Daily Archives

March 8, 2018

ପୁଣି ଚୀନ୍ ଦେଖାଇଲା ଭାଇ ପ୍ରୀତି ! କହିଲା ଭାରତ ଚାହିଁଲେ ହିମାଳୟ ମଧ୍ୟ ଅଟକାଇ ପାରବନି ବନ୍ଧୁତା

କନକ ବ୍ୟୁରୋ : ପୁଣି ଚୀନ ଦେଖାଇଛି ଭାରତ ପ୍ରୀତି । ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଚାହିଁଲେ ହିମାଳୟ ମଧ୍ୟ ଭାରତ ଓ ଚୀନର ବନ୍ଧୁତାକୁ ରୋକି ପାରିବ ନାହିଁ । ସେ କହିଛନ୍ତି ଭାରତ ଓ ଚୀନକୁ ନିଜ ମଧ୍ୟରେ ଥିବା ମତଭେଦକୁ ଭୁଲି ସମ୍ପର୍କକୁ ମଜଭୁତ୍ କରିବା ଆବଶ୍ୟକ । ଦୁଇ ଦେଶକୁ…

ମହିଳା ଦିବସରେ ମହିଳାଙ୍କ ପାଇଁ ପ୍ରେରଣା ! ଦେଶର ପ୍ରଥମ ମହିଳା କମ୍ବାଟ ଅଫିସର ହେଲେ ବିହାରର ପ୍ରକୃତି

କନକ ବ୍ୟୁରୋ : ବିହାର ସମସ୍ତିପୁର ଜିଲ୍ଲାର ୨୫ ବର୍ଷିୟ ପ୍ରକୃତି ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ (ଆଇଟିବିପି)ରେ ପ୍ରଥମ ମହିଳା କମ୍ବାଟ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ କେନ୍ଦ୍ରୀୟ ସୀମା ସୁରକ୍ଷା ବଳ(ସିଏପିଏଫ)ରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇଟିବିପିିରେ…

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି ।

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୩୨ ଜଣ ଆଇପିଏସ ଓ ୪ ଜଣ ଓପିଏସଙ୍କୁ ନୁଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପାଇବା ପରେ ବଦଳିଛନ୍ତି ଭୁବନେଶ୍ୱର ଡିସିପି । ଅନୁପ ସାହୁ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ପାଇଛନ୍ତି । ସତ୍ୟବ୍ରତ ଭୋଇଙ୍କ ସ୍ଥାନରେ ସେ ଏହି ଗୁରୁ…

ମହିଳା ଦିବସରେ ମହିଳାଙ୍କୁ ଉପହାର ଦେଲେ ସରକାର ! ଲଂଚ୍ କଲେ ସୁବିଧା ପ୍ୟାଡ଼, ଗୋଟିକର ମୂଲ୍ୟ ମାତ୍ର ୨.୫୦ ଟଙ୍କା

ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସକୁ ଭାରତୀୟ ସରକାର ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ମହିଳା ଦିବସ ଅବସରେ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ପରିବେଶ ଅନୁକୂଳ ସାନିଟାରି ପ୍ୟାଡ୍‌ ବଜାରକୁ ଛାଡ଼ିଛନ୍ତି । ଏହି ପ୍ୟାଡ୍‌ ଖଣ୍ଡକର ଦର ରହିଛି ଅଢ଼େଇ ଟଙ୍କା…

ସଚିବାଳୟରେ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ! କେରି ପିଛା ମୂଲ୍ୟ ବୃଦ୍ଧି ନେଇ ହେଲା ନିଷ୍ପତ୍ତି,…

କନକ ବ୍ୟୁରୋ : ସଚିବାଳୟ ପରିସରରେ ଅନୁଷ୍ଠିତ ହେଲା କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଏହି ବୈଠକ । କେନ୍ଦୁପତ୍ର ତୋଳାଳିଙ୍କ ହିତକୁ ଦୃଷ୍ଟିରେ ରଖି ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ…