Daily Archives

March 7, 2018

ଜିଓ ଲଂଚ କଲା ପୁଣି ଏକ ବଡ ଅଫର ! ମାର୍ଚ୍ଚ ୬ରୁ ୧୮ ଯାଏଁ ୟୁଜର୍ସଙ୍କୁ ମିଳିବ ଏକ ବିଶେଷ ସୁବିଧା

ଯଦି ଆପଣ ମଧ୍ୟ ରିଲାଏନ୍ସ ଜିଓର ଜଣେ ଗ୍ରାହକ ଅଟନ୍ତି । ଏଥିସହିତ କ୍ରିକେଟ୍ ଖେଳ ପ୍ରତି ଦୁର୍ବଳତା ରହିଛି ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ ଖବର ଆସିଛି । ସୂଚନା ମୁତାବକ, ରିଲାଏନ୍ସ ଜିଓକୁ ନିଜର ଜିଓ ଟିଭି ଆପରେ ‘ନିଦାହାସ ଟ୍ରଫି ଟି-୨୦ କ୍ରିକେଟ୍ ଶୃଙ୍ଖଳା’ର ଭାରତରେ ପ୍ରସାରିତ କରିବାର…

ଖଣିମାଲିକଙ୍କଠାରୁ ଜରିମାନା ଅର୍ଥ ଆଦାୟ ପାଇଁ ଅଣ୍ଟାଭିଡ଼ିଲା ଖଣିବିଭାଗ । ଖୁବଶୀଘ୍ର ୫୬ ଖଣିମାଲିକଙ୍କୁ ହେବ ନୋଟିସ

କନକ ବ୍ୟୁରୋ : ଖୁବ ଶୀଘ୍ର ଖଣି ମାଲିକଙ୍କୁ ହେବ ନୋଟିସ । ୫୬ଟି ଖଣି ମାଲିକଙ୍କୁ ନୋଟିସ କରାଯିବା ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ୫୬ଟି ଖଣିରୁ ୭ ହଜାର ୬୮୯ କୋଟି ଟଙ୍କା ଆଦାୟ କରାଯିବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ ।…

ବିନା କୌଣସି ଡାଟା କିମ୍ବା ବ୍ୟାଙ୍କ କି ଏଟିଏମ ନଯାଇ ଘରେ ବସି ପାଆନ୍ତୁ ବ୍ୟାଙ୍କଜନତି ଟିକନିଖ୍ ଖବର ! ଜାଣନ୍ତୁ ପୂରା…

ପ୍ରାୟତଃ ସମସ୍ତଙ୍କର ବ୍ୟାଙ୍କରେ ଖାତା ନିଶ୍ଚୟ ରହିଥିବ । ସେଥିରେ ଟଙ୍କା ମଧ୍ୟ ଜମା କରୁଥିବେ । ହେଲେ ଆପଣ ଯଦି ଆପଣଙ୍କ ଖାତାରେ କେତେ ଟଙ୍କା ଜମା ରଖୁଛନ୍ତି କିମ୍ବା ଉଠାଇବା ପରେ ଆପଣଙ୍କ ଖାତାରେ କେତେ ଟଙ୍କା ରହିଛି ତାହା ଜାଣିବାକୁ ଚାହୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ନା ହିଁ କୌଣସି…

ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ । ଡି ଲିଙ୍କ ମାମଲାରେ ଗିରଫ କଲା କମିସନରେଟ ପୁଲିସ

କନକ ବ୍ୟୁରୋ : କଟକରେ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ ଗିରଫ ହୋଇଛନ୍ତି । ଧଳ ସାମନ୍ତ ବ୍ରଦର୍ସ ସହ ଯୋଗୀ ଭାବେ କାମ କରୁଥିଲେ ରଂଜିତା ବିଶ୍ୱାଳ । ରଂଜିତା କଟକ ମହାନଗର ନିଗମର ୭ ନମ୍ବର ୱାର୍ଡର କର୍ପୋରେଟର ଭାବେ କାମ କରୁଛନ୍ତି । ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ଜେରା…

ଆପଣ ଖାଉଥିବା ଗୁପଚୁପର ଅଛି ୧୦ ଟି ଭିନ୍ନ ଭିନ୍ନ ନାଁ ! ଆପଣ କେତୋଟି ଜାଣିଛନ୍ତି ?

କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ…

ଘରେ ତିଆରି କରନ୍ତୁ ହେୟାର ଓଏଲ୍ ! ବଦଖର୍ଚ୍ଚରୁ ମିଳିବ ମୁକ୍ତି

ସାଧାରଣତଃ, ବଜାରରେ ବିଭିନ୍ନ ପ୍ରକାରର ହେୟାର ଅଏଲ୍ ଉପଲବ୍ଧ ହୋଇଥାଏ । ମାତ୍ର ସେଥିମଧ୍ୟରୁ କେଉଁ ତେଲ ଆପଣଙ୍କ କେଶ ପାଇଁ ଉପଯୋଗୀ ଆଉ କେଉଁଟା ନୁହେଁ ତାହା ମଧ୍ୟ ଚୟନ କରିବା କୋଣସି କଠିନତାରୁ କମ୍ ନୁହେଁ । ବଡ କଥାହେଲା ବଜାରରେ ମିଳୁଥିବା ଭିନ୍ନ ଭିନ୍ନ କିସମର କେମିକାଲ ଓ କମ୍ବିନେସନର…