Daily Archives

March 21, 2018

ଜିଓର ଜବରଦସ୍ତ ଧମାକା : ବଢ଼ିଲା ୧୦୦% କ୍ୟାସବ୍ୟାକ ଅଫର ତାରିଖ

ରିଲାଏନ୍ସ ଜିଓ ଟେଲିକମ୍ ସେକ୍ଟର ଭାରତର ବଡ ଟେଲିକମ୍ କମ୍ପାନୀ ରୂପରେ ନିଜର ସ୍ଥାନ ବିସ୍ତାର କରିସାରିଲାଣି । ଜିଓର ନେଟୱାର୍କ ଯେତେ ଲୋକପ୍ରିୟ ଜିଓଫୋନ ମଧ୍ୟ ଲୋକଙ୍କର ସେତେ ନିକଟତର ହେବାକୁ ଲାଗିଛି । ବର୍ତ୍ତମାନ ଜିଓ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ପ୍ରତିଦିନ ଭାରତରେ ପ୍ରାୟ ୩ ରୁ…

ଶିକ୍ଷା ଅଧିକାରରୁ ବଂଚିତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ଛାତ୍ରଛାତ୍ରୀ ! ପଂଚମ ପାଠପଢା ପରେ ବହିବସ୍ତାନୀରେ ଡୋରି

କନକ ବ୍ୟୁରୋ : ମାଓ ସମସ୍ୟାରେ ଘାଂଟି ହେଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଫେଲ ମାରିଛି ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନା । ଜାତିଗତ ପ୍ରମାଣ ପତ୍ର ନପାଇ ଶିକ୍ଷା ଅଧିକାରରୁ ବଂଚିତ ହୋଉଛନ୍ତି ବୁଡି ଅଂଚଳର ଛାତ୍ରଛାତ୍ରୀ । ତହସିଲ କାର୍ଯ୍ୟାଳୟ ଦୌଡି ଦୌଡି ଅଭିଭାବକମାନେ ନୟାନ୍ତ…

ମୁହଁ ଖୋଲିଲେ ପାର୍ସଲ ବୋମା ପୀଡିତା : କହିଲେ ବିନା ଦୋଷରେ ଯାଇଛି ସ୍ୱାମୀ ଶେଖରଙ୍କ ଜୀବନ, ନ୍ୟାୟ ପାଇଁ…

କନକ ବ୍ୟୁରୋ : କନକ ବ୍ୟୁରୋ : ମୁହଁ ଖୋଲିଲେ ବଲାଙ୍ଗୀର ପାର୍ସଲ ବୋମା ପୀଡିତା । ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି । ବିନା ଦୋଷରେ ତାଙ୍କ ନିରୀହ ସୌମ୍ୟ ଶେଖରଙ୍କ ମୃତ୍ୟୁ ହୋଇଛି । ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା, ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା…

ହକ୍ ପାଇଁ ଲଢୁଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ ! ଶାସକ ଦଳ ବିଧାୟକଙ୍କ ସହ ଆଲୋଚନା ପରେ ମେ ୫ ଯାଏଁ…

କନକ ବ୍ୟୁରୋ : ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ଚାଲିଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ । ଆଜି ଶାସକ ଦଳର ୪ ବିଧାୟକ ଆସି ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଯଦି ସରକାର ମେ ୫ ତାରିଖ ସୁଦ୍ଧା କୌଣସି ଦାବି ପୁରଣ ନକରନ୍ତି ତେବେ ଚାଷୀ ଆନ୍ଦୋଳନ ପୁଣି…

ଅନଲାଇନ ଟିକେଟ ବୁକ୍ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା ! ରେଳବିଭାଗ ବନ୍ଦ କଲା ଆଉ ଏକ ପୁରୁଣା ସେବା

ରେଲୱେ ଆଉ ଏକ ପୁରୁଣା ସେବାକୁ ବନ୍ଦ କରିଛି । ପୂର୍ବରୁ ଅନଲାଇନ ଟିକେଟରେ ହୋମ ଡେଲିଭରି ସୁବିଧା ମିଳୁଥିବା ବେଳେ ଏବେ ଏହାକୁ ବନ୍ଦ କରାଯାଇଛି । ପୂର୍ବରୁ ଆଇଆରସିଟିସି ୱେବସାଇଟରେ ଅନଲାଇନ ମାଧ୍ୟମରେ ଟିକେଟ ବୁକ୍ କରିବା ପାସେଞ୍ଜରଙ୍କୁ ହୋମ ଡେଲିଭରିର ବିକଳ୍ପ ଦେଖାଉଥିଲା । ଏହି ବିକଳ୍ପ…

ୟୁପି କଂଗ୍ରେସ ଅଧ୍ୟକ୍ଷ ପଦରୁରୁ ଇସ୍ତଫା ଦେଲେ ବରିଷ୍ଠ ଅଭିନେତା ରାଜ ବବର ! ଯୁବପୀଢ଼ିଙ୍କୁ ମିଳିବ ସୁଯୋଗ

କନକ ବ୍ୟୁରୋ : ମିଶନ ୨୦୧୯ ପାଇଁ ଅଣ୍ଟା ଭିଡୁଥିବା କଂଗ୍ରେସ ପାର୍ଟିର ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ କଂଗ୍ରେସଦଳର ଅଧ୍ୟକ୍ଷ ରାଜ୍ ବଛର ଇସ୍ତଫା ଦେବାର ଖବର ଆସିଛି । କଂଗ୍ରେସର ଏଭଳି ବଡ ଧରଣର ବଦଳ ଏକ ନୂତନ ଅଭିଯାନ ପ୍ରତି ଅଗ୍ରସର ହେବା ଭଳି ସୂଚନା ମିଳୁଛି । ବବରଙ୍କ ଇସ୍ତଫା…