Daily Archives

March 11, 2018

ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ……ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ହେଲେ ବା ଆଲର୍ଜି ହେଲେ ସାଧାରଣତଃ ଛିଙ୍କ ହୋଇଥାଏ । ଯଦି ଆପଣ ବି ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ ଏଥିରୁ ରକ୍ଷା ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି । ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି ।…

ଭୁଲରେ ବି ଭୁଲନ୍ତୁନି ସକାଳ ଜଳଖିଆ : ହୋଇପାରେ ଏହି ସମସ୍ୟା

ବର୍ତ୍ତମାନର ଜଞ୍ଜାଳପୂର୍ଣ୍ଣ ଜୀବନରେ ଅନେକ ଲୋକ ସକାଳର ଜଳଖିଆ ଖାଇବାକୁ ଭୁଲି ଯାଉଥିବା ବେଳେ ଆଉ କିଛି ବିନା କାରଣରେ ବି ଏହି ଭୁଲ କରିଥାନ୍ତି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଯେଉଁ ଗମ୍ଭୀର ରୋଗ ପ୍ରକଟ କରିବ ସେ ବିଷୟରେ ସେମାନେ ଅଜ୍ଞ ଥାଆନ୍ତି । ବିଶ୍ୱର ସମସ୍ତ ପୋଷଣ ବିଶେଷଜ୍ଞଙ୍କ…

ମହାରାଷ୍ଟ୍ରରେ କୃଷକଙ୍କ ଗର୍ଜନ : ପ୍ରାୟ ୩୦ ହଜାର ଚାଷୀଙ୍କ ୧୮୦ କିଲୋମିଟର ମାର୍ଚ୍ଚ

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ଚାଷୀମାରଣ ନୀତି ଆପଣେଇଥିବା ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ପ୍ରାୟ ୩୦ ହଜାରରୁ ଅଧିକ ଚାଷୀ ଏକାଠି ହୋଇ ବିଧାନସଭା ଆଡକୁ ଅଗ୍ରସର ହୋଇଛନ୍ତି । ଆସନ୍ତାକାଲି ସେମାନେ ବିଧାନସଭା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି । ଚାଷୀମାନେ ଅଭିଯୋଗ…

ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । କେନ୍ଦ୍ରାପଡାରେ କଲେଜ ଛାତ୍ରଛାତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଭାଇରାଲ

କନକ ବ୍ୟୁରୋ : ପୁଣି ଅଶ୍ଳୀଳ ଭିଡିଓ ଭାଇରାଲ । କେନ୍ଦ୍ରାପଡା ଜିଲ୍ଲାରେ ଏମିତି ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଜଣେ କଲେଜ୍ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଜଣେ ଯୁବକଙ୍କ ସହ ଛାତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଡେରାବିଶ ଥାନା ପୋଲିସ…

କଟକ ସୁଦସାଇଲୋରୁ ନିଖୋଜ ଥିବା ନାବାଳିକାଙ୍କ ମିଳିଲା ସୁରାକ୍ : ବଳାତ୍କାର ପରେ ହତ୍ୟା କରି ମୃତଦେହକୁ ପୋତିଥିବା ସୂଚନା

କନକ ବ୍ୟୁରୋ : କଟକ ସୁଦସାଇଲୋରୁ ନିଖୋଜ ଥିବା ନାବାଳିକାଙ୍କ ମିଳିଲା ସୁରାକ୍ । ନାବାଳିକାକୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ୩ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ପୋଲିସ ହାତରେ ଏହି ସୁରାକ୍ ଲାଗିଛି । କୁଣ୍ଡାଗାଁରେ ନାବାଳିକାକୁ ପୋତି…

ପାଣି ପାଇଁ ଜୟପୁରର ଡୋଳିଆମ୍ବ ଗାଁରେ ଦୁଇ ସାହିରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୧୪ ଆହତ ଓ ୪ ଜଣଙ୍କ ଅବସ୍ଥା…

କନକ ବ୍ୟୁରୋ : ପାଣିକୁ ନେଇ ଦୁଇ ସାହିରେ ଗୋଷ୍ଠୀ କନ୍ଦଳ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ଡ଼ୋଳିଆମ୍ବ ଗାଁରେ । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୧୪ଜଣ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ମଧ୍ୟରୁ ଦୁଇଜଣଙ୍କୁ ସୁନାବେଡା଼ ଏବଂ ଅନ୍ୟଦୁଇ…