Daily Archives

February 26, 2018

ଶ୍ରୀଦେବୀଙ୍କ ଓଲିଉଡ ଅବଶୋଷ ! ଅଧୁରା ରହିଗଲା ‘ଲାଲ ପାନ ବିବି’ର ହିନ୍ଦି ରିମେକ୍

କନକ ବ୍ୟୁରୋ : ଶ୍ରୀଦେବୀଙ୍କ ଦେହାନ୍ତ ପରେ ଚର୍ଚ୍ଚାରେ ଓଲିଉଡ ଲିଙ୍କ । ଓଡିଆ ସୁପରହିଟ୍ ଫିଲି୍ମ ‘ଲାଲ ପାନ ବିବି’ର ହିନ୍ଦି ରିମେକ୍ କରିବାକୁ ଚାହୁଁଥିଲେ ଶ୍ରୀଦେବୀ । ହେଲେ ଅସୁସ୍ଥତା କାରଣରୁ ପୂରଣ ହୋଇପାରିନଥିଲା ସ୍ୱପ୍ନ । ଶ୍ରୀଦେବୀଙ୍କ ଏହି ଅବଶୋଷ ସମ୍ପର୍କରେ ସୂଚନା ଦେଇଛନ୍ତି…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସିଖବର ! ଏଣିକି ଫ୍ଲାଇଟ ଭିତରେ ମିଳିବ ଟେଲିକମ ଓ ଇଣ୍ଟରନେଟ ସେବା

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ମଝି ଆକାଶରୁ ମଧ୍ୟ ନିଜ ପ୍ରିୟଜନଙ୍କ ସହ କଥା ହୋଇପାରିବେ । କାରଣ ଏଣିକି ଫ୍ଲାଇଟ ଭିତରେ ଏୟାରଟେଲ ସେବା ମିଳିବାକୁ ଯାଉଛି । ଭାରତୀ ଏୟାରଟେଲ ’ସିମଲେସ୍ ଆଲାଏନ୍ସ’ ରେ ଯୋଗଦେବା ପରେ ଏହା ସମ୍ଭବ ହେବାକୁ ଯାଉଛି । ଏହି ଆଲାଏନ୍ସର ସଦସ୍ୟ ମାନେ…

ନବୀନ ସରକାର ଉପରେ ପ୍ୟାଡମ୍ୟାନର ପ୍ରଭାବ ! ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’, ୬ ଟଙ୍କାରେ ମହିଳା ଓ କିଶୋରୀଙ୍କୁ…

କନକ ବ୍ୟୁରୋ : ଝିଅ ଓ ମହିଳାଙ୍କ ପାଇଁ ଆସୁଛି ‘ଖୁସି’ । ଏଇ, ଖୁସି ହେଉଛି ରାଜ୍ୟ ସରକାରଙ୍କ ଯୋଜନା । ଯାହା ମାଧ୍ୟମରେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ ।ସେହିପରି ସହରାଂଚଳ ଓ ଗ୍ରାମାଂଚଳ ମହିଳାଙ୍କୁ ରିହାତି ମୁଲ୍ୟରେ ମିଳିବ ଏହି ସାନିଟାରୀ ନାପକିନ୍ । ୬ଟି…

ହାୱାଡାରୁ ଭୁବନେଶ୍ୱର ଏମ୍ସର ଛାତ୍ର ନିଖୋଜ ! ଆଇବି ଓ ଏନଆଇଏ ଆଲର୍ଟ, କାଶ୍ମୀର ଲିଙ୍କ୍ ଥିବାରୁ ବଢୁଛି ସନ୍ଦେହ

କନକ ବ୍ୟୁରୋ : ଯେତେ ଦିନ ଗଡୁଛି, ସେତିକି ସନ୍ଦେହ ବଢୁଛି । ଭୁବନେଶ୍ୱର ଏମ୍ସରୁ କାଶ୍ମୀର ଛାତ୍ର ନିଖୋଜ୍ ଘଟଣାକୁ ନେଇ ରହସ୍ୟ ଘନିଭୂତ ହେବାରେ ଲାଗିଛି । ଭୁବନେଶ୍ୱରରୁ କୋଲକତା, ହେଲେ କୋଲକତାରୁ କୁଆଡେ ଗଲେ ସୋହେଲ ? ରହିଛି କି କିଛି ସନ୍ଦେହଜନକ ଲିଙ୍କ୍ ? ଏମିତି କିଛି ପ୍ରଶ୍ନକୁ ନେଇ…

ଆହୁରି ଗୋଟିଏ ରାତି ! ଆଜି ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇ ଫେରିବା ନେଇ ବଢିଲା ସନ୍ଦେହ, ଜାଣନ୍ତୁ କଣ ରହିଛି କାରଣ

ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଆଜି ମୁମ୍ବାଇ ଫେରିବା ନେଇ ବଢିଲା ସନ୍ଦେହ । ଦୁବାଇରେ ଆଉ ଗୋଟିଏ ରାତି ରହିପାରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ମର ଶରୀର । ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଦୁବାଇ ପୋଲିସକୁ ଏହାର ତଦନ୍ତ ଦାୟିତ୍ୱ…