Daily Archives

March 26, 2018

ଜଳ ପାଇଁ ଜୀବନର ଯୁଦ୍ଧ ! ବୌଦ୍ଧ ଧଳପୁରରେ ୭ ବର୍ଷ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ

କନକ ବ୍ୟୁରୋ : ଦିନକୁ ଦିନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦାଉ ସାଜୁଛି ଜଳ ସଂକଟ । ନାଳ ପୋଖରୀ ଶୁଖି ଯାଇଥିବାବେଳେ ନଳକୂପରୁ ବାହରୁଛି ଗୋଳିଆ ପାଣି । ମାଇଲ୍ ମାଇଲ୍ ଦୂରରେ ଥିବା ଚୁଆ ହିଁ ପାଲଟିଛି ଶେଷ ସାହାରା । ଗୋଟେ ପଟେ ପ୍ରଶାସନର ପାଣି ଯୋଗାଇବାର ପ୍ରତିଶ୍ରୁତି ଅନ୍ୟପଟେ ଜଳଯୁଦ୍ଧର…

ସାମ୍ନାକୁ ସାଙ୍ଘାତିକ ତଥ୍ୟ ଆଣିଲା ବିଜେପି ! ଫେସବୁକ ୟୁଜର୍ସଙ୍କର ତଥ୍ୟ ସିଙ୍ଗାପୁର ପଠାଉଛି କଂଗ୍ରେସ ଆପ୍ ।

ଫେସବୁକରୁ ଡାଟା ଚୋରି ହେବା ପରେ ଆପ ଦ୍ୱାରା ଷ୍ଟୋର କରାଯାଉଥିବା ବିଷୟ ବସ୍ତୁ ମାମଲା ଫେସବୁକ ଦୁନିଆରେ ଚର୍ଚ୍ଚା ଧରିଛି । ପୁଣି ଭାରତର ମୁଖ୍ୟ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଯେଉଁଠି କଂଗ୍ରେସ ଭାରତୀୟ ଜନତା ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଧରାପଡ଼ିଲା ରାଉରକେଲାର ଠକ ସର୍ଦ୍ଦାର ! ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ

କନକ ବ୍ୟୁରୋ : ଧରାପଡ଼ିଲା ଠକସର୍ଦ୍ଦାର । ଚାକିରିର ପ୍ରଲୋଭନ ଦେଖାଇ ଠକି ଆସୁଥିବା ଏକ ରାକେଟ୍ର ପର୍ଦ୍ଦାଫାଶ୍ କରିଛି ରାଉରକେଲା ପୁଲିସ୍ । ର୍ୟାକେଟର ଦଲାଲ ବିଦ୍ୟାଧର ପଣ୍ଡାଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଛି । ଏଥିସହ ଜଣାପଡ଼ିଛି ରାକେଟର ଲମ୍ବା ନେଟୱର୍କ । ବିଦ୍ୟାଧର ପଣ୍ଡା ।…

ଭଗବାନ ଭରସାରେ ଜଙ୍ଗଲୀ ନିଆଁ ! ୧୫ ଦିନ ଧରି ଜଳୁଛି ନୀଳଗିରି କୁଳଡିହା ଅଭୟାରଣ୍ୟ

କନକ ବ୍ୟୁରୋ : ଜଳୁଛି କୁଳଡିହା ଅଭୟାରଣ୍ୟ । ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମଦେବୀଙ୍କ ଶରଣ ପଶିଲେ ଗାଁ ବାସିନ୍ଦା ଓ ବନବିଭାଗ । କିଛି ଏପରି ଘଟଣା ଘଟିଛି ବାଲେଶ୍ୱର ନୀଳଗିରିରେ । ଗତ ୧୫ ଦିନ ଧରି କୁଳଡିହା ଜଙ୍ଗଲ ଜଳୁଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ବାସିନ୍ଦା । ବନବିଭାଗ…

ସୁନାର ଫସଲ ପାଇଁ ନାହିଁ ଶୀତଳ ଭଣ୍ଡାର ! ଅମଳ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ

କନକ ବ୍ୟୁରୋ : ବଜାରରେ ଶୀତଳ ଭଣ୍ଡାର ଅଭାବର ପ୍ରଭାବ । ଜଗତସିଂହପୁରରେ ଉତ୍ପାଦିତ୍ୟ ଦ୍ରବ୍ୟର ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଶାଗମାଛ ଦରରେ ବିକ୍ରି ହେଉଛି ପରିବା । ରକ୍ତକୁ ପାଣି କରି ମାଟି ସହ ମାଟି ହୋଇ ସୁନା ଫସଲ ଫଳେଇଲେ ବି ଚାଷୀର ପେଟ ପୂରୁନି । ଯାହାକୁ ନେଇ ଅସନ୍ତୋଷ…

ବିନା ହେଲମେଟରେ ରାସ୍ତାରେ ଯାଉଥିଲେ ପୁଅ, ଟ୍ରାଫିକ ଜଗିଥିଲେ ବାପା ! ତା ପରର ଘଟଣା ସୃଷ୍ଟି କଲା ଏକ ନୂଆ ଅଧ୍ୟାୟ

ଭାରତୀୟ ଆଇନ ସବୁ ନାଗରିକଙ୍କ ପାଇଁ ସମାନ । ଆଇନ ଠାରୁ ଉଦ୍ଧ୍ୱର୍ରେ କେହି ନୁହେଁ । ଏହାକୁ ପ୍ରମାଣିିତ କରିଛନ୍ତି ଉତ୍ତରପ୍ରଦେଶ ଟ୍ରାଫିକ ପୋଲିସ କନେଷ୍ଟବଳ ରାମ ମେହେର ସିଂ । ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଚାଲାଣ କାଟୁଥିବା ରାମ ମେହେର ନିଜ ପୁଅଙ୍କ ନାଁରେ ମଧ୍ୟ ଚାଲାଣ କାଟିବାକୁ…