Daily Archives

March 20, 2018

ପୁରୁଣା ପେପରରୁ ନୂଆ ଖବର ! ଜଳଖିଆ ଖାଉଥିବା ପେପରରୁ ପଢିଲେ ସ୍ୱାମୀଙ୍କ ମୃତ୍ୟୁର ଖବର, ୨୫ ଦିନ ପରେ ପାଟଣାଗଡ ପାର୍ସଲ…

କନକ ବ୍ୟୁରୋ : ପାଟଣାଗଡ଼ ଗିଫଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍ ଖାଉଥିବା ବେଳେ ଏକ ପୁରୁଣା ଖବର…

ଅପରାଧୀ ବିତାଉଛନ୍ତି ରାଜା ଜୀବନ ! ଧରାପଡିଲା କାରସାଦି, ବ୍ୟାଗରେ ଯାଉଛି ଅୟସ ପାଇଁ ସାମଗ୍ରୀ ।

କନକ ବ୍ୟୁରୋ : କଣ ଚାଲିଛି ଝାରପଡା ଜେଲରେ? ଜେଲ୍ ଭିତରକୁ କଏଦୀଙ୍କ ପାଇଁ ଯାଉଛି କଣ? ଝାରପଡା ଜେଲରେ କଏଦୀଙ୍କ ପାଇଁ ଖାଦ୍ୟ ସହ ଯାଉଛି ଟଙ୍କା ଓ ନିଶା ଦ୍ରବ୍ୟ । କ୍ୟାମେରାରେ କଏଦ ହୋଇଛି ଏଭଳି ଦୃଶ୍ୟ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପୋଲିସ ସୁରକ୍ଷାକୁ ଭେଦ କରି କିପରି ଯାଉଛି…

ଇରାକର ମୋସୁଲରୁ ଆସିଲା ମୃତ୍ୟୁର ବାର୍ତା ! ୨୦୧୪ରେ ୩୯ ଜଣ ଭାରତୀୟଙ୍କୁ ହତ୍ୟା କରିଥିଲା ଆଇଏସଆଇଏସ୍, ପାହାଡ ଖୋଳିବା…

କନକ ବ୍ୟୁରୋ : ୨୦୧୪ରେ ୪୦ ଜଣ ଭାରତୀୟଙ୍କୁ ଅପହରଣ କରି ହତ୍ୟା କରିଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ । କେବଳ ଜଣେ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ । ଗତ ୩ ବର୍ଷ ଧରି ଏହି ଅପହରଣ ଘଟଣାକୁ…

ଓଡ଼ିଶା ସୀମାରେ ଖସିପଡିଲା ବାୟୁସେନାର ହକ୍ ଫାଇଟର ଜେଟ ! ବଞ୍ଚିଗଲେ ପାଇଲଟ, ଖଣ୍ଡ ବିଖଣ୍ଡିତ ହୋଇଗଲା ଲଢୁଆ ବିମାନ

କନକ ବ୍ୟୁରୋ : ଓଡିଶା-ଝାଡଖଣ୍ଡ ସୀମାନ୍ତ ମୟୁରଭଂଜରେ ଆକାଶରୁ ଖସିପଡିଛି ଭାରତୀୟ ସେନାର ଲଢୁଆ ବିମାନ । ପ୍ରଚଣ୍ଡ ଶବ୍ଦ କରି ସୁବଣ୍ଣରେଖା ନଦୀ ପଠାର ବାଲି ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି ହକ୍ ଫାଇଟର ଜେଟ୍ । ଖଡଗପୁରର କୋଲେଇକୁଣ୍ଡା ଏୟାରବେସରୁ ଉଡାଣ ଭରିଥିବା ଏହି ଫାଇଟର ଜେଟ୍ର ପାଇଲଟ୍…

ଦିଲ୍ଲୀରେ ମହକିଲା ଓଡ଼ିଶା ପଖାଳର ବାସ୍ନା ! ସାଂସଦ ଖାଇଲେ ‘ପଖାଳ’, ଜାଣନ୍ତୁ ଦିଲ୍ଲୀରେ କେଉଁଠି ମିଳିଲା ସାଂସଦଙ୍କୁ…

କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିଲା ପଖାଳ ଦିବସର କ୍ରେଜ । ପଖାଳ ପ୍ରତି ଥିବା ପ୍ରେମ ସଂସଦରେ ଦେଖିବାକୁ ମିଳିଲା । ବିଶ୍ୱ ପଖାଳ ଦିବସ ଅବସରରେ ପଖାଳ ମୋହରୁ ବାଦ ପଡିନାହାନ୍ତି ରାଜନେତା । ସାରା ରାଜ୍ୟରେ ପଖାଳ ଦିବସକୁ ଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ ଦିଲ୍ଲୀରେ ଓଡ଼ିଶା…

ଗୁରୁଙ୍କୁ ପିଟିଲେ ପୋଲିସ ! ଖାତା ଦେଖିବାକୁ ଗଲେନି ବୋଲି କ୍ଷତାକ୍ତ କଲେ, ମନଇଛା ମାରିଲେ ତଣ୍ଟିଆ ଓ ମୁଥ

କନକ ବ୍ୟୁରୋ : ମାଟ୍ରିକ୍ ଖାତା ମୂଲ୍ୟାୟନକୁ ନେଇ ମହାଭାରତ । ଗୋଟିଏ ପଟେ ଜିଦରେ ଅଟଳ ବ୍ଲକଗ୍ରାଂଟ ଶିକ୍ଷକ, ଅନ୍ୟପଟେ ଆଇନଶୃଙ୍ଖଳା ଆଳରେ ପୁଲିସର ଜୁଲମ୍ । ରାଜ୍ୟର ୫୭ଟି କେନ୍ଦ୍ରରେ ପ୍ରାୟ ୬ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତାର ମୁଲ୍ୟାୟନ ହେଉଛି । ଏପଟେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ…