Daily Archives

March 27, 2018

ହୁତୁହୁତୁ ହୋଇ ଜଳିଲା ସମ୍ବଲପୁର ସହର ମୋତିଜିରା ପାଖ ଜଙ୍ଗଲ ! ୩ ଏକର ଜଙ୍ଗଲ ପୋଡି ପାଉଁଶ

କନକ ବ୍ୟୁରୋ : ସମ୍ବଲପୁର ସହର ମୋତିଜିରା ପାଖ ଜଙ୍ଗଲରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ନିଆଁରେ ପ୍ରାୟ ୩ ଏକର ଜଙ୍ଗଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ନାକେଦମ ହୋଇଛି ୩ ଟି ଦମକଳ ଗାଡି । ତେବେ ନିଆଁ କବଳରୁ ଅଳ୍ପକେ ବର୍ତିଯାଇଛି ୱାଇଲ୍ଡ…

ବିଚ୍ଛେଦ ପରେ ବି ଏକାଠି ! ବୈବାହିକ ଜୀବନରେ ଫାଟ ସୃଷ୍ଟି ହେବା ପରେ ମଧ୍ୟ ହ୍ରିତିକ-ସୁଜେନଙ୍କ ରହିଛି ନିବିଡ ସଂପର୍କ

ବଲିଉଡ ଜଗତର ଆଗଧାଡିର ଅଭିନେତା ହେଲେ ହ୍ରିତିକ ରୋଶନ । ୨୦୧୪ ମସିହାରେ ପୂର୍ବପତ୍ନୀ ସୁଜେନ ଖାନଙ୍କ ସହ ବୈବାହିକ ଜୀବନରେ ଫାଟ ପଡିବା ପରେ ଦୁହିଁଙ୍କୁ କିଛି ସମୟ ଏକାଠି ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ଯେମିତି ଲାଗୁଛି ଦୁହିଁଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତା ସ୍ଥାପନ ହୋଇସାରିଛି ।…

ଖରାକୁ ସାବଧାନ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ! ଆସନ୍ତା ୨୯ , ୩୦ରୁ ବଢ଼ିବ ତାତି

କନକ ବ୍ୟୁରୋ : ଖରା ପାଇଁ ସତର୍କ କରିଛି ପାଣିପାଗ ବିଭାଗ ।  ଆସନ୍ତା ୨୯ ଓ ୩୦ ତାରିଖରେ ବଢିବ ତାପମାତ୍ରା । ଏହି ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗରମ ପବନ ପାଇଁ ସତର୍କତା ଜାରି କରାଯାଇଛି । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମାର୍ଚ୍ଚ ଶେଷରେ ସ୍ୱଭାବିକ…

ଜାଣିଛନ୍ତି କି ? ଅତ୍ୟଧିକ ପାଣି ପିଇବା ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ! ତେବେ ପଢ଼ନ୍ତୁ କାହା ପାଇଁ କ୍ଷତିକାରକ ଓ…

ପାଣି ପିଇବା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ । ପାଣି ପିଇବା ଦ୍ୱାରା ଶରୀରକୁ ବହୁତ ଉର୍ଜା ମିଳିଥାଏ । ସେଥିପାଇଁ ଡାକ୍ତର ବି ଅତ୍ୟଧିକ ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ଥିଲେ ବି କାହା କାହା ପାଇଁ ଏହା ଅସ୍ୱାସ୍ଥ୍ୟକର ଥାଏ । ଏମିତିରେ ଯଦି…

ଭାରତୀୟ ରେଳ ମନ୍ତ୍ରାଳୟରେ କାମ କରିବାର ସୁବର୍ଣ୍ଣସୁଯୋଗ ! ଦଶମ ପାସ୍ ବେକାର ଯୁବକ-ଯୁବତୀଙ୍କ ପାଇଁ ବିଭାଗ ଦେଉଛି ୩୫…

ବେକାର ଯୁବକ-ଯୁବତୀମାନଙ୍କ ପାଇଁ ବିଶେଷ କରି ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳମନ୍ତ୍ରାଳୟରେ ଚାକିରି ପାଇଁ ଏକ ବହୁତ ବଡ ସୁଯୋଗ ଆସିଛି । କାରଣ, ରେଲୱେ କର୍ପୋରେସନ ଲିମିଡେଟ ତରଫରୁ ୬୫ଟି ଟେକିନିସିଆନ ପଦବୀ ଲାଗି ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରଛନ୍ତି ।…

ଡିଜାଇନର୍ ଡ୍ରେସରେ ରାମ୍ପକୁ ଓହ୍ଲାଇଲେ କରୀନା କପୁର ଖାନ୍ ! ଫ୍ୟାସନ ସୋ’ରେ ସାଜିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ

ବଲିଉଡ୍ ବେଗମ୍ କରୀନା କପୁର୍ ଖାନ୍ ଗର୍ଜିଅସ୍ ଅବତାର ନିକଟରେ ଦେଖିବାକୁ ମିଳିଥିଲା ନିକଟରେ ହୋଇଥିବା ଏକ ଫ୍ୟାସନ୍ ସୋ’ରେ । ସିଙ୍ଗାପୁରରେ ଆୟୋଜିତ ଏହି ଫ୍ୟାଶନ୍ ସୋରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଅଭିନେତ୍ରୀ କରୀନା । ତେବେ କେବଳ କରୀନା ନୁହଁନ୍ତି ଏହି ଅବସରରେ ଅଭିନେତା କାର୍ତିକ୍…