Daily Archives

March 12, 2018

ସାରଙ୍କ ଦାବି ମାନିଲେ ସରକାର ! ୭ଟି ଦାବିରୁ ୪ଟି ଦାବି ଉପରେ ସରକାରଙ୍କ ମୋହର, ଶିକ୍ଷା ସହାୟକ ନୁହେଁ ଏଣକି ‘ଶିକ୍ଷକ’

କନକ ବ୍ୟୁରୋ : ସାରଙ୍କ ୪ଟି ଦାବି ମାନିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘର ସଭାପତି ମଳୟ ଜେନା । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଶିକ୍ଷା ସହାୟକ ମାନଙ୍କ ଦରମାର ୪୦ ପ୍ରତିଶତ ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି । ବାକି ୬୦ ପ୍ରତିଶତ କେନ୍ଦ୍ର ସରକାର…

ଗୋଟିଏ କାନ୍ଥତଳେ ଏକାଠି ରହିବେ ବାହୁବଳୀ ଓ କଟ୍ଟପା ! ମ୍ୟାଡାମ ତୁଷାଦରେ ବାହୁବଳୀଙ୍କ ପରେ ଏଣ୍ଟ୍ରି ମାରିବେ କଟ୍ଟପା

ଗୋଟିଏ କାନ୍ଥତଳେ ରହିବେ ବାହୁବଳୀ ଓ କଟ୍ଟପା । ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଅନ୍ୟତମ ଲୋକପ୍ରିୟ ଚରିତ୍ର କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ । ଚଳଚ୍ଚିତ୍ରରେ ଏହି ଚରିତ୍ରରେ ବରିଷ୍ଠ ଅଭିନେତା ସତ୍ୟାରାଜ ଅଭିନୟ କରିଥିଲେ । ପୂର୍ବରୁ…

କଂଗ୍ରେସରେ ବଢୁଛି କନ୍ଦଳ ! ସଂଧ୍ୟା ମହାପାତ୍ରଙ୍କ ବୟାନକୁ ନେଇ ସନ୍ଦେହ, ପ୍ରସାଦ ବିରୋଧୀ କହିଲେ, ଏଆଇସିସିରୁ…

କନକ ବ୍ୟୁରୋ : ସନ୍ଧ୍ୟାଙ୍କ ବୟାନକୁ ନେଇ ସନ୍ଦେହ । ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ମହାପାତ୍ର, ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପରେ ଦେଇଥିବା ବିବୃତିକୁ ଗ୍ରହଣ କରିପାରୁନାହାନ୍ତି କଂଗ୍ରେସ ନେତା । ୨୦୧୯ ପର୍ଯ୍ୟନ୍ତ ପ୍ରସାଦ ସଭାପତି ରହିବେ ଓ ଏ ନେଇ ଏଆଇସିସିରୁ…

ରାଜରାସ୍ତାରେ ଅନ୍ନଦାତା, ସରକାରଙ୍କୁ ଚାଷୀ ମାଗିଲେ ହକ୍ ! ପ୍ରାଇସ୍, ପ୍ରେଷ୍ଟିଜ୍ , ପେନସନ୍ ଦାବିରେ ଓଡିଶାରେ ଆଜିଠୁ…

କନକ ବ୍ୟୁରୋ : କୃଷକ ବନାମ ସରକାର । ଓଡିଶା ଓ ମହାରାଷ୍ଟ୍ରରେ ଏବେ ଏଭଳି ପରିସ୍ଥିତି । ରାଜରାସ୍ତାରେ ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି ଚାଷୀ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ରାଜଧାନୀ ଭୁବନେଶ୍ୱରରେ…

ରାଜ୍ୟ ରାଜନୀତି ଇତିହାସରେ ପ୍ରଥମ ! ଉପନିର୍ବାଚନରେ ବିଜୟ ପରେ ଧନ୍ୟବାଦ ଜଣାଇବାକୁ ବିଜେପୁରରେ ପହଞ୍ଚିଲେ…

କନକ ବ୍ୟୁରୋ : ରାଜ୍ୟ ରାଜନୀତି ଇତିହାସରେ ପ୍ରଥମ । ବିଜେପୁର ବିଜୟ ପରେ ଧନ୍ୟବାଦ ଜଣାଇବାକୁ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଜୁହାର ବିଜେପୁର’ କହି ଶୁଭେଚ୍ଛା ଜଣାଇଲେ ନବୀନ । ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଥିବାରୁ କୃତଜ୍ଞତା ଜଣାଇଲେ । ନିର୍ବାଚନ…