Daily Archives

February 25, 2018

ଆହୁରି ଗୋଟିଏ ରାତି ! ଆଜି ଭାରତ ଆସିବନି ଶ୍ରୀଦେବୀଙ୍କ ମର ଶରୀର, ଜାଣନ୍ତୁ କଣ ପାଇଁ ହେଉଛି ବିଳମ୍ବ

କନକ ବ୍ୟୁରୋ : ପରପାରିରେ ବଲିଉଡର ଚାନ୍ଦିନୀ ଶ୍ରୀଦେବୀ । ଗତକାଲି ଦୁବାଇରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଆସିବା ପରେ ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘର ଆଗରେ ହଜାର ହଜାର ସମର୍ଥକଙ୍କ ଭିଡ଼ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଲା ଦୁବାଇରୁ କେତେବେଳେ ଭାରତ ଫେରିବ ଶ୍ରୀଦେବୀଙ୍କ…

ସମ୍ବାଦ ପକ୍ଷରୁ ମେଧାବୃତି ପ୍ରଦାନ ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ! ମାଟ୍ରିକ ଓ ଯୁକ୍ତ ଦୁଇରେ ଭଲ ନମ୍ବର ରଖିଥିବା…

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ମେଧାବୃତି ପ୍ରଦାନ ଓ ମୁରୁଜ ପ୍ରତିଯୋଗିତା ଭୁବନେଶ୍ୱର ବଡଗଡସ୍ଥିତ ବିଜେଇଏମ ସ୍କୁଲରେ ଅନୁଷ୍ଠିତ ହୋଇଛି । ସମ୍ବାଦର ବିତରକ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚଳିତବର୍ଷ ୧୮୧ ଜଣ ମହିଳା ମୁରୁଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ…

ଭାରତର ନୂଆ ବ୍ରହ୍ମାସ୍ତ୍ର ରୁସ୍ତମ-୨ର ସଫଳ ପରୀକ୍ଷଣ ! ଲଗାତାର ୨୪ ଘଣ୍ଟା ଆକ୍ରମଣ କରିବାରେ ମାହିର, ଶତ୍ରୁପକ୍ଷ ଉପରେ…

ଦିନକୁ ଦିନ ଭାରତୀୟ ସୀମାରେ ପାକିସ୍ତାନ ଓ ଚୀନର ପ୍ରାର୍ଦୁଭାବ ବଢି ବଢି ଚାଲିଛି । ବାରମ୍ବାର ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କିନ୍ତୁ ଏବେ ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଭାରତ ପାଇଛି ବ୍ରହ୍ମାସ୍ତ୍ର । ପ୍ରତିରକ୍ଷା ଗବେଷଣା ବିକାଶ…

ଓଡ଼ିଶା ପାଇଁ ଗର୍ବ ! ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ଆଇଏଏସ୍ ସତ୍ୟବ୍ରତ ସାହୁ

କନକ ବ୍ୟୁରୋ : ଓଡ଼ିଶା ପାଇଁ ଆଉ ଏକ ଗର୍ବ । ଓଡ଼ିଆ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ୧୯୯୭ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସତ୍ୟବ୍ରତ ସାହୁ ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଭାବରେ ନିଯୁକ୍ତି ପାଇଥିଲେ।…

ସୋହେଲା ଗୁଳିକାଣ୍ଡ ନେଇଁ ମୁହଁ ଖୋଲିଲେ ଶ୍ରମମନ୍ତ୍ରୀ ! ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଦାୟୀ କଲେ ସୁଶାନ୍ତ

କନକ ବ୍ୟୁରୋ : ବିଜେପୁରର ହିସାବ କିତାବ୍ ଭିତରେ ପୁଣି ଜୋରଧରିଛି ଗୁଳିକାଣ୍ଡ ରାଜନୀତି । ଶ୍ରମମନ୍ତ୍ରୀଙ୍କ ଭାଇଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ପାଇଁ ସିଧାସଳଖ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଆଡକୁ ଅଙ୍ଗୁଳି କରିଛନ୍ତି ସୁଶାନ୍ତ ସିଂ । ବିଜେପି ନେତାଙ୍କ ଇଙ୍ଗିତରେ ତାଙ୍କ ଭାଇ ସୁବ୍ରତ…