Daily Archives

March 28, 2018

ଓଡ଼ିଶାର ଫେସବୁକ ୟୁଜର୍ସଙ୍କ ପାଇଁ ଚାଞ୍ଚଲ୍ୟକର ଖବର ! ଓଡ଼ିଶାରେ ହେଉଥିଲା କି ଫେସବୁକ୍ ଡାଟା ଲିକ୍, କଟକରେ ଚାଲିଥିଲା…

କନକ ବ୍ୟୁରୋ : ଓଡ଼ିଶାର ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ ଖବର । ଫେସବୁକରେ ସାଧାରଣ ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏକ ସାଂଘାତିକ କଥା ସାମ୍ନାକୁ ଆସିଛି । କେମ୍ବ୍ରିଜ ଆନାଲିଟିକା ଫାର୍ମର ଓଡ଼ିଶା ଲିଙ୍କ । ସାରା ଦେଶରେ ଯେତେବେଳେ…

ଓଡ଼ିଶାକୁ ଗର୍ବିତ କଲେ ମାଲକାନଗିରିର ଆଦିବାସୀ ଦମ୍ପତି ! ଆର୍ଥିକ ବର୍ଷ ଆରମ୍ଭ ନ ହେଉଣୁ ନିର୍ମାଣ କଲେ ଦେଶର ପ୍ରଥମ…

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭ ନ ହେଉଣୁ ମାଲକାନଗିରିରେ ନିର୍ମାଣ ହୋଇସାରିଛି ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଆବାସ ଗୃହ । ଆଉ ଏହାକୁ ନିର୍ମାଣ କରିଛନ୍ତି କୋରୁକୋଣ୍ଡା ବ୍ଲକ କରସ୍ତାଗୁଡା ଗାଁର ଗଙ୍ଗା କବାସୀ । ମାତ୍ର ୪୦ ଦିନ ମଧ୍ୟରେ ଘର ନିର୍ମାଣ କରି ସେ, ଜିଲ୍ଲା…

ଠକଙ୍କ ଟାର୍ଗେଟରେ ବ୍ୟାଙ୍କ ! ପିଏନବି, ଏସବିଆଇ ପରେ ପଡିଲା ଆଇଡିବିଆଇର ପାଳି, ଜାଲ୍ କାଗଜପତ୍ର ଦେଇ ଠକିନେଲେ ୭୭୨…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ହଜାର କୋଟି ଟଙ୍କାର ମହାଘୋଟାଲା ସାମ୍ନାକୁ ଆସିବା ପରେ ଏବେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘୋଟାଲା ସାମ୍ନାକୁ ଆସୁଛି । ପିଏନବି, ଏସବିଆଇ ପରେ ଏବେ ଆଇଡିବିଆଇ ବ୍ୟାଙ୍କରେ ମଧ୍ୟ ଏକ ନୂଆ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି । ଆଇଡିବିଆଇ ବ୍ୟାଙ୍କରେ ନକଲି…

ଆଗ ଆନ୍ଦୋଳନ, ତା’ପରେ ରୋଗୀ ସେବା ! ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଯୋଗୁଁ ଆବଶ୍ୟକୀୟ ସେବା ପାଇ ପାରୁନାହାନ୍ତି ରୋଗୀ,…

କନକ ବ୍ୟୁରୋ : ୫ ଦଫା ଦାବୀ ନେଇ ଆଜିଠୁ ରାଜଧାନୀ ଭୁବନେଶ୍ୱର ଠାରେ ଆନ୍ଦୋଳନ ଆରମ୍ଭ କରିଛି ଓଡିଶା ଫାର୍ମାସିଷ୍ଟ ସଂଘ । ଫଳରେ ଡାକ୍ତରଖାନା ଗୁଡିକରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ରୋଗୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକୀୟ ସେବା ନପାଇ ଜୀବନ ମରଣ ସହ…

ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା ! ଗଛ ତଳେ ଚାଲିଛି ସ୍କୁଲ, ୨ ବର୍ଷ ହେଲା ବାରଣ୍ଡା ଓ ଗଛ ମୂଳେ ବସି ପାଠ…

କନକ ବ୍ୟୁରୋ : ଗଛ ତଳେ ସ୍କୁଲ । ଶୁଣିବାକୁ ଆଶ୍ଚଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏମତି ପ୍ରାୟ ୨ ବର୍ଷ ହେବ ପିଜୁଳି ଗଛ ଛାଇ ଓ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୨୦୧୬ ମସିହାରୁ ପ୍ରଶାସନ ପକ୍ଷରୁ ଅସୁରକ୍ଷିତ ଶ୍ରେଣୀଗୃହ ଭଙ୍ଗା ଯିବା ପରଠୁ ଏଭଳି ଚାଲିଛି ସୁନ୍ଦରଗଡ…

କିଶୋର କୁମାରଙ୍କ ଗୀତରେ ଦର୍ଶକଙ୍କୁ ମତୁଆଲା କଲେ ବଲିଉଡ ସିଙ୍ଗର ଅମିତ କୁମାର ! ଓଡ଼ିଆ ଗୀତ ଗାଇ ଜିଣିଲେ ଦର୍ଶକଙ୍କ ମନ

କନକ ବ୍ୟୁରୋ : ଯାଜପୁର ଜିଲା ପୈାର ପରିଷଦର ୧୫୦ ବର୍ଷ ପାଳନ ଓ ଜିଲା ପ୍ରତିଷ୍ଠାର ୨୫ବର୍ଷ ପୂର୍ତି ଉତ୍ସବର ଚତୁର୍ଥ ସନ୍ଧ୍ୟା । ମଂଚରେ ଦେଖିବାକୁ ମିଳିଥିଲା ବଲିଉଡ୍ କଣ୍ଠଶିଳ୍ପୀ ଅମିତ କୁମାରଙ୍କ ଜବରଦସ୍ତ ମେହଫିଲ୍ । କିଶୋର କୁମାରଙ୍କ ଗୀତରେ ଶ୍ରୋତା ଓ ଦର୍ଶକଙ୍କୁ ଅନେକ ସମୟ ଧରି…