Daily Archives

March 2, 2018

ରଙ୍ଗର ଉତ୍ସବରେ ରଂଗୀନ ପୁରପଲ୍ଲୀ ! ଫଗୁର ରଙ୍ଗରେ ରଙ୍ଗେଇ ହେଲା ସାରା ରାଜ୍ୟ

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲି । ଫଗୁର ରଙ୍ଗରେ ମସଗୁଲ ହୋଇଛନ୍ତି ଛୋଟଠାରୁ ବଡ ପର୍ଯ୍ୟନ୍ତ । ଫଗୁର ରଙ୍ଗରେ ରଙ୍ଗେଇ ହୋଇଛି ସାରା ରାଜ୍ୟ । ଖୁବ ଉତ୍ସାହର ସହ ହୋଲି ପାଳିଛନ୍ତି ଆବାଳ ବୃଦ୍ଧ ବନିତା । ହିଂସା ଦ୍ୱେଷ ଭୁଲି ଭାଇଚାରା ଓ ସଦଭାବନାର ବାର୍ତ୍ତା ଦେଇଛି ରଙ୍ଗର ଏହି ମହାପର୍ବ ।…

ରଙ୍ଗର ପର୍ବରେ ରାଜନୀତି ! ହୋଲି ଉତ୍ସବରେ ନେତା ମାରିଲେ ତେରଛା ବାଣ, ବିଜେପି ଉଦ୍ଦେଶ୍ୟରେ ବିଜୟ କହିଲେ ଅତି ଗର୍ବେ ହତ…

କନକ ବ୍ୟୁରୋ : ରଙ୍ଗର ପର୍ବରେ ଲାଗିଲା ରାଜନୀତିର ରଙ୍ଗ । ନେତାଙ୍କ ହୋଲି ଉତ୍ସବରେ ବିଜେପୁର ଫଳାଫଳ ହୋଲିରେ ଲାଗିଲା ରାଜନୀତିର ରଙ୍ଗ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ରଙ୍ଗର ପର୍ବରେ ଘାଇଲା ହୋଇଛି ବିଜେପି । ରଙ୍ଗ ଖେଳିଛନ୍ତି ବିଜୟ, ହେଲେ ପିଚକାରୀ ମାରିଛନ୍ତି ବିଜେପିକୁ ।…

ରାତିରେ ଲାଇଟ୍ ଲଗାଇ ଶୋଉଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ସମସ୍ୟା ?

ପ୍ରାୟ ସମସ୍ତେ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ । କାରଣ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ।…

ଅଡ଼ୁଆରେ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ! ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ସିବିଆଇର ମାରାଥନ ଜେରା

କନକ ବ୍ୟୁରେ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅଙ୍କୁ ସିବିଆଇର ମାରାଥନ ଜେରା । ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ପଚରାଉଚରା କରିଛି ସିବିଆଇ । ସକାଳ ୮ଟାରୁ ଆଜି ତାଙ୍କୁ ନନଷ୍ଟପ ଜେରା କରାଯାଇଥିଲା । କାର୍ତ୍ତିଙ୍କୁ…

ହୋଲି ଖେଳ ପରେ ଦୁର୍ଘଟଣା : ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡି ଜଣେ ମୃତ

କନକ ବ୍ୟୁରୋ : ମହାନଦୀରେ ବୁଡ଼ି ଯାଇ ଆଜି ଜଣେ ଯୁବକ ଜୀବନ ହରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର କୁଶପଙ୍ଗୀ ଗ୍ରାମର ବିନାୟକ ସ୍ୱାଇଁ ଓରଫ ରାଜା ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିଲେ । ତା’ପରେ ସେ ସାଙ୍ଗମାନଙ୍କ ସହିତ…

ଆଗାମୀ ନିର୍ବାଚନରେ ହାରି ପାରନ୍ତି ମୋଦି ! ପରାଜୟ ପଛରେ ଥିବା ସମ୍ଭାବନା ବିଷୟରେ ଜାଣନ୍ତୁ

ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲାଗୁନି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମନାରେ କୈାଣସି ବଡ ସମସ୍ୟା ଅଛିି । ଯଦି ମୋଦି ସେହି ଭୁଲକୁ ଦୋହରାଇବେ ଯାହା ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତିି ଜାରି କରିକି କରିଥିଲେ ବା ବଜରଙ୍ଗ ଦଳ, କୃଷକ ସଂଘ, ଭାରତୀୟ ଶ୍ରମିକ ସଂଘ, ରାମ…