Daily Archives

March 14, 2018

ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଜାରି ! ସଚିବାଳୟରେ ବୈଠକରୁ ବାହାରିପାରିଲାନି ନିଷ୍କର୍ସ,ମନ୍ତ୍ରୀ କହିଲେ, ସିଟି ବସ ଚଳାଚଳ…

କନକ ବ୍ୟୁରୋ: ରାଜ୍ୟରେ ବସ ଧର୍ମଘଟ ଟାଳିବାକୁ ଘରୋଇ ବସ ମାଲିକ ସଂଘ-ରାଜ୍ୟ ସରକାରଙ୍କ ମଧ୍ୟରେ ବସିଥିବା ବୈଠକରୁ କିଛି ନିଷ୍କର୍ସ ବାହାରିପାରିନି । ଧର୍ମଘଟ ଚାଲୁ ରଖିବାକୁ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ବିଭିନ୍ନ ଦାବି ନେଇ ସରକାରଙ୍କ ପାଖରେ ଅବଗତ କଲୁ । ସିଟି ବସ ଚଳାଚଳ ବନ୍ଦ…

ବିରୋଧୀ ଦଳ ନେତାଙ୍କ ଘରେ ଅଦିନିଆ ବିଧାୟକ ଦଳ ବୈଠକ ! ଚିରଂଜୀବୀ କହିଲେ, ଆସନ୍ତା ୧୬ରେ ଏଆଇସିସି ବୈଠକ ପାଇଁ ଦିଲ୍ଲୀ…

କନକ ବ୍ୟୁରୋ: ବିରୋଧୀ ଦଳ ନେତାଙ୍କ ଘରେ ବସିଥିବା ବିଧାୟକ ଦଳ ବୈଠକ ଶେଷ ହୋଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବସିଥିବା ବୈଠକରେ କଂଗ୍ରେସର ସମସ୍ତ ବିଧାୟକ ସାମିଲ ହୋଇଥିବା ବେଳେ ୪ ଜଣ ବିଧାୟକ ଅନୁପସ୍ଥିତ ଥିଲେ । ନବ ଦାସ,କୃଷ୍ଣ ଶଗରିଆ,କୈଳାଶ କୁଳେସିକା, କେ ସୂର୍ଯ୍ୟନାରାୟଣ…

ସରିଗଲା ଭୋଜି, ଠକିଦେଲା ବର ! ରାଉରକେଲାରେ ବାହାଘରରେ ହାଇଭୋଲଟେଜ ଡ୍ରାମା

କନକ ବ୍ୟୁରୋ : ଷ୍ଟିଲସିଟିରେ ଆଉ ଏକ ବାହାଘର ଡ୍ରାମା । ଦୁଇଟି ଝିଅଙ୍କୁ ବାହାହୋଇ ମଦ୍ୟପ ବର ଜେଲ ଯିବା ଓ ସ୍ୱାମୀ ବନାରସରେ ଥିବା ବେଳେ ସ୍ତ୍ରୀ ଆଉ ଜଣଙ୍କୁ ବାହା ହୋଇଯିବାର ଚର୍ଚ୍ଚା ନଥମୁଣୁ ରାଉରକେଲାରେ ଆଉ ଏକ ହାଇଭୋଲଟେଜ ବାହାଘରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । । ଏଥର କିନ୍ତୁ ବେଦୀ…

୪୦୦୦ କୋଟିର ମାଲିକ ରାଜ୍ୟସଭା ପ୍ରାର୍ଥୀ : ଜାଣନ୍ତୁ ସବୁଠାରୁ ଧନଶାଳୀ ପ୍ରାର୍ଥୀଙ୍କ ବାବଦରେ

ବିହାର ଜାହାନାବାଦର ଡା. ମହେନ୍ଦ୍ର ପ୍ରସାଦ ସପ୍ତମ ଥର ପାଇଁ ରାଜ୍ୟସଭାରେ ନିଜ ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି । ତାଙ୍କର ଶପଥ ପତ୍ର ଅନୁସାରେ ସେ ବର୍ତ୍ତମାନର ସବୁଠୁ ଧନୀ ରାଜ୍ୟସଭା ପ୍ରାର୍ଥୀ ରୁପେ ସାମନାକୁ ଆସିଛନ୍ତି । କିଙ୍ଗ ମହେନ୍ଦ୍ର ନାମରେ ପରିଚିତ ଡା. ମହେନ୍ଦ୍ର ପ୍ରସାଦ…

ଭାରତୀୟ ରେଳବାଇର ମହିଳାଙ୍କୁ ଉପହାର : ସମସ୍ତ ଏକ୍ସପ୍ରେସ ଟ୍ରେନରେ ମହିଳାଙ୍କୁ ମିିଳିବ ଏହି ସ୍ୱତନ୍ତ୍ର ସୁବିଧା ।

ଭାରତୀୟ ରେଳବାଇ ଲଗାତାର ପ୍ଲାଟଫର୍ମର ଆଧୁନିକୀକରଣ କରିବା ସହ ଜନସାଧାରଣଙ୍କ ପାଇଁ ଟ୍ରେନରେ ଯାତ୍ରା କରିବା ସୁବିଧାଜନକ କରୁଛି । ଏହି ଦିଗରେ ଭାରତୀୟ ରେଳ ବିଭାଗ ମହିଳାମାନଙ୍କ ପାଇଁ ଖାସ ଉପହାର ନେଇ ଆସିଛିି । ଏସି,ଏକ୍ସପ୍ରେସ ଓ ମେଲ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ସିଟ ହାସଲ…

ଦୋହଲିଗଲା ବିଜେପି ଗଡ ! ଯୋଗୀଙ୍କୁ ଲାଗିଲା ବଡ ଝଟକା, ଉପନିର୍ବାଚନରେ ଉଭୟ ଆସନରେ ବିଜେପି ପଛୁଆ

ଉତ୍ତରପ୍ରଦେଶ ଓ ବିହାର ଉପନିର୍ବାଚନର ଫଳାଫଳ ଉପରେ ପୂରା ଦେଶର ନଜର ରହିଛି । ମୋଟ ୩ଟି ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କୁ ଲାଗିଛି ଜବରଦସ୍ତ…