Daily Archives

February 21, 2018

ଭାରତୀୟ ତଟରକ୍ଷୀ ବାହିନୀରୁ ଅବସର ନେଲା ଆଇସିଜି ବଜ୍ର : ୩୦ ବର୍ଷରେ ପାରାଦୀପ ସମୁଦ୍ରରେ ୫୩ ହଜାର ଘଂଟାର ପ୍ରହରା

କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀ ବାହିନୀରୁ ଅବସର ନେଇଛି ଆଇସିଜି ବଜ୍ର । ପାରାଦୀପରେ ୩୦ ବର୍ଷ ଧରି ଅବିରତ ସେବା କରିଆସୁଥିବା ବଜ୍ରକୁ ଆଜି ବିଦାୟ ଦିଆଯାଇଛି । ୧୯୮୮ ଡିସେମ୍ବର ୨୨ ତାରିଖରେ ଆଇସିଜି ବଜ୍ର ତଟରକ୍ଷୀ ବାହିନୀରେ ସାମିଲ ହୋଇଥିଲା । ୩୦ ବର୍ଷ ଭିତରେ ଏହି ଜାହାଜ ୫୨ ହଜାର ୯୬୬…

ଭାରତୀୟଙ୍କୁ ମିଳିଲାନି ୧୫ ଲକ୍ଷ ଟଙ୍କା! ହେଲେ ଏଠାରେ ପ୍ରତ୍ୟେକ ଲୋକଙ୍କୁ ସରକାର ଦେବେ ୧୫ ହଜାର ଟଙ୍କାର ଉପହାର

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ନିର୍ବାଚନୀ ଭାଷଣରେ କହିଥିଲେ କି ଦେଶକୁ ଯଦି ସମସ୍ତ କଳାଧନ ଫେରି ଆସେ, ତେବେ ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଯିବ । ଏପରିକି ଦେଶକୁ କଳାଧନ ଆଣିବା ପାଇଁ ନୋଟବନ୍ଦୀର ଘୋଷଣା କରିଥିଲେ ମୋଦି । ଏହାପରେ ସାଧାରଣ ଲୋକ ମୋଦି ସରକାରଙ୍କୁ…

ମାଲକାନଗିରିରେ ଜମୁଛି ମାଉଳି ମା’ ଯାତ୍ରା : ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶରୀରକୁ ଆଘାତ ଦେଉଛନ୍ତି ଦିଶାରୀ

କନକ ବ୍ୟୁରୋ : ମାଲକାନଗିରି କୋରୁକୋଣ୍ଡାରେ ଜମୁଛି ମାଉଳି ମା’ ଯାତ୍ରା । ଏକ ବାଉଁଶ ପଟୁଆର କୋରୁକୋଣ୍ଡା ନଗର ପରିକ୍ରମା କରି ମାଉଳି ମା’ଙ୍କ ପୀଠରେ ପହଁଚିବା ପରେ ହଜାର ହଜାର ଆଦିବାସୀ, ଗୁଣି ଦିଶାରୀଙ୍କ ଭିଡ ଜମିଛି । ଦେବୀଙ୍କୁ ପ୍ରସନ୍ନ କରିବା ଲାଗି ଦିଶାରୀମାନେ ନିଜ ଶରୀରକୁ ଆଘାତ…

ସଇତାନ୍ ସ୍ୱାମୀର ଉନ୍ମତ କାଣ୍ଡ ! ଚଳନ୍ତା ଗାଡିରୁ ସ୍ତ୍ରୀକୁ ଠେଲିଦେଲା

କନକ ବ୍ୟୁରୋ : ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ଚଳନ୍ତା ଗାଡିରୁ ସ୍ତ୍ରୀକୁ ଠେଲିଦେଲା ସାତଜନମର ସାଥୀ କରିବାକୁ କଥା ଦେଇଥିବା ସ୍ୱାମୀ । ସେତିକିରେ ରାଗ ଶାନ୍ତ ହୋଇନଥିଲା, ଗାଡିରୁ ତଳେ ପଡିଯାଇଥିବା ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲେ । ଗତକାଲି ରାତିରେ ରାଉରକେଲା ଷ୍ଟେସନ ରୋଡ ମଧୁସୁଦନ…

ମହାକାଶରେ ମଧ୍ୟ ଅଛି ଏକ ବରମୁଡା ଟ୍ରାଙ୍ଗେଲ୍ : ଯେଉଁଠି କାମ କରିବା ବନ୍ଦ କରିଦିଏ ଅନ୍ତରୀକ୍ଷ ଉପକରଣ

ସମୂଦ୍ର ରେ ବରମୁଡା ଟ୍ରାଙ୍ଗେଲ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ ମହାକାଶରେ ଥିବା ପ୍ରଥମ ଥର ପାଇଁ ଜାଣିବେ । ସମୁଦ୍ର ଭଳି ମହାକାଶରେ ମଧ୍ୟ ଅଛି ବରମୁଡା ତ୍ରିକୋଣ । ସେଠି ମହାକାଶ ଯାନର କମ୍ପ୍ୟୁଟର ଓ ସାଟେଲାଇଟ ଓ ଅନ୍ୟାନ୍ୟ ଉପକରଣ କାମ କରିବା ବନ୍ଦ କରି ଦିଏ । ମହାକାଶର ଏହି ଅଂଚଳ…

ଭାଙ୍ଗିଗଲା ମଞ୍ଚ, ତଳେ ପଡିଗଲେ କେନ୍ଦ୍ରମନ୍ତ୍ରୀ ! ଗାଇସିଲଟରେ ଦଳୀୟ କର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ…

କନକ ବ୍ୟୁରୋ : ମଞ୍ଚରୁ ପଡିଗଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ । ଗାଇସିଲଟ ବ୍ଲକର ଜଗଲାପାଟ ଗ୍ରାମରେ ନିର୍ବାଚନୀ ସଭାରେ ବିଜେପି କର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ସଭାମଞ୍ଚ ଭାଙ୍ଗିଯାଇଥିଲା । ଫଳରେ ମଞ୍ଚରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପଡିଯାଇଥିଲେ । ତେବେ ଏକ…