Daily Archives

March 4, 2018

ତତଲା କଢେଇରେ ସିଜୁଛି ରାଜଧାନୀ ! ୩୯ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ୱିତୀୟ ତତଲା ସହର ପାଲଟିଛି ଭୁବନେଶ୍ୱର , ଏବେଠୁ…

କନକ ବ୍ୟୁରୋ : ମାର୍ଚ ମାସର ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପାରଦ ବଢି ବଢି ଚାଲିଛି । ଆଗକୁ ବାସ୍ତବ ଗ୍ରୀଷ୍ମଋତୁ ଥିବା ବେଳେ ବର୍ତମାନର ତାତି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏପରିକି ଭୁବନେଶ୍ୱର ଆଜି ଦେଶର ଦ୍ୱିତୀୟ ତତଲା ସହର ପାଲଟିଛି । ପାରଦ ୩୯ ଡିଗ୍ରୀ ଛୁଇଁ ଥିବା ବେଳେ…

ଅନ୍ଧାରୀ କୋଠରୀରୁ ଅପରାଧର ବ୍ଲୁ-ପ୍ରିଣ୍ଟରଚୁଛି ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ ! କଟକ ଗୁଳିକାଣ୍ଡ ପାଇଁ ଜେଲ ଭିତରୁ…

କନକ ବ୍ୟୁରୋ : ଅପରାଧ ଘଟାଇବା ପରେ ଜେଲ ଭିତରେ ଦିନ କାଟୁଛନ୍ତି ଗ୍ୟାଙ୍ଗଷ୍ଟର, ହେଲେ ଅନ୍ଧାରି କୋଠରୀ ଭିତରୁ ଚଳାଇଛନ୍ତି ଅପରାଧର ଦୁନିଆ । ଗତମାସରେ କଟକ ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ । ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଜାଣିବାକୁ ପାଇଛି, ଏହି ଗୁଳିକାଣ୍ଡ ପାଇଁ…

ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ କହିଲେ ରିମା ! ବିସ୍ଫୋରଣ ପୂର୍ବରୁ କ’ଣ ହୋଇଥିଲା, କିଭଳି ଫୁଟିଥିଲା ପାର୍ସଲ, ପୁଲିସ…

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରିମା ସାହୁ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୋଲିସକୁ ପ୍ରଶ୍ନ କରିଛନ୍ତି । ବୟାନ ରେକର୍ଡ ସମୟରେ ପ୍ରଥମରୁ ହିଁ ଏହି ନବବିବାହିତା ପୋଲିସକୁ ପଚାରିଥିଲେ ଯେ, ତାଙ୍କ ସ୍ୱାମୀ କେମିତି ଅଛନ୍ତି । ପୋଲିସ ଏହି ପ୍ରଶ୍ନକୁ…

ମେଘାଳୟରେ ବିଜେପିର ମାଷ୍ଟ୍ରରଷ୍ଟ୍ରୋକ ! ମାତ୍ର ୨ଟି ଆସନ ଜିତି ଏନପିପି ନେତୃତ୍ୱରେ ସରକାର ଗଢିବ ବିଜେପି, କଂଗ୍ରେସ…

ମେଘାଳୟରେ ଏନପିପି ନେତୃତ୍ୱରେ ସରକାର ଗଢିବ ବିଜେପି । ଏନପିପି, ୟୁଡିପି, ପିଡିଏଫ ଓ ଏଚଏସପିଡିପି ଦଳର ସମର୍ଥନରେ ମେଘାଳୟରେ ଏନଡିଏ ସରକାର ଗଢିବାକୁ ଯାଉଛି । ମାତ୍ର ୨ଟି ସିଟରେ ବିଜୟୀ ହୋଇଥିଲେ ମଧ୍ୟ ଅନ୍ୟ ଆଞ୍ଚଳିକ ଦଳକୁ ସମର୍ଥନ ଦେଇ ବିଜେପି ସରକାର ଗଢିବା ସହ ଏକ ମାଷ୍ଟରଷ୍ଟ୍ରୋକ…

ବିଜେପୁର ପରାଜୟ ପରେ ଗାଈସିଲଟ ବ୍ଲକର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ପ୍ରଣୟ ! କହିଲେ, ବିଜେଡି ଓ ବିଜେପି ଆଗରେ ଫିକା…

କନକ ବ୍ୟୁରୋ : ବିଜେପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପଛରେ ଅର୍ଥ ହିଁ ମୁଖ୍ୟ ଦାୟୀ । ଶହ ଶହ କୋଟି ଟଙ୍କା ଆଗରେ ଆଦର୍ଶଗତ ଲଢେଇର କୌଣସି ମୂଲ୍ୟ ରହିଲା ନାହିଁ ବୋଲି କହିଛନ୍ତି ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ପ୍ରଣୟ ସାହୁ । ଦଳର ସମସ୍ତ ନେତା ମିଳିତ ଭାବେ ବିଜୟ ପାଇଁ…

ବାଲିମେଳା ଜଳଭଣ୍ଡାରରୁ ପାଣି ଶୋଷି ନେଉଛି ଆନ୍ଧ୍ର ! ପୁରୁଣା ଗେଟ୍ ଦେଇ କ୍ରମାଗତ ପାଣି ନେଉଛି ଆନ୍ଧ୍ର, ଓଡ଼ିଶା କିନ୍ତୁ…

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ଟଣା ଓଟରା ଲାଗିି ରହି ଥିବା ବେଳେ ଓଡିଶା ଭିତରେ ଥିବା ବାଲିମେଳା ଜଳଭଣ୍ଡାରରୁ ପାଣି ଶୋଷି ନେଉଛି ପଡୋଶୀ ଆନ୍ଧ୍ର । ଦୀର୍ଘ ଦୁଇ ମାସ ଧରି ବାଲିମେଳା ଜଳ ଭଣ୍ଡାରରେ ଏକ ଟନେଲ ଖୋଲି ଆନ୍ଧ୍ର ଅନବରତ ପାଣି ନେଇ ଚାଲୁ ଥିବା ବେଳେ ଓଡିଶା କିନ୍ତୁ ଅସହାୟ ।…