Daily Archives

March 5, 2018

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ଯାତ୍ରା ସମୟରେ ଲୋକଙ୍କର ସମସ୍ତ ଦୁଃଖ ଦୂର କରିବ ସର୍ଭିସ କ୍ୟାପଟେନ୍

ଭାରତୀୟ ରେଳବାଇରେ ଯାତ୍ରା କରିବା ସମୟରେ ଏବେ ଆପଣଙ୍କୁ ଅଧିକ ସୁବିଧା ମିଳିପାରେ । ଯଦି ଟ୍ରେନରେ ଯାତ୍ରା କରୁଥିଲା ସମୟରେ, ଆପଣଙ୍କ କୌଣସି ପ୍ରକାର ଅଭିଯୋଗ ରହିଛି, ତେବେ ଏହି ସମସ୍ୟାର ସମାଧାନ ମିନିଟରେ ହୋଇପାରେ । ଖବର ଅନୁସାରେ, ରେଳବାଇର ଏକ ବରିଷ୍ଠ ଅଧିକାରୀଙ୍କ ସମିତିରେ ଏକ…

ବାରମ୍ବାର ବ୍ୟାଙ୍କ ଖାତାରୁ ଟଙ୍କା କଟୁଥିବା ନେଇ ଚିନ୍ତିତ କି ? ତେବେ ଆଦୈା ବ୍ୟସ୍ତ ହୁଅନ୍ତୁନି ଆପଣାନ୍ତୁ ଏହି ସରଳ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ସଂଚୟ ଖାତାରେ ନ୍ୟୁନତମ ଅର୍ଥ ରାଶି ନରଖିଲେ ଆପଣଙ୍କ ପଇସା କଟୁଛି କି ? ଏହା ଏକ ସମସ୍ୟା ପାଲଟି ଯାଇଛି । ସେଥିପାଇଁ ଏହା ଉପରେ ଆଲୋଚନା କରାଯାଉଛି । ଉଦାହରଣ ସ୍ୱରୂପ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରତି ମାସ ୨୦୦୦ ଟଙ୍କା ପେନସନ ମିଳେ , ତେବେ ସେ କେମିତି…

ପୁଣି ସାମ୍ନାକୁ ଆସିଲା ଆଉ ଏକ ଘୋଟାଲା ! ମୁମ୍ବାଇରେ ୩ହଜାର ୨୦୦ କୋଟିର ଟିଡିଏସ ଦୁର୍ନିତୀ

କନକ ବ୍ୟୁରୋ: ସାମ୍ନାକୁ ଆସିଲା ୩ହଜାର ୨ଶହ କୋଟି ଟଙ୍କାର ଠକେଇ । ମୁମ୍ବାଇର ୪୪୭ଟି କମ୍ପାନୀ ଟିକସ ବାବଦରେ ନିଜ କର୍ମଚାରୀଙ୍କ ଦରମାରୁ ଟଙ୍କା ଆଦାୟ କରିବା ପରେ ଏହାକୁ ଆୟକର ବିଭାଗରେ ଜମା କରିବା ପରିବର୍ତେ ନିଜ ବ୍ୟବସାୟୀରେ ହିଁ ବିନିଯୋଗ କରିଛନ୍ତି । ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ…

ପୁପୁ ପମପମଙ୍କୁ ଧମକ ! ଜୋର ଜବରଦସ୍ତ ଜମି କବଜା ପାଇଁ ଧମକ ଅଭିଯୋଗ

କନକ ବ୍ୟୁରୋ: ଅଭିନେତା ପପୁ ପମପମଙ୍କୁ ଧମକ । ପପୁ ପମପମଙ୍କ ଜମିକୁ ଜଣେ ବ୍ୟକ୍ତି ହଡପ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆଇଗଣିଆ ପାଖରେ ଥିବା ଏକ ଜମିକୁ ଜୋର ଜବରଦସ୍ତ କବଜା ପାଇଁ ପପୁଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାରେ…

ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ! ଓଡ଼ିଶାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରିଟର୍ଣ୍ଣିଂ ଅଫିସର

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ । ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ । ମାର୍ଚ୍ଚ ୧୨ ନାମାଙ୍କନ ଦାଖଲର ଶେଷ ଦିନ । ୧୩ରେ ପ୍ରାର୍ଥିପତ୍ର ଯାଂଚ କରାଯିବ । ସେହିପରି…

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ! ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ କଲେ ଆଲୋଚନା

କନକ ବ୍ୟୁରୋ: ପଂଚାୟତରାଜ ଦିବସ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଗ୍ରାମାଂଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ…