Daily Archives

March 22, 2018

ଶେଷରେ ମନେପଡିଲା ଚାଷୀଙ୍କ କଥା ! ବିଧାନସଭାରେ ହେଲା ୪ ଘଣ୍ଟାର ଆଲୋଚନା । ବିରୋଧୀ ବଖାଣିଲେ ଚାଷୀଙ୍କ ସମସ୍ୟା,…

କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କୁ ନେଇ ଚାରିଆଡେ ଉଦବେଗ ପ୍ରକାଶ ପାଉଥିବା ବେଳେ ଆଜି ବିତର୍କ କରିଛି ବିଧାନସଭା । ତୃତୀୟ ଦିନରେ ଚାଷୀ ଓ ଚାଷୀ ପ୍ରସଙ୍ଗରେ ପ୍ରାୟ ୪ଘଂଟା ଧରି ଆଲୋଚନା କରିଛନ୍ତି ଗୃହର ସଦସ୍ୟ । ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ, ଚାଷୀ ପ୍ରସଙ୍ଗକୁ ଗମ୍ଭୀରତାର ନେଇଛନ୍ତି ।…

ଆସନ୍ତାକାଲି ବିଧାନସଭାରେ ରାଜ୍ୟ ସରକାରଙ୍କ ଆର୍ଥିକ ବଜେଟ ! ଚାଷୀ ଓ ଶିକ୍ଷକଙ୍କୁ ଖୁସି କରିପାରନ୍ତି ସରକାର,…

କନକ ବ୍ୟୁରୋ : ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ୨୦୧୮-୧୯ ବର୍ଷର ଆର୍ଥିକ ବଜେଟ୍ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବଜେଟର ରୂପରେଖ କିପରି ହେବ, ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର କେଉଁ କେଉଁ ନୂଆ…

୬୦୦ ବର୍ଷ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ସାମ୍ନାକୁ ଆସିବ ରହସ୍ୟମୟ ଭଣ୍ଡାରର ସତ, ଜାଣନ୍ତୁ କେବେ ଖୋଲିବ…

କନକ ବ୍ୟୁରୋ : ୬ ଶହ ବର୍ଷ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ । ରତ୍ନଭଣ୍ଡାରର ସ୍ଥିତି ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୬ ଓ ୨୭ ତାରିଖ, ଦୁଇ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବ । ଏହି କାମ କରିବା ପାଇଁ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର ! ଚଳିତବର୍ଷ ବଢିବନି ବିଜୁଳି ଦର, ଡିଜିଟାଲ ପେମେଣ୍ଟ କଲେ ମିଳିବ ଡବଲ ଲାଭ

କନକ ବ୍ୟୁରୋ : ଚଳିତବର୍ଷ ବଢିବନି ବିଦ୍ୟୁତ ଦର । ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର । ଏବର୍ଷ ରାଜ୍ୟରେ ବିଜୁଳି ଦର ବଢିବ ନାହିଁ । ଏ ସଂପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି । ବିଜୁଳି ଦର ବଢାଇବା ପାଇଁ ରାଜ୍ୟର ବିଦ୍ୟୁତ ଉତ୍ପାଦନ କମ୍ପାନି ଓ…

ଆପଣଙ୍କ ଆଧାର ତଥ୍ୟକୁ ସରକାର କେଉଁଠି ଲୁଚାଇ ରଖିଛନ୍ତି! ସୁପ୍ରିମକୋର୍ଟରେ ଏହା ଉପରୁ ପରଦା ଉଠାଇଲେ ଆଟର୍ଣ୍ଣିଂ…

ଆଧାର କାର୍ଡର ସୁରକ୍ଷାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି । ଏପରିକି ଆଧାର କାର୍ଡ ଦ୍ୱାରା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଲିକ୍ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଆଧାର କାର୍ଡର ସୁରକ୍ଷାକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟରେ…

ବିସ୍ଥାପିତଙ୍କ ନୂଆ ଠିକଣା ମହାନଦୀ ପଠା ! ୫୦ ବର୍ଷର ଘରକୁ ଭାଙ୍ଗି ଦେଇଛି ପ୍ରଶାସନ, ଆଶା ଆଶଙ୍କାରେ ଜୀବନ

କନକ ବ୍ୟୁରୋ : ମହାନଦୀ ବାଲିରେ ଘର କରିଛନ୍ତି ବିସ୍ଥାପିତ । ସହରର ସୌନ୍ଦର୍ଯ୍ୟକରଣ ଓ ସମ୍ବଲପୁର ମହାନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା ପାଇଁ ୫୦ ବର୍ଷର ଘରକୁ ଭାଙ୍ଗି ଦେଇଛି ପ୍ରଶାସନ । ହେଲେ ଥଇଥାନର କୌଣସି ବ୍ୟବସ୍ଥା କରିନାହିଁ । ଫଳରେ ସମ୍ବଲପୁର ନଇ ମଝିରେ ଅସ୍ଥାୟୀ ଘର କରି…