Daily Archives

February 25, 2018

ଇଣ୍ଟରନେଟ ସେବାରେ ହେବ ବଡ ଧରଣର ପରିବର୍ତ୍ତନ ! ଆଖି ପିଛୁଳାକେ ହେବେ ଫିଲ୍ମ ଡାଉନଲୋଡ, ୧୪ ଜିବି ପ୍ରତି ସେକେଣ୍ଡ…

ଭାରତରେ ଇଣ୍ଟରନେଟ ସେବାକୁ ନେଇ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ପରେ ଆହୁରି ଫାଷ୍ଟ ହେବ ଇଣ୍ଟରନେଟ ସେବା । ଏପରିକି ଗୋଟିଏ ସେକେଣ୍ଡରେ ଏକ ଜିବିର ତିନୋଟି ସିନେମା ଡାଉନଲୋଡ ହୋଇପାରିବ । କିନ୍ତୁ ଏହି ସବୁ ସୁବିଧା ଜିସ୍ୟାଟ-୧୧ ସାଟେଲାଇଟ ଲଞ୍ଚ ହେବା ପରେ…

ଚାଲିଗଲେ ଚାନ୍ଦିନୀ ! ବଲିଉଡ ସ୍ତବ୍ଧ, ନିର୍ବାକ ପ୍ରଶଂସକ । ଭାଇରାଲ ହେଲା ମ୍ୟାରେଜ ପାର୍ଟିର ଶ୍ରୀଦେବୀଙ୍କ ଶେଷ…

ପରଲୋକରେ ବଲିଉଡ୍ ଚାନ୍ଦିନୀ ଶ୍ରୀଦେବୀ । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ସ୍ୱାମୀ ବୋନି…

ବାବରୀ ମସଜିଦ ଥିଲା, ଅଛି ଓ ରହିବ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ମାମଲାରେ ଏଆଇଏମ ଆଇଏମ ମୂଖ୍ୟଙ୍କ ବିବାଦୀୟ ବୟାନ

ଏଆଇଏମ୍ଆଇଏମର ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଉଦ୍ଦିନ୍ ଓେଓ୍ଵସିଙ୍କର ସଦ୍ୟତମ ବକ୍ତବ୍ୟ ପୁଣି ବିବାଦ ସୃଷ୍ଟି କରିଛି। ଅଯୋଧ୍ୟା ମାମଲାରେ ସେ କହିଛନ୍ତି “ ଆମେ ବିବାଦୀୟ ଜମିରେ ବାବରୀ ମସଜିଦ କରିବାର ଦାବିକୁ କେବେ ପ୍ରତ୍ୟାହାର କରିବୁନି”ା ଶନିବାର ଦିନ ନୂଆଦିଲ୍ଲୀ ଠାରେ ସୋସାଇଟି ଫର୍…

କୋହଲି ଓ ଧୋନିଙ୍କ ବିନା ଟ୍ରାଇ ସିରିଜ ଖେଳିବ ଟିମ୍ ଇଣ୍ଡିଆ ! ଅଧିନାୟକ ପଦ ସମ୍ଭାଳିବେ ରୋହିତ, ୧୫ ଜଣିଆ ଟିମରେ ନୂଆ…

ଆସନ୍ତା ମାସ ମାର୍ଚ୍ଚ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ହେବାକୁ ଥିବା ତ୍ରୀରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନିଙ୍କ ଭଳି…

ଓଡିଶାରୁ ରହସ୍ୟମୟ ଭାବେ ଗାଏବ ହୋଇଗଲେ କଶ୍ମୀରର ଡାକ୍ତରୀ ଛାତ୍ର ! ଗତ ୯ ତାରିଖରୁ ଭୁବନେଶ୍ୱର ଏମ୍ସରୁ ହୋଇଯାଇଛନ୍ତି…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରେ ପଢୁଥିବା କାଶ୍ମୀରର ଛାତ୍ର ରହସ୍ୟମୟ ଭାବେ କୋଲକାତାରୁ ନିଖୋଜ ହୋଇଯାଇନ୍ତି । ସଂପୃକ୍ତ ଛାତ୍ରର ନାଁ ସୋହେଲ ଆଇଜାଦ ଓ ତାଙ୍କ ବୟସ ୧୯ ବର୍ଷ ବୋଲି ଜଣାଯାଇଛି । ଏ ନେଇ ପଶ୍ଚିମବଙ୍ଗର ହାୱାଡା ଥାନା ଓ ଭୁବନେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଜାମ୍ମୁ-କାଶ୍ମୀରର…

ଇନ୍ଧନ ଗ୍ୟାସ ସିଲିଣ୍ଡର ସହ ଜଡିତ କିଛି ଅଜଣା କଥା ! ଗୋଟିଏ ନୁହେଁ ବରଂ ଉପଭୋକ୍ତାଙ୍କୁ ମିଳିବ ଅନେକ ଫାଇଦା

ଯଦି ଆପଣ ଇନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଖବର ଜଣାଇବାକୁ ଯାଉଛୁ ତାହା ନିଶ୍ଚୟ ରୂପେ ଆପଣଙ୍କ କାମରେ ଆସିବ । ଖାଲି କାମରେ ନୁହେଁ ବରଂ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଭାବେ ପ୍ରମାଣିତ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ . . .…