Daily Archives

March 24, 2018

Jio କୁ ଟକ୍କର ଦେବ Idea। ଗ୍ରାହକଙ୍କ ପାଇଁ ଆଣିଲା ବିଶେଷ ଅଫର । ପ୍ରତିଦିନ ମିଳିବ 5GB ଡାଟା

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଡିଆ ଆଣିଛି ନୂଆ ଅଫର । ଆଇଡିଆ ଏକ ନୂଆ ପ୍ରିପେଡ ପ୍ୟାକ ଲଞ୍ଚ କରିଛି । ଏଥିରେ ପ୍ରତିଦିନ ଅନଲିମିଟେଡ କଲିଂ ସେବା ସହ 5GB  4G/2G ଡାଟା ଦିଆଯାଉଛି । ଏହି ପ୍ୟାକରେ ପ୍ରତିଦିନ 100SMS ମଧ୍ୟ ରହିଛି । ଏହି ପ୍ଲାନର ମୂଲ୍ୟ ୯୯୮ ଟଙ୍କା ରଖାଯାଇଛି । ଏବଂ…

ପୋଲିସ ନଜରରେ ଭାଇରାଲ ଭିଡିଓର ଅଦୃଶ୍ୟ ଅପରାଧୀ ! କିଏ ଭାଏରାଲ କରିଛି ଭିଡିଓ ? ପ୍ରଶ୍ନ ଘେରରେ ଭିଡିଓରେ ଥିବା ଯୁବତୀ

କନକ ବ୍ୟୁରୋ : ଦିନ ଦିନକୁ ଅଧିକ ରହସ୍ୟଭିତରକୁ ଚାଲିଯାଉଛି ଚାନ୍ଦବାଲି ଭାଇରାଲ ଭିଡିଓ । କୁଆଖାଇ ହତ୍ୟା ଘଟଣାରେ ଏହାର ଲିଙ୍କ ବାହାରିବା ପରେ ଅଧିକ ଜଟିଳ ହୋଇଛି ମାମଲା । ଏପଟେ ଏବେ ବି ଭାଇରାଲ ହେଉଛି ଭିଡିଓ । ଚର୍ଚ୍ଚା ହେଉଛି ପୁଲିସ ତଦନ୍ତକୁ ଦିଗହରା କରୁଛି ଅଦୃଶ୍ୟ ଖଳନାୟକ! ଯାହା…

ଶକ୍ତି ଦେଖାଇଲା ଲାଲ ବାହିନୀ ! ପୁଣି ରିଲିଜ୍ ହେଲା ମାଓ ଅପରେସନର ଡକ୍ୟୁମେଂଟାରୀ ଭିଡିଓ

କନକ ବ୍ୟୁରୋ : ମାଓବାଦୀଙ୍କ ଶକ୍ତି ପ୍ରଦର୍ଶନ । ପ୍ରମାଣିକ ଚଳଚ୍ଚିତ୍ର ଜରିଆରେ ମାଓ ବର୍ବରତାର ଚିତ୍ର ରଖି, ମନୋବଳ ବଢ଼ାଇବାକୁ ଉଦ୍ୟମ କରିଛି ଲାଲବାହିନୀ । ବୁର୍କାପାଲ୍ ଅପରେସନର ଭିଡିଓ ଦେଖାଇ ମାଓ ସମର୍ଥକଙ୍କୁ ସଂଗଠନ ସହ ଯୋଡ଼ିବାକୁ ଉଦ୍ୟମ କରୁଛି । ଆଉ ଏଥିପାଇଁ ବ୍ୟବହାର ହେଉଛି…

୪୮ ଘଂଟା ମଧ୍ୟରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରହସ୍ୟ ! ମହାପ୍ରଭୁଙ୍କ ଭଣ୍ଡାର ଘରକୁ ନେଇ କଳ୍ପନା ଜଳ୍ପନା

କନକ ବ୍ୟୁରୋ : ଆଉ ମାତ୍ର ୪୮ ଘଂଟା ପରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ । ବର୍ଷ ବର୍ଷ ଧରି ରହସ୍ୟ ହୋଇ ରହିଥିବା ରତ୍ନଭଣ୍ଡାର ଖେଲିବା ସମୟ ଯେତିକି ପାଖେଇ ଆସୁଛି, ଶ୍ରୀମନ୍ଦିର ସେବାୟତଙ୍କ ପ୍ରତିବାଦ ସେତିକି ଜୋର ଧରୁଛି । ଜଣେ ବରିଷ୍ଠ ସେବାୟତ ଏହାର ପ୍ରତିବାଦ କରି…

ଜେଲରେ କଟିବ ଲାଲୁ ଯାଦବଙ୍କ ବାକି ଜୀବନ ! ଚତୁର୍ଥ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ୧୪ବର୍ଷର ସଜା ଶୁଣାଇଲେ ସ୍ୱତନ୍ତ୍ର…

କନକ ବ୍ୟୁରୋ : ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ବାକିତକ ଜୀବନ କଟିପାରେ ଜେଲର ଚାରିକାନ୍ଥ ଭିତରେ । କାରଣ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଜି ସ୍ୱତନ୍ତ୍ର ସବିଆଇ କୋର୍ଟ ତାଙ୍କୁ ସର୍ବାଧିକ ୧୪ ବର୍ଷର ସଜା ଶୁଣାଇଛନ୍ତି । ରାଂଚି ଦୁମକା କୋଷାଗାରରୁ ୩କୋଟି ୧୩ ଲକ୍ଷ…

ଗୁଗୁଲ ସର୍ଚ୍ଚ ଇଂଜିନରେ ରହିବ ଓଡିଆ ଭାଷାର ଅପ୍ସନ ! ଓଡିଆରେ ବିଭିନ୍ନ ସାଇଟକୁ ଲଗଇନ୍ କରିପାରିବେ ବିଶ୍ୱର ଯେକୌଣସି…

କନକ ବ୍ୟୁରୋ : ଓଡିଆବାସୀଙ୍କ ପାଇଁ ଖୁସି ଖବର । ଗୁଗୁଲ ପେଜରେ ସ୍ଥାନ ପାଇପାରେ ଓଡିଆ ଭାଷା । ଆଉ ଓଡିଆ ଭାଷାରେ ବିଭିନ୍ନ ସାଇଟକୁ ଲଗ-ଅନ କରିପାରିେବେ ବିଶ୍ୱବାସୀ । ଅର୍ଥାତ୍ ବିଶ୍ୱର ଯେକୌଣସି ସ୍ଥାନରେ ବସି ଆପଣ ଗୁଗୁଲକୁ ସର୍ଚ୍ଚ କରି ଓଡ଼ିଆ ସାଇଟକୁ ଯାଇପାରିବେ । ଓଡ଼ିଆ ଭାଷାରେ ସବୁ ତଥ୍ୟ…