Daily Archives

March 10, 2018

ବଦଳିବେନାହିଁ ରାଜ୍ୟ କଂଗ୍ରେସ ମୁଖିଆ ! ପ୍ରସାଦଙ୍କ ହାତରେ ୨୦୧୯ ଦାୟିତ୍ୱ

କନକ ବ୍ୟୁରୋ : ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାକୁ ଗ୍ରହଣ କଲାନାହିଁ ଏଆଇସିସି । ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜାତୀୟ କଂଗ୍ରେସକୁ ଇସ୍ତଫା ପତ୍ର ପଠାଇଥିଲେ ଓଡିଶା କଂଗ୍ରେସ ମୁଖିଆ ପ୍ରସାଦ ହରିଚନ୍ଦନ । ହେଲେ ଏଆଇସିସି ପ୍ରସାଦଙ୍କ ଇସ୍ତଫାକୁ…

ପାସପୋର୍ଟ ତଥ୍ୟ ଦିଅ, ଋଣ ନିଅ । ଆର୍ଥିକ ଠକେଇକୁ ରୋକିବାକୁ କେନ୍ଦ୍ରର ନୂଆ ଫର୍ମୁଲା ।

ଏଣିକି ଋଣ ନେବାକୁ ହେଲେ ଦେବାକୁ ପଡିବ ପାସପୋର୍ଟ ତଥ୍ୟ । ଦେଶରେ ଗୋଟିଏ ପରେ ଗୋଟିଏ ଘୋଟାଲା ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି କଡା ନିଷ୍ପତ୍ତି ନେଇଛନ୍ତି । ୫୦ କୋଟିରୁ ଉଦ୍ଧ୍ୱର୍ ଋଣ ନେଉଥିବା ବ୍ୟକ୍ତିଙ୍କୁ ଏଣିକି ନିଜ ପାସପୋର୍ଟର ବିଶଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ…

ଜଗା ବଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାର ଲୋକ ! ଅଧିକ ୨ମାସ ଏମ୍ସରେ ରଖିବାକୁ ଚାହୁଁଥିବା କହିଲେ…

କନକ ବ୍ୟୁରୋ : ଜଗା ବଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାରଲୋକ । ଏମ୍ସରେ ଚିକତ୍ସିତ ଜଗା ବଳିଆଙ୍କ ମଧ୍ୟରୁ ବଳିଆ ଏବେ ବି ପାଇପ ଯୋଗେ ଖାଦ୍ୟ ଗ୍ରହଣ କରୁଥିବାରୁ ସେ ଆଉ କିଛି ଦିନ ଏମ୍ସରେ ରହୁ ବୋଲି ତାଙ୍କ ବାପା କହିଛନ୍ତି । ବଳିଆ ଅପେକ୍ଷା ଜଗା ଅଧିକ ସୁସ୍ଥ ଅଛି । ଜଗା…

କୁନି କୁନି ପିଲାଙ୍କ ଅସୁରକ୍ଷିତ ଯାତ୍ରା ! ଗୋଟିଏ ଗାଡିରେ ଲଦାଲଦି ହୋଇ ସ୍କୁଲକୁ ଯା’ଆସ କରୁଛନ୍ତି ବାଲେଶ୍ୱର…

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ଦୁର୍ଘଟଣା । ସବୁଦିନ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ହଜାର ହଜାର ଲୋକେ । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉନି । ଆମ ରାଜ୍ୟର ରାସ୍ତାର ଅବସ୍ଥା ବିଷୟରେ ସମସ୍ତେ ଅବଗତ । ଏପରିସ୍ଥଳେ କୁନି କୁନି ପିଲାଙ୍କ ଅସୁରକ୍ଷିତ ଯାତ୍ରା । ଗୋଟିଏ…

କ୍ୟାନସର କବଳରେ ଓଡିଶା ! ରାଜ୍ୟରେ ଦୈନିକ ୬୯ କର୍କଟ ରୋଗୀଙ୍କ ମୃତ୍ୟୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ

କନକ ବ୍ୟୁରୋ : ଓଡିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ । ଦୈନିକ କ୍ୟାନସର ରୋଗରେ ହେଉଛି ୬୯ ଜଣଙ୍କ ମୃତ୍ୟୁ । ଏମିତି ଏକ ଚାଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି । କ୍ୟାନସର ରୋଗରେ ମୃତ୍ୟୁ ସଂପର୍କିତ ଏକ ରିପୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଦାଖଲ ହେବା ପରେ ଏହା…

ରାୟଗଡାର କାଣିପାଇ ଗାଁରେ ଅଭାବନୀୟ ଘଟଣା ! ପ୍ରେମିକାଙ୍କୁ ଛୁରାମାଡ ପରେ ପ୍ରେମିକର ବିଷପାନ

କନକ ବ୍ୟୁରୋ : ପ୍ରେମିକାଙ୍କୁ ଛୁରା ମାଡ ପରେ ପ୍ରେମିକର ବିଷପାନ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କାଣିପାଇ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ପ୍ରେମ ନିବେଦନ ସହ ବିବାହ ପ୍ରସ୍ତାବକୁ ସ୍ୱୀକାର ନକରିବାରୁ ପ୍ରେମିକାକୁ ଛୁରା ମାରିବା ପରେ ନିଜେ ବିଷ ପିଇଦେଇଛି ଅଭିଯୁକ୍ତ…