Daily Archives

March 6, 2018

ଘରେ ବସି ରୋଜଗାର କରନ୍ତୁ ଲକ୍ଷେ ଟଙ୍କା । ଭାରତୀୟ ରେଳବାଇ ଆଣିଛି ସୁଯୋଗ । କେବଳ କରିବାକୁ ପଡିବ ଏତିକି କାମ. . .

ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ତେବେ ଆପଣ ଘରେ ବସି ହିଁ ଲକ୍ଷେ ଟଙ୍କା ରୋଜଗାର କରିପାପରିବେ । ହେଲେ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ । ତେବେ ଏଭଳି ସୁବର୍ଣ୍ଣ ସୁଯୋଗ ଦେଉଛି ଭାରତୀୟ ରେଳ ମନ୍ତ୍ରାଳୟ । ଭାରତୀୟ ରେଲ ମନ୍ତ୍ରାଳୟ ନିଜର ଲୋଗୋ ଏବଂ ପଂଚ ଲାଇନ…

ଜିଓ ବନାମ ଆଇଡିଆ ! ଐତିହାସିକ ଫୁଟବଲ ଅଫରକୁ ମାତ୍ ଦେବ ଆଇଡିଆର ମେଗା କ୍ୟାସବ୍ୟାକ୍ ଅଫର, ଜାଣନ୍ତୁ କଣ ମିଳିବ ଫାଇଦା

ଟେଲିକମ ଜଗତରେ ଜିଓର ଧମାକାଦାର ଏଂଟ୍ରି ପରେ ପରେ ବାକି କଂପାନୀମାନଙ୍କର ଚିନ୍ତା ଏକପ୍ରକାରେ ବଢିଯାଇଛି । ସେଥିପାଇଁ ତ ଅନ୍ୟ କଂପାନୀମାନେ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଠ କରିବା ପାଇଁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ଆକର୍ଷଣୀୟ ଅଫରମାନ ଭେଟି ଦେବାରେ ଲାଗିପଡିଛନ୍ତି । ହେଲେ ଜିଓ ମଧ୍ୟ…

ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲା । ଚନ୍ଦା କୋଚର ଓ ଶିଖା ବର୍ମାଙ୍କ ସମେତ ପିଏନବିକୁ ସମନ ଜାରି

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ନୂଆ କାର୍ଯ୍ୟାନୁଷ୍ଠାନ ନେଇଛି ତଦନ୍ତକାରୀ ସଂସ୍ଥା । ଆଇସିଆଇସି ବ୍ୟାଙ୍କ ସିଇଓ ଚନ୍ଦା କୋଚର ଓ ଆକ୍ସିସ ବ୍ୟାଙ୍କ ସିଇଓ ଶିଖା ବର୍ମାଙ୍କୁ ସମନ ଜାରି କରାଯାଇଛି । ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଅଫିସ ବା ଏସଏଫଆଇଓ ତରଫରୁ ଏହି ସମନ…

ସିମ୍ କହିବ ଆପଣଙ୍କର କେଉଁ କେଉଁ ନମ୍ବର ହୋଇଛି ଆଧାର ସହ ଲିଙ୍କ ! ଜାଣନ୍ତୁ କିପରି

ସମସ୍ତ ସରକାରୀ ଏବଂ ବେସରକାରୀ ସେବାର ଲାଭ ଉଠାଇବାକୁ ହେଲେ ଆଧାର କାର୍ଡ ରହିବା ନିହାତି ଜରୁରୀ ହୋଇପଡିଛି । କେନ୍ଦ୍ର ସରକାରଙ୍କର ଏଭଳି ଘୋଷଣା ପରେ ପରେ ଏବେ ଆଧାର ବିନା ସବୁ ଅଚଳ ହୋଇପଡିଛି । ବ୍ୟାଙ୍କରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ମୋବାଇଲ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ ସେବା…

ଦିଲ୍ଲୀରେ ଓଡିଶା କଂଗ୍ରେସ ନେତାଙ୍କ ଧାରଣା । କୁନ୍ଦୁଲି ପୀଡିତାଙ୍କ ପରିବାର ସହ ଅନଶନରେ ବସିଲେ ପ୍ରଦୀପ ମାଝୀ ଓ କୃଷ୍ଣ…

କନକ ବ୍ୟୁରୋ : ନୂଆ ଦିଲ୍ଲୀର ପାର୍ଲ୍ୟାମେଂଟ ଷ୍ଟ୍ରିଟରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଅନଶନ । କୁନ୍ଦୁଲି ଗଣଦୁଷ୍କର୍ମ ଓ ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁ ପ୍ରସଙ୍ଗରେ ଆମରଣ ଅନଶନ ଦେଇଛନ୍ତି । ପ୍ରଦୀପ ମାଝୀ, କୃଷ୍ଣ ସାଗରିଆଙ୍କ ସମେତ କୁନ୍ଦୁଲି ପୀଡିତାଙ୍କ ପରିବାର ଲୋକ ମଧ୍ୟ…

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ କ୍ରାଇମବ୍ରାଂଚର ଚିନ୍ତା । ଖୁବଶୀଘ୍ର କୋରିୟର ସଂସ୍ଥା ପାଇଁ ଜାରି ହେବ ଆଡଭାଇଜରି

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ କ୍ରାଇମବ୍ରାଂଚର ଚିନ୍ତା । ଖୁବଶୀଘ୍ର କୋରିୟର ସଂସ୍ଥା ପାଇଁ ଆଡଭାଇଜରି ଜାରି କରାଯିବ ବୋଲି ପୁଲିସ କହିଛି । କୋରିୟର ସଂସ୍ଥା ଗୁଡିକ ସିକୁରିଟି ରଖିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୁଲିସ କହିଛି । ଏହାସହ ଯେଉଁମାନେ ଆସୁଛନ୍ତି…