Daily Archives

February 23, 2018

ଦେଶରେ ଶିଶୁଙ୍କ ପ୍ରତି ବଢୁଛି ଯୌନ ଶୋଷଣ ! ଉଦବେଗ ପ୍ରକାଶ କଲେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ

କନକ ବ୍ୟୁରୋ : ଦେଶରେ ଶିଶୁଙ୍କ ପ୍ରତି ବଢୁଥିବା ଯୌନଶୋଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ । ଆଜି ଭୁବନେଶ୍ୱରରେ ଓଡିଶା ନାଗରିକ ସମାଜ ପକ୍ଷରୁ ଆୟୋଜିତ ଉତ୍ସବରେ ସେ ସାମିଲ ହୋଇ ଏନେଇ ଚିନ୍ତାପ୍ରକଟ କରିଛନ୍ତି । ଶିଶୁ ବିକାଶରେ ନାଗରିକ ସମାଜର ଭୂମିକା…

ଓଡ଼ିଶାରେ ବିହାର ଷ୍ଟାଇଲ ! ସ୍କୁଲ ପାଚେରି ଚଢି ପିଲାଙ୍କୁ କପି ଦେଲେ ଅଭିଭାବକ

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର ସୁପରିଚାଳନା ନେଇ ସଚିବାଳୟରେ ବସିଲା ଘନଘନ ବୈଠକ । କପି ରୋକିବା ପାଇଁ ୫ ସ୍ତରୀୟ ସ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଲେ । କିନ୍ତୁ ମାଟ୍ରିକ ପରୀକ୍ଷା ଆରମ୍ଭରୁ ହୋଇଛି ବିଭ୍ରାଟ । ପ୍ରଶ୍ନପତ୍ର ଲିକ୍ ହେବା ନେଇ…

ଅତିଥି ବେଶରେ ଆସିଲେ ଚୋର ! ଭୋଜି ଖାଇଲେ, ଲଫାପା ଲୁଟିଲେ । ହେଲେ ସିସିଟିଭି ନଜରରୁ ବଞ୍ଚି ପାରିଲେନି ।

କନକ ବ୍ୟୁରୋ : ଅତିଥି ହୋଇ ବିବାହ ଉତ୍ସବକୁ ଆସିଥିଲେ । ଭୋଜି ଭାତ ଖାଇଲା ପରେ କନ୍ୟାଙ୍କୁ ଆର୍ଶୀବାଦ ଦେବା ବଦଳରେ ହାତ ସଫେଇ ଲାଗିଥିଲେ ଯୁବକ । ହୋଟେଲରେ ବେଶ୍ ଧୁମଧାମରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ଯୁବକ ବେଶ୍ ନାଟକୀୟ ଢଙ୍ଗରେ କନ୍ୟାଙ୍କ ଉପହାର ଲଫାପା ଲୁଟି ନେବା ପାଇଁ ଉଦ୍ୟମ…

ରାତି ପାହିଲେ ବିଜେପୁର ଭୋଟ ! ପୁଲିଂ ବୁଥ ଓ ଇଭିଏମ ପ୍ରସ୍ତୁତ, ସହରରେ ପଇଁତରା ମାରୁଛି ପୁଲିସ

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ ଦେବ ବିଜେପୁର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ବୁଥରେ ପହଁଚି ସାରିଛି ଇଭିଏମ୍ ମେସିନ୍ ଓ ପୋଲିଂ ଟିମ୍ । ସୁରକ୍ଷା ନେଇ ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ । ବିଜେପୁରରେ ସିଆରପିଏଫ ଓ ବିଏସଏଫ ଯବାନ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ସେପଟେ…

ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲେ ୬୦ ପୁଲିସ ! ମୁଖ୍ୟଶାସନ ସଚିବଙ୍କୁ ଚାପୁଡା ପରେ ଉଠୁଛି ପଡୁଛି ଦିଲ୍ଲୀ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିଛି ପୁଲିସ । ଦିଲ୍ଲୀ ପୁଲିସର ପ୍ରାୟ ୬୦ରୁ ୭୦ଜଣ କର୍ମଚାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଛାନଭିନ କରିଛନ୍ତି ।…