Daily Archives

March 17, 2018

ଭାଇ ପାଲଟିଲା ରାକ୍ଷସ ! ୧୦ ଲକ୍ଷ ଟଙ୍କା ପାଇଁ ସାନ ଭାଇକୁ ଅପହରଣ ପରେ ମାରିଦେଲା ବଡଭାଇ

କନକ ବ୍ୟୁରୋ : ଟଙ୍କା ପାଇଁ ରକ୍ତର ସମ୍ପର୍କକୁ ଭୁଲିଗଲା ଭାଇ । ଅପହରଣ ପରେ ୮ ବର୍ଷର ଭାଇକୁ ତଂଟି ଚିପି ହତ୍ୟା କଲା ଭାଇ । ୨୪ ଘଂଟା ଭିତରେ ଢେଙ୍କାନାଳ ପରଜଂଗ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ମୋବାଇଲ୍ ଟ୍ରାକିଂ କରି ପୋଲିସ, ଅଭିଯୁକ୍ତ ଭାଇକୁ ଗିରଫ କରିଛି । ଚାରିଆଡେ କାନ୍ଦ…

ବିଜୁବାବୁଙ୍କୁ ଇସ୍ପାତ ପୁରୁଷ କହିଲେ ରାଷ୍ଟ୍ରପତି! ଆନନ୍ଦ ଭବନ ସଂଗ୍ରହାଳୟ ଉଦଘାଟନ ଅବସରରେ ପ୍ରବାଦପୁରୁଷଙ୍କୁ…

କନକ ବ୍ୟୁରୋ: ପ୍ରଥମ ଓଡିଶା ଗସ୍ତରେ ଆସି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ବିଜୁ ବାବୁ କେବଳ ଇସ୍ପାତ ମନ୍ତ୍ରୀ ନଥିଲେ, ସେଥିଲେ ଇସ୍ପାତ ପୁରୁଷ । ଏଥିସହ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ହାଇକମାଣ୍ଡ କ୍ଷୁବ୍ଧ, ଦଳ ଛାଡିବେ କି ନେତା ! ୨୦୧୯ ପୂର୍ବରୁ କଂଗ୍ରେସର ୯ ବିଧାୟକଙ୍କୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ ବାଦ୍ ପଡିବା ପରେ କଂଗ୍ରେସର ୯ ବିଧାୟକଙ୍କ ଉପରେ ଏବେ ନଜର । କଣ କରିବେ ବିଧାୟକ? କ’ଣ ହେବ ଆଭିମୁଖ୍ୟ? ବିଧାୟକ ନେବେ କି କିଛି ଚରମ ନିଷ୍ପତି? ପିସିସି ମୁଖିଆଙ୍କୁ ଖୋଲାଖୋଲି ବିରୋଧ କରିଆସୁଥିବା ଏହି ବିଧାୟକ ମାନେ ହାଇକମାଣ୍ଡଙ୍କ ନିଷ୍ପତିକୁ…

ବିଜୁଙ୍କ ୫୬ ଇଞ୍ଚର ଛାତି ! ଆନନ୍ଦ ଭବନ ସଂଗ୍ରହାଳୟରେ ଥିବା ପୋଷାକ ମାପରୁ ମିଳିଲା ତଥ୍ୟ, ଓଡ଼ିଆ ମାଟିର ବୀର…

କନକ ବ୍ୟୁରୋ : ୫୬ ଇଞ୍ଚର ଛାତି । ମୋଦିଙ୍କ ୫୬ ଇଞ୍ଚ ଛାତି ନେଇ ସବୁବେଳେ ଚର୍ଚ୍ଚା ଚାଲିଥିବା ବେଳେ ଆନନ୍ଦ ଭବନ ସଂଗ୍ରହାଳୟ ଉଦଘାଟନ ପରେ ଏପରି ଚଉଡ଼ା ଛାତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି । ବୀର ଓଡିଆ ପୁଅ ବିଜୁଙ୍କ ୫୬ ଇଞ୍ଚର ଛାତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଭିନ୍ନ…

ସିଗାରେଟ ଜାଲରେ ନାବାଳକ ! ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଦିନକୁ ୬ ଲକ୍ଷ ନାବାଳକ ଟାଣୁଛନ୍ତି ସିଗାରେଟ

ଭାରତରେ ତମ୍ବାକୁ ଉତ୍ପାଦ ଉପରେ କଡା ନିୟମ ଲାଗୁ କରାଯାଇଛି । ଏପରିକି ସର୍ବସାଧାରଣରେ ତମ୍ବାକୁ ସେବନ କଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏସବୁ ନିୟମ ସିଗାରେଟ ପିଉଥିବା ଲୋକଙ୍କ ଉପରେ ଟିକିଏ ବି ପ୍ରଭାବ ପକାଉନାହିଁ । ସବୁଠାରୁ ଉଦବେଗଜନକ କଥା ହେଉଛି, ତମ୍ବାକୁ ସେବନ…

ଜେଲରେ ଅସୁସ୍ଥ ହୋଇଗଲେ ଲାଲୁ ! ଚିକିତ୍ସା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଣାଗଲା ହସ୍ପିଟାଲ

ବିହାର ରାଷ୍ଟ୍ରୀୟ ଦଳ(ଆରଜେଡି) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜେଲରୁ ଡାକ୍ତରଖାନା ଅଣାଯାଇଛି । ଚିିକିତ୍ସା ପାଇଁ ତାଙ୍କୁ ରିମସ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କର ଅନେକ ଚେକଅପ ହୋଇପାରେ ବୋଲି…