Daily Archives

March 18, 2018

କଂଗ୍ରେସ ଅଧିବେଶନରେ ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ମନମୋହନ ସିଂହ : କହିଲେ ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଛି…

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଥିବା କଂଗ୍ରେସ ଅଧିବେଶନର ଆଜି ହେଉଛି ଶେଷ ତଥା ଅନ୍ତିମ ଦିନ । ଆଜି ଶେଷ ଦିନରେ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ବିଜେପି ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଛି । ମୋଦି ନିର୍ବାଚନ…

ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ନୂଆ ରଣନୀତି : ଲୋକଙ୍କ ସହ ସିଧାସଳଖ ଯୋଡି ହେବେ ନବୀନ, କହିବେ ମନର କଥା । ସବୁ…

କନକ ବ୍ୟୁରୋ : ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ନୂଆ ରଣନୀତି । ଲୋକଙ୍କ ସହ ସିଧାସଳଖ ଯୋଡି ହେବେ ନବୀନ, କହିବେ ମନର କଥା । ଲୋକଙ୍କ ସହ ଭାବବିନିମୟ କରିବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବେ ।…

ଗୋପନରେ ବିବାହ କଲେ ଅଜୟଙ୍କ ରିଲ ଲାଇଫର ନାୟିକା !

ଭଭୟ ଦକ୍ଷିଣ ଭାରତୀୟ ଓ ବଲିଉଡ ଅଭିନେତ୍ରୀ ଶ୍ରୀୟା ସରନ ନିକଟରେ ତାଙ୍କ ରୁଷୀୟ ବୟଫ୍ରେଣ୍ଡ ଏଣ୍ଡ୍ରୋ କୋସଚିବଙ୍କ ସହିତ ବିବାହ କରିଛନ୍ତି । ତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିଲେ ମଧ୍ୟ ଚର୍ଚ୍ଚା ଦେଉଛି କି ଗତ ୧୨ ତାରିଖରେ ମୁମ୍ବାଇର ଲୋଖଣ୍ଡୱାଲ ସ୍ଥିତ ଶ୍ରୀୟାଙ୍କ ଘରେ…

ସ୍ୱାମୀ କହି ଭାଇଜାନଙ୍କ ଘରେ ଜବରଦସ୍ତ ପଶିଗଲେ ମହିଳା ! ଜାଣନ୍ତୁ ଏହାପରେ କଣ ହେଲା. . .

ବଲିଉଡର ସୁଲତାନ ସଲମାନଙ୍କର ପୁରା ଦୁନିଆରେ ଅଗଣିତ ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ତାଙ୍କ ଅଭିନୟକୁ ଭଲପାଇବା ସହିତ ତାଙ୍କୁ ମଧ୍ୟ ସ୍ନେହ ଏବଂ ପ୍ରେମ ଦେଇଛନ୍ତି । ଫ୍ୟାନମାନେ ନିଜର ପ୍ରିୟ କଳାକାରଙ୍କ କେତେ ମାତ୍ରରେ ଭଲପାଆନ୍ତି ତାହାର ପ୍ରମାଣ ଶାହାରୁଖଙ୍କ ଫିଲ୍ମ ‘ଫ୍ୟାନ’ରେ ଦେଖିବାକୁ…

ଏଣିକି ‘ଆପ’ ଜରିଆରେ ଖୋଜିପାରିବେ ଆପଣଙ୍କର ହଜିଯାଇଥିବା କୌଣସି ବି ଜିନିଷ ! ଜାଣନ୍ତୁ ପୂରା ପ୍ରକ୍ରିୟା

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏହି ସେବାଟି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବିଧେୟ ଅଟେ । ସୂଚନା ମୁତାବକ, ବିମାନଯାତ୍ରୀମାନେ ବିମାନ ବନ୍ଦରରେ ହଜାଇଥିବା ସାମଗ୍ରୀ ସଂପର୍କରେ ମୋବାଇଲ ଫୋନରେ ଟ୍ରାକ୍ କରିପାରିବେ। ଆଣ୍ଡ୍ରଏଡ୍ ଫୋନରେ ଉମଙ୍ଗ୍ ଆପରେ ଯାତ୍ରୀମାନେ ଏହି…

କେନ୍ଦ୍ରାପଡା ଜେଲରୁ କଏଦୀ ଚମ୍ପଟ୍ ! ରାତିରେ ଜେଲ୍ ପାଚେରୀ ଡେଇଁ ଫେରାର ହେଲା ହତ୍ୟା ଅପରାଧୀ

କନକ ବ୍ୟୁରୋ: ଜେଲ୍ ପାଚେରୀ ଡେଇଁ କଏଦୀ ଫେରାର । କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରୁ ପାଚେରୀ ଡେଇଁ ଜଣେ କଏଦୀ ଫେରାର ହୋଇଯାଇଛି । ରାତିରେ ଏ ସମ୍ପର୍କରେ ଜଣାପଡିବା ପରେ ଚୌଦ୍ୱାର ଜେଲ୍ ସୁପରିନ୍ଟେଣ୍ଡେଂଟ୍ ଓ କେନ୍ଦ୍ରାପଡା ଏସପି ଉପକାରାଗାରରେ ପହଂଚି ତଦନ୍ତ କରିଛନ୍ତି । ଏହା ସହ ଆଜି…