Daily Archives

March 26, 2018

ଭାଇରାଲ ଭିଡ଼ିଓର ଖଳନାୟକଙ୍କୁ କେମିତି କରାଯାଇଥିଲା ହତ୍ୟା! ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ, ରହସ୍ୟମୟ…

କନକ ବ୍ୟୁରୋ : ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । କୁଆଖାଇ ନଦୀ ପଠାରେ ଉନ୍ମୟଙ୍କୁ ଜିଅନ୍ତା ଜଳାଇ ଦେଇଥିଲେ ହତ୍ୟାକାରୀ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ରହସ୍ୟ ଉପରୁ ପରଦା ହଟିଛି । ପେଟରେ ଛୁରୀ ଭୁଷିବା ସହ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ…

ସିଏଜି ଧରିଲେ ଇନ୍ଦିରା ଆବାସର ସତ ! ଫଟୋ ଗୋଟିଏ, କିନ୍ତୁ ହିତାଧିକାରୀ ଅନେକ

କନକ ବ୍ୟୁୋରା : ୨୦୧୬-୧୭ ଆର୍ଥିକ ବର୍ଷର ରିପୋର୍ଟ ଦେଇଛନ୍ତି ସିଏଜି । ସରକାରଙ୍କ ଆର୍ଥିକ ପରିଚାଳନା ଓ କ୍ଷତି ନେଇ ଖୁଣ ବାହାର କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ । ଇନ୍ଦିରା ଅବାସ ଭଳି ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ଅନିୟମିତତାକୁ ଧରିଛନ୍ତି ସିଏଜି । ଗୋଟିଏ…

୫ ବର୍ଷରେ ମିଳିବ ୧ କୋଟି ଲୋକଙ୍କୁ ଚାକିରୀ ! ଜାଣନ୍ତୁ କେଉଁ ସେକ୍ଟରରେ ମିଳିବ ଏଭଳି ସୁଯୋଗ

ନୋଟବନ୍ଦୀ ପରେ ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ମରୁଡିର ଏବେ ଅନ୍ତ ଘଟିବ । ଟେଲିକମ୍ ସେକ୍ଟରରେ ଆଗାମୀ ୫ବର୍ଷ ଭିତରେ ୧ କୋଟିରୁ ଅଧିକ ଚାକିରୀ ପ୍ରସ୍ତୁତ ହେବାକୁ ଯାଉଛି । ଏବେ ପାଖାପାଖି ୪୦ଲକ୍ଷ ଲୋକ ଏହି ସେକ୍ଟରରେ କାମ କରୁଛନ୍ତି । ଏହି ସଂଖ୍ୟା ଆସନ୍ତା ୫ବର୍ଷ ମଧ୍ୟରେ ପାଖାପାଖି…

ମୁହଁ ଲୁଚାଇଲେ ପୁରୁଷ ମାଓବାଦୀ ! ସୁରକ୍ଷାକର୍ମୀଙ୍କ ଗୁଳି ଖାଇବାକୁ ଠେଲିଦେଲେ ମହିଳା କ୍ୟାଡର ମାଓବାଦୀଙ୍କୁ

କନକ ବ୍ୟୁରୋ : ସରକାର ଓ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଂଜ୍ ଦେଉଥିବା ଲାଲବାହୀନିର ନୂଆ ରଣନୀତି । ମହିଳାଙ୍କୁ ଆଗକୁ କରି, ଖସିଗଲେ ପୁରୁଷ ମାଓବାଦୀ । ନାରାୟଣପାଟଣା ଡୋକରୀ ଘାଟୀରେ ବିଳମ୍ବିତ ରାତିରେ ପୁଲିସ ସହ ମୁହାମୁହିଁ ବେଳେ ନକ୍ସଲ ସଂଗଠନର ଏଭଳି ଚିତ୍ର ପ୍ରଥମ ଥର ପାଇଁ ଦେଖିବାକୁ…

କେବେ ଖୋଲିବ ରତ୍ନଭଣ୍ଡାର ? ଭଣ୍ଡାର ଗୃହର ବାହାର ପଟୁ ବୁଲି ଦେଖିଲେ ବିଶେଷଜ୍ଞ, ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ନା ନାହିଁ ସେ ନେଇ ରତ୍ନଭଣ୍ଡାର ସବ କମିଟିର ଜରୁରୀ ବୈଠକ ଉପରେ ସମସ୍ତଙ୍କ ନଜର । ଯେଉଁଥିରେ ଭଣ୍ଡାର ଘର ଖୋଲିବା ନେଇ ନିଷ୍ପତି ନିଆଯାଇପାରେ । ଏପଟେ ଆଜି ରତ୍ନ ଭଣ୍ଡାରର ବାହାର ଗୃହକୁ ଯାଂଚ କରିଛନ୍ତି ବିଶେଷଜ୍ଞ ଓ ଶ୍ରୀମନ୍ଦିର କୋର କମିଟି…

ବିଟ୍ କଏନର ବିଷ ବଳୟରେ ରାଜଧାନୀ ଭୁବନେଶ୍ୱର ! ଡିଜିଟାଲ୍ କରେନ୍ସିର ଲୋଭ ଦେଖାଇ ୨୦ ଲକ୍ଷ ଠକିନେଲେ ଯୁବକ

କନକ ବ୍ୟୁରୋ : ଓଡ଼ିଶାରେ ବିଟ୍ କଏନ୍ ଠକେଇ । ବିଟ କଏନ ବା ଅନ ଲାଇନ ଡିଜିଟାଲ କରେନ୍ସି ନାଁରେ ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ପ୍ରଥମେ ବିଟ୍ କଏନ୍ ଜରିଆରେ ଟଙ୍କା ଦୁଇଗୁଣା କରିବାର ପ୍ରଲୋଭନ୍ ଓ ତାପରେ ଟଙ୍କା ନେଇ କୋଲକାତା ଫେରାର୍ । ଏହି ମାମଲାରେ ନୟାପଲ୍ଲୀ ପୁଲିସର…