୍କ ଗୁପ୍ତ ଟ୍ରେନ ଯାତ୍ରା! ଚୀନରେ ଟ୍ରେନ ପହଞ୍ଚିବା ପରେ ଜାଣିଲା ପୂରା…

ପୁଣି ଚର୍ଚ୍ଚାରେ ଉତରକୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ । ସବୁବେଳେ ପରୁମାଣୁ ପରୀକ୍ଷଣ ପାଇଁ ଚର୍ଚ୍ଚାରେ ରହୁଥିବା କିମ୍ ଜୋଙ୍ଗ, ଏଥର ତାଙ୍କ ଚୀନ ଗସ୍ତକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଉତରକୋରିଆର ଚୀନ ଗସ୍ତ ପାଇଁ ଜୋଙ୍ଗ ବିମାନ ବଦଳରେ ଟ୍ରେନରେ ଯିବା ପସନ୍ଦ କରିଥିଲା ।…

କାନ୍ଦିଲେ କଙ୍ଗାରୁ କ୍ୟାପଟେନ୍ ! ଭୁଲ ପାଇଁ ଅନୁତାପ କଲେ ସ୍ମିଥ, କହିଲେ ଏଭଳି ଭୁଲ ଆଉ ଜୀବନରେ ହେବନି

ସ୍ମିଥଙ୍କ ଆଖିରେ ଲୁହ । ବଲ ଟାମ୍ପରିଂ ଅଭିଯୋଗରେ କ୍ରିକେଟରୁ ବାସନ୍ଦ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ । ନିଜ ଭୁଲ ସ୍ୱୀକାର କରିବା ସହ କ୍ଷମା ମାଗିଛନ୍ତି ଏହି ଖେଳାଳି ଜଣକ । ଏପରିକି ଦୂରଦୃଷ୍ଟି ଅଭାବରୁ ସେ ନେଇ ଥିବା…

ସିବିଏସଇର ପୁଣିଥରେ ପରୀକ୍ଷା ନିଷ୍ପତିକୁ ଛାତ୍ରଛାତ୍ରୀଙ୍କ ବିରୋଧ ! କହିଲେ, ଭବିଷ୍ୟତ ସହ ଖେଳୁଛି କେନ୍ଦ୍ରୀୟ…

କନକ ବ୍ୟୁରୋ : ପୁଣି ପରୀକ୍ଷା ଦେବାକୁ ପଡିବ ସିବିଏସଇ ଛାତ୍ରଛାତ୍ରୀଙ୍କୁ । ଏନେଇ ନୋଟିସ ଆସିବା ପରେ ଏବେ ଚାପରେ ଛାତ୍ରଛାତ୍ରୀ । ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ପୁଣି ଆଗକୁ ସଂସ୍କୃତ ପରୀକ୍ଷା ଥିବାରୁ କିଭଳି ଆଉଥରେ ଗଣିତ ପରୀକ୍ଷାର…

ରତ୍ନଭଣ୍ଡାରକୁ ଯିବେ କିଏ ? ୧୦ ଜଣିଆ ଟିମ୍ ହେଲା ଗଠନ, ଜାଣନ୍ତୁ କିଭଳି ହେବ ରତ୍ନଭଣ୍ଡାରର ଯାଞ୍ଚ ।

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠିଛି । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ୧୦ ଜଣିଆ ଟିମ୍ ପ୍ରବେଶ କରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗଜପତି ମହାରାଜ ଦିବ୍ୟ ସିଂହଦେଓଙ୍କ ନେତୃତ୍ୱରେ ୧୦ ଜଣ…