ଖରାଦିନେ ସ୍କିନ୍ ରାସ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ୫ଟି ଉପାୟ . . . .

48

ଖରାଦିନେ ଖାସକରି ମହିଳାମାନଙ୍କ ତ୍ୱଚା ଲାଲି ପଡିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । କାରଣ ଅନେକ ସମୟରେ ଶୋଇବା, ଖାଇବା ଭଳି ସମସ୍ୟାରେ ପଡିବା ସହ ଓ ଚିନ୍ତାଗ୍ରସ୍ତ ରୁହନ୍ତି । ତେବେ ଉକ୍ତ ସମୟରେ ତ୍ୱଚାକୁ ସୁନ୍ଦରତାକୁ ବନାଇ ରଖିବା ସହଜ ହୋଇନଥାଏ । ପ୍ରତିଦିନ ଆପଣ ଯେତେ ସବୁ ସାମଗ୍ରୀ ବ୍ୟବହାର କରୁଛନ୍ତିି, ସବୁ ଆପଣଙ୍କ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରୁଛି । ଜ୍ୱାଳାମୟ ଖାଦ୍ୟ ପଦାର୍ଥ ଓ ଫୁଡ ଏଲର୍ଜି ଦ୍ୱାରା ବି ଚର୍ମରେ ଲାଲି ଦାଗ ଓ କୁଣ୍ଡିଆ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ଚର୍ମରେ ଲାଲି ଦାଗ ହେଲେ, କିପରି ଏଭି ସମସ୍ୟାରୁ ମୁକ୍ତି ପାଇବେ ।

lifestyle- prickly heat problem in summer

– ବାଦାମ ମଞ୍ଜିରେ ପ୍ୟାଟମ, ସେଲେନିୟମ ଓ ମିନେରାଲ ଆଦି ସବୁ ଉପଲବ୍ଧ ରହିଛି । ଏଥିରେ ଆଂଟି-ଇଫ୍ଲେମେଟ୍ରି ଗୁଣ ରହିଛି । ଏହାସହ ଡାଇଟରେ କଖାରୁ ମଞ୍ଜି, ବ୍ରାଜିଲ ମଞ୍ଜି, ବାଦାମ, ଅଖରୋଟ ଆଦି ସାମଗ୍ରୀକୁ ସାମୀଲ କରିଲେ ଶରୀର ସୁସ୍ଥ ରହିବା ସହ ମନ ଭଲ ରହିଥାଏ ।

– କାକୁଡି, ଲାଉ ଜୁସ ଆଦି ଆମ ଶରୀରକୁ ଥଣ୍ଡା ରଖିବା ପାଇଁ ଉପଯୋଗୀ । ଏଥିରେ ଉପଲବ୍ଧ ଥିବା ଫାଇବର, ଫ୍ଲୁଡ ଓ ନ୍ୟୁଟ୍ରୀଏନ୍ସ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟମ । ଆପଣ ଏହି ପରିବାଗୁଡିକ ଆପଣଙ୍କ ଟାଇଟରେ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।

– ଫଳରେ ସପୁରୀ, ଅମୃତଭଣ୍ଡା ଏଂଜାଇମ୍ସ ଓ ଆଂଟି-ଅକ୍ସିଡେଂଟସ ଥିବାରୁ ତ୍ୱଚାର ଲାଲି ଦାଗ ଲିଭିବାରେ ସହାୟତା ହୋଇଥାଏ । ତେବେ ଡାଇଟରେ ବିଟ, ଶାଗ, ଡାଲି, ଲେମ୍ବୁ ଆଦିକୁ ସାମିଲ କରନ୍ତୁ । ଯାହା ଆପଣଙ୍କ ଇମ୍ୟୁନି ସିଷ୍ଟମକୁ ସୁରକ୍ଷିତ ରଖିବ ।

– ଚର୍ମରେ ନାଲି ଦାଗ ହେବା ଦ୍ୱାରା ଲିଭରରେ ଇଫେମିଶନ ହେବାର ସମ୍ଭାବନା ଥାଏ । ବିଟ ଜୁସ, ଶରୀର ଅଙ୍ଗକୁ ପ୍ରଭାବିତ କରୁଥିବା ପନିପରିବା ଜୁସ, ହାର୍ବଲ-ଟି ସହ ପାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ । ଏପରି ସମସ୍ୟାରୁ ମୁକ୍ତ ମିଳିବ ।