Daily Archives

March 24, 2018

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାବେଳେ ଅଘଟଣ ! ବାରମ୍ବାର ଛିଡିଲା ରଥ ଦଉଡି,ରଥଟଣା ବନ୍ଦକଲା ମନ୍ଦିର…

କନକ ବ୍ୟୁରୋ : ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ଘଟିଛି ବିଭ୍ରାଟ । ବାରମ୍ବାର ରଥ ଦଉଡି ଛିଣ୍ଡିବା ପରେ ରଥଟଣାକୁ ଅଧାରେ ରଖିଲା ମନ୍ଦିର ପ୍ରଶାସନ । ରଥଟଣା ଆରମ୍ଭ ହେବା ପରେ ତିନି ତିନି ଥର ରଥ ଦଉଡି ଛିଣ୍ଡିଲା । ଫଳରେ ଅଧାରେ ରଥଟଣାକୁ ଅଟକାଇବାକୁ ବାଧ୍ୟ…

ଫ୍ଲିପକାର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ୨ ବର୍ଷ ପରେ ୭୦୦ ପଦବୀ ଖାଲି, ଶୀଘ୍ର କରନ୍ତୁ ଆବେଦନ

ଦେଶର ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ୨ ବର୍ଷ ମଧ୍ୟରେ ୭୦୦ ପଦବୀ ପଦବୀ ଖାଲି ରହିଛି । ସୂଚନା ଅନୁସାରେ ପ୍ରାୟ ସମସ୍ତ ଚାକିରି ଆଇଟି ଓ ଟେକ୍ନୋଲୋଜି ବିଭାଗରେ ଖାଲି ରହିଛି । ଦୀର୍ଘ ଦିନ ପରେ ଫ୍ଲିପକାର୍ଟରେ ଚାକିରି କରିବାର ସୁଯୋଗ । ଆଉ ୨ ବର୍ଷ…

ଟି-ଟ୍ୱେଣ୍ଟିରେ ଋିଦ୍ଧିମାନ ସାହାଙ୍କ କମାଲ । ୨୦ଟି ବଲରୁ ଅର୍ଜନ କଲେ ଶତକ ।

ଆଇପିଏଲ ୨୦୧୮ର କିଛି ଦିନ ପୂର୍ବରୁ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋିଦ୍ଧିମାନ ସାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ମାତ୍ର ୨୦ଟି ବଲ ଖେଳି ସେ ଶତକ ହାସଲ କରିଛନ୍ତି । ଜେସି ମୁଖାର୍ଜୀ ଟ୍ରଫି ଟି-ଟ୍ୱେଣ୍ଟି ମ୍ୟାଚରେ ସେ ମୋହନ ୱାଗନ କ୍ଲବ ପକ୍ଷରୁ ଖେଳିଥିଲେ । ଆଉ ଏହି ମ୍ୟାଚରେ…

ଖରାଦିନେ ସ୍କିନ୍ ରାସ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ୫ଟି ଉପାୟ . . . .

ଖରାଦିନେ ଖାସକରି ମହିଳାମାନଙ୍କ ତ୍ୱଚା ଲାଲି ପଡିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । କାରଣ ଅନେକ ସମୟରେ ଶୋଇବା, ଖାଇବା ଭଳି ସମସ୍ୟାରେ ପଡିବା ସହ ଓ ଚିନ୍ତାଗ୍ରସ୍ତ ରୁହନ୍ତି । ତେବେ ଉକ୍ତ ସମୟରେ ତ୍ୱଚାକୁ ସୁନ୍ଦରତାକୁ ବନାଇ ରଖିବା ସହଜ ହୋଇନଥାଏ । ପ୍ରତିଦିନ ଆପଣ ଯେତେ ସବୁ ସାମଗ୍ରୀ…

ଭାରତୀୟ ତଟରକ୍ଷୀ ବାହିନୀରୁ ବିଦାୟ ନେଲା ଜାହାଜ ସୁଚେତା କୃପଳାନି ! ୧୯୯୯ ମହାବାତ୍ୟାରେ ମତ୍ସ୍ୟଜୀବୀଙ୍କ ପାଇଁ…

କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀବାହିନୀରୁ ବିଦାୟ ନେଇଛି ଆଇସିଜି ସୁଚେତା କୃପଲାନି ଜାହାଜ । ୨୦ ବର୍ଷ ଧରି ଭାରତୀୟ ତଟରକ୍ଷୀବାହିନୀରେ ସେବା କରିଛି ଏହି ଜାହାଜ । ପାରଦୀପ ବନ୍ଦରରେ ସୁରକ୍ଷା ଯୋଗାଉଥିବା ସୁଚେତା କୃପଲାନିକୁ ଧୁମଧାମରେ ବିଦାୟ ଦିଆଯାଇଛି । ଆଇସିଜି ସୁଚେତା କୃପଳାନୀ ।…

ପେଟ ପାଇଁ ସଂଘର୍ଷ କରୁଛନ୍ତି କୋରାପୁଟର ଆଦିବାସୀ ଗବେଷିକା କମଳା ପୂଜାର ! ମୂଲ ଲାଗି ପେଟ ପୋଷୁୁଛନ୍ତି ଯୋଜନା ବୋର୍ଡ଼ର…

କନକ ବ୍ୟୁରୋ : କୋରାପୁଟର ଆଦିବାସୀ ଗବେଷିକା ଯୋଜନା ବୋର୍ଡ଼ର ସଦସ୍ୟା କମଳା ପୂଜାରୀ । ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନ ପାଇଥିବା ମହିଳା ପରିଣତ ବୟସରେ ଜୀବନ ଜୀବିକା ପାଇଁ କରୁଛନ୍ତି ସଘଂର୍ଷ । ସମ୍ମାନ ଓ ମାନପତ୍ରରେ ପୁରିବନି ପେଟ ବଚିଂବା ପାଇଁ ଦରକାର ଉପଯୁକ୍ତ ରାହା । କୋରାପୁଟ…