Daily Archives

March 7, 2018

ବିହାର ଛାଡି ମଧ୍ୟପ୍ରଦେଶରୁ ପୁଣି ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି କେନ୍ଦ୍ରୀୟ…

କନକ ବ୍ୟୁରୋ: ବିହାର ପରିବର୍ତ୍ତେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ନିଷ୍ପତି ହୋଇଛି । ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ…

ଆପଣଙ୍କ ସ୍ମାର୍ଟଫୋନରୁ ଗୁଗଲର ଏହି ୩ଟି ସେଟିଙ୍ଗ୍ ବନ୍ଦ କରନ୍ତୁ ! କାରଣ, ଏହା ଦ୍ୱାରା ଆପଣଙ୍କ ଉପରେ ରଖାଯାଉଛି ନଜର

ଆପଣ ଜାଣିଥିବେ ଯେ ଗୁଗଲ୍ ଆମର ସମସ୍ତ ଗତିବିଧିକୁ ସ୍ମାର୍ଟଫୋନ୍ ମାଧ୍ୟମରେ ଫଲୋ କରୁଛି । ଆମର ସମସ୍ତ ଡାଟା ଗୁଗଲ୍ ପାଖରେ ଷ୍ଟୋର୍ ହୋଇଥାଏ, ଯେଉଁ ଜରିଆରୁ ସେ ବ୍ୟବହାରକାରୀଙ୍କୁ ଅଧିକ ସେବା ଦେବାରେ ସାହାର୍ଯ୍ୟ କରେ । ଯଦି ଆପଣ ଗୁଗଲର ଭଏସ୍ ଆସିଷ୍ଟାଣ୍ଟ୍ ବ୍ୟବହାର କରୁଛନ୍ତି, ତା’ହେଲେ…

ଆଉ ଦୌଡିବାକୁ ପଡିବନି ଆରଟିଓ ଅଫିସ୍ । ଏଣିକି ଅତି ସହଜରେ ତିଆରି କରିପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା…

ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ କୌଣସି ଆରଟିଓ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । କାରଣ ସରକାରଙ୍କର ଏହି ନୂଆ ସୁବିଧା ଆସିବା ପରେ ପରେ ଏବେ ଡିଏଲ ବନାଇବା ଖୁବ୍ ସହଜ ହୋଇଯିବ । ମିଳିଥିବା ସୂଚନା ମୁତାବକ, ସରକାର ଏବେ ରାସନ ଦୋକାନରେ ଜନସୁବିଧା କେନ୍ଦ୍ର ଖୋଲିବାକୁ…

ମାତ୍ର ତିନୋଟି ଉପାୟରେ ମଶାକୁ କରନ୍ତୁ ଆଉଟ

ଗରମ ବଢିବା ସହିତ ମଶାମାନଙ୍କର ଦୌରାତ୍ମ୍ୟ ବଢିବାକୁ ଲାଗିଥାଏ । ଏଥିରୁ ବଂଚିବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ ଆମ ଉପରେ ଅଧିକ ପଡିଥାଏ । ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ । ତେବେ ଏସବୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ…

ଅଡୁଆରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ । ସାମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନା ଜାହାଁ

ଅଡୁଆରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମୀ । ସାମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନା ଜାହାଁ । ଜାହାଁ ଏନେଇ ଫେସବୁକରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ସାମୀଙ୍କ ହ୍ୱାଟସଅପ ଚାର୍ଟର ସ୍କ୍ରିନ ସଟକୁ ତାଙ୍କ ପତ୍ନୀ ପୋଷ୍ଟ କରିଛନ୍ତି । ଯେଉଁଥରେ ଅନ୍ୟ ଯୁବତୀଙ୍କ ସହ…

ସୁନ୍ଦରଗଡ ପୌରପାଳିକାର ଅଜବ ନୀତି । ଖୋଲା ଆକାଶ ତଳେ କଟୁଛି ଜୀବନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ…

କନକ ବ୍ୟୁରୋ: ସୁନ୍ଦରଗଡ ପୌରପାଳିକାର ଅଜବ ନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଲେ କିନ୍ତୁ ଭୁଲି ଗଲେ ଟଙ୍କା ଦେବାକୁ । ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇବା ପରେ ପୁରୁଣା ଘଣ ଭାଙ୍ଗି ନୂଆ ଘର ନିର୍ମାଣ କାମ ଆରମ୍ଭ କଲେ ହେଲେ ଟଙ୍କା ଅଭବାରୁ ତାହା…