Daily Archives

February 24, 2018

ଜମ୍ମୁରେ ଓଡ଼ିଆ ଅଫିସରଙ୍କ ଦବଙ୍ଗଗିରି! ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ଆତଙ୍କ ସାଜିଛନ୍ତି ବସନ୍ତ, ନାଁ ଶୁଣିଲେ…

କନକ ବ୍ୟୁରୋ : ଜମ୍ମୁରେ ଦବଙ୍ଗଗିରି ଦେଖାଇଲେ ଓଡ଼ିଆ ପୁଅ । ଯେଉଁଠି ପୋଲିସ ଉପରେ ଇଟାପଥର ବର୍ଷା ହୁଏ ସେଠାରେ ଦମ ଦେଖାଇଛନ୍ତି ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ । ଏମେ ଜମ୍ମୁ ରାସ୍ତାରେ ଯାଉଥିବା ଲୋକ ବସନ୍ତଙ୍କ ନାଁ ଶୁଣିବା କ୍ଷଣି ନିଜକୁ ଥରେ ପରଖି ନିଅନ୍ତି । ଖାସକରି ଗାଡି ଚାଳକ ମାନେ…

ଚର୍ଚ୍ଚାରେ ନବୀନଙ୍କ ସରପ୍ରାଇଜ୍ ଦିଲ୍ଲୀ ଗସ୍ତ ! ପୂର୍ବଥର ମୋଦିଙ୍କୁ ଭେଟିଥିଲେ, ଏବେ ରାଷ୍ଟ୍ରପତିଙ୍କୁ ଭେଟି ବିଜୁ…

କନକ ବ୍ୟୁରୋ : ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଆସିବା ପାଇଁ ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରିଛନ୍ତି ନବୀନ । ବିଜୁ ସଂଗ୍ରହାଳୟ ଉଦଘାନ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏଥିଲାଗି…

ମହିଳା ଆଇଆଇସିଙ୍କୁ ଆକ୍ରମଣ କଲେ ପୁରୁଷ ପୋଲିସ ! ତିନି ଜଣଙ୍କୁ ନିଲମ୍ବିତ କଲେ ପୁରୀ ଏସପି

କନକ ବ୍ୟୁରୋ : ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁରୀ ଏସପି । ମହିଳା ଇନସ୍ପେକ୍ଟରଙ୍କୁ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁରୀ ବିଦ୍ୟୁତ ଥାନାର ହାବିଲଦାର ଚିତରଂଜନ ବାରିକଙ୍କୁ ଗିରଫ…

ମୃତ୍ୟୁ ପୂର୍ବର ମଧୁର ମୂହୁର୍ତ ! ରିସେପସନରେ ସୋମ୍ୟଙ୍କ ହାତଧରି ନାଚିଥିଲେ ରିମା, ପାର୍ସଲ ଉଜାଡିଲା ପାଞ୍ଚ ଦିନର…

କନକ ବ୍ୟୁରୋ : ଉପହାର ଆଣିଲା ମୃତ୍ୟୁ । କିନ୍ତୁ ମୃତ୍ୟୁ ପୂର୍ବରୁ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ନବଦମ୍ପତିଙ୍କ ସହ ଏମିତି କାହିଁକି ହେଲା । ମୃତ୍ୟୁ ପୂର୍ବରୁ ବାହାଭୋଜି ଦିନ ପରସ୍ପରର ହାତ ଧରି ଉଭୟ ସୌମ୍ୟଶେଖର ଓ ରିମା ଗୀତର ତାଳେ ତାଳେ…

ନବୀନଙ୍କ ବଢିବ ଟେନସନ ! ବିଜେପୁର ପରେ ରାଜ୍ୟସଭା ନିର୍ବାଚନ । ଆସନ ୩, ଆଶାୟୀ ଅନେକ ! ଧର୍ମେନ୍ଦ୍ରଙ୍କ ଭାଗ୍ୟ…

କନକ ବ୍ୟୁରୋ : ମାର୍ଚ୍ଚ ୨୩ରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ରାଜ୍ୟ ରାଜନୀତିରେ ଏକ ବଡ ଧରଣର ଛାପ ଛାଡିବା ଅନୁମାନ କରାଯାଉଛି । ଖାଲି ପଡୁଥିବା ତିନୋଟି ଆସନ ବିଜେଡି ଦଖଲକୁ ଯିବା ସ୍ପଷ୍ଟ ଥିବା ବେଳେ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଉଷ୍ମତା ଧୀରେ ଧୀରେ ବଢୁଛି । ନବୀନ କାହାକୁ…