Daily Archives

February 24, 2018

ନିର୍ମାତା ଓ ନିର୍ଦ୍ଦେଶଙ୍କ ଭିତରେ ଥିବା ବିବାଦ ତୁଟିଲା ! ପୁଣି ଥରେ ଆରମ୍ଭ ହେବ କେଦାରନାଥ ସିନେମାର ସୁଟିଂ

ଏବେ ପୁଣି ଖବର ମିଳିଛି ଯେ ‘ କେଦାରନାଥ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଅର୍ଥାତ୍ ଏହାର ନିର୍ମାତା ଏବଂ ନିର୍ଦ୍ଦେଶଙ୍କ ଭିତରେ ଥିବା ବିବାଦ ତୁଟି ଯାଇଛି। ଏହାକୁ ନେଇ ନିଜେ ନିର୍ଦ୍ଦେଶକ ଅଭିଷେକ କପୁର ସୂଚନା ଦେଇଛନ୍ତି । ଏହା ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ ଡେବ୍ୟୁ ସିନେମା…

କର୍ମଚାରୀଙ୍କ ପାଇଁ ପିଏନବି ଘୋଟାଲାର ଠକ ସର୍ଦ୍ଦାର ମେହୁଲ ଚୋକସିଙ୍କ ଚିଠି ! ଦରମା ଦେବାରେ କମ୍ପାନି ଅସମର୍ଥ, ତେଣୁ…

‘ଆମ ଉପରେ ବିବାଦ ମାଡି ବସିଛି। ଯାଞ୍ଚ ଏଜେନ୍ସି ଆମର ସମସ୍ତ ସମ୍ପତ୍ତିକୁ ଜବତ କରି ନେବା ସହ ବ୍ୟାଙ୍କ ଖାତାକୁ ଅଚଳ କରିବା ପରେ ବହୁ ଅସୁବିଧା ଦେଖା ଦେଇଛି। ତେଣୁ କର୍ମଚାରୀଙ୍କ ଦରମା ଦେବାରେ ଆମେ ଅସମର୍ଥ ହୋଇଛୁ, ଏଥିପାଇଁ ଆପଣମାନେ ଅନ୍ୟ କେଉଁଠି ଚାକରି ଖୋଜି ନିଅନ୍ତୁ।’ ନିଜ…

କେଉଁ ରାଜ୍ୟରୁ ରାଜ୍ୟସଭା ଯିବେ ଧର୍ମେନ୍ଦ୍ର ! ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬ଟି ରାଜ୍ୟର ୫୮ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଖାଲି ହେବାକୁ ଥିବା ୫୮ଟି ଆସନରୁ ଅନେକ…

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା ଆରମ୍ଭ : ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ସମାଗମ

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା । ଏଥିପାଇଁ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ସମାଗମ ହୋଇଛି । କିଭଳି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ କୌଣସି ବାଧା ନଉପୁଜେ ସେ ନେଇ ବେଳାଭୂମିରେ କଟକଣା ଜାରି ରଖାଯାଇଛି । ଗଞ୍ଜାମ ଜିଲ୍ଲାରେ…

କେନ୍ଦୁଝର : ଭଙ୍ଗାଘରେ କୋମଳମତି ଶିଶୁଙ୍କ ଭାଗ୍ୟ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

କନକ ବ୍ୟୁରୋ : ଭଙ୍ଗା ଦଦରା ଘରେ ବନ୍ଧା ପଡିଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦପୂର୍ଣ୍ଣ ଭାବେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । କେତେବେଳ ଯେ କେଉଁ ଅଘଟଣ ଘଟିବ ସେନେଇ ଆଂଶକା ପ୍ରକାଶ ପାଇଛି । ଏପରି ଘଟଣା ଦେଖିବା ପାଇଁ ମିଳିଛି କେନ୍ଦୁଝର ସଦରବ୍ଲକ ବରଦାପାଳ ପଂଚାୟତ ଚୁଡାକୁଟା ସାହିରେ ।…

ବିହାର : ନିୟନ୍ତ୍ରଣ ହରାଇ ସ୍କୁଲ ଭିତରେ ପଶିଲା ଗାଡ଼ି, ୯ ଶିଶୁ ମୃତ

କନକ ବ୍ୟୁରୋ : ବିହାରର ମୀନାପୁର ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଶନିବାର ଅପରାହ୍ନରେ ଏକ ବୋଲେରେ ସ୍କୁଲ ଭିତରେ ପ୍ରବେଶ କରିବାରୁ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ ଜଣ ଶିଶୁ ଓ ମହିଳା ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହିୟାପୁରର ଝପହାସ୍ଥିତ…