Daily Archives

February 20, 2018

ବିଜେପୁରରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର ! କହିଲେ, ଗୋଟିଏ ବର୍ଷ ମଧ୍ୟରେ ବିଜେପୁରକୁ ନୂଆ ପରିଚୟ ଦେବେ ରୀତା

କନକ ବ୍ୟୁରୋ : ବିଜେପୁର ପାଇଁ ବିଜେଡି ସୁପ୍ରିମୋଙ୍କ ଜବରଦସ୍ତ ପ୍ରଚାର । ଆଜି ୬ କିଲୋମିଟର ଧରି ରୋଡ୍ ସୋ କରିଛନ୍ତି ନବୀନ । ବରପାଲିରେ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୀତାଙ୍କୁ ଭୋଟ…

ଆକ୍ରମଣକୁ ଖାତିର କଲେନି ମୁଖ୍ୟମନ୍ତ୍ରୀ, କୁମ୍ଭାରୀ ଗାଁରେ ବୁଲିଲେ ନବୀନ! ବିନା ମାଇକରେ ରୀତା ସାହୁଙ୍କ ପାଇଁ ମାଗିଲେ…

କନକ ବ୍ୟୁରୋ : ଗାଁ ବୁଲି ଭୋଟ ମାଗିଲେ ବିଜେଡି ସୁପ୍ରିମୋ । ବିଜେପୁର କୁମ୍ଭାରୀ ଗାଁ ବୁଲି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପ୍ରଚାର ପୂର୍ବରୁ କୁମ୍ଭାରୀରେ ହେଉଥିବା ଏକ ନିର୍ବାଚନ ସଭାରେ ଭାଷଣ ଦେଉଥିବା ବେଳେ ଏକ ଯୁବକ ନବୀନଙ୍କ ଉପରକୁ ଚପଲ…

ଖୁବଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ! ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହେବ ଟ୍ରିବ୍ୟୁନାଲ । ଆଜି ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ନଦୀ ଜଳ ବିବାଦ ଆଇନ-୧୯୫୬ ଆଧାରରେ ଏହି ଟ୍ରିବ୍ୟୁନାଲ ଗଠନ ହେବ । ଉଭୟ ରାଜ୍ୟ ଭିତରେ ବିବାଦ ଓ ଏହାର ସମାଧାନ ନେଇ ୩…

ଚିଠି ଲେଖି ଟଙ୍କା ଫେରାଇବାକୁ ମନା କଲେ ନିରଭ ମୋଦି ! ସୁପ୍ରିମକୋର୍ଟରେ ପହଁଚିଲା ପିଏନବି ମହାଘୋଟାଲା ମାମଲା

କନକ ବ୍ୟୁରୋ : ପିଏନବି ମହାଘୋଟଲାରେ ନିରବ ମୋଦି ଚିଠି ଲେଖି ଟଙ୍କା ଫେରାଇବାକୁ ମନା କରିଦେଇଛନ୍ତି । ସେ ଲେଖିଛନ୍ତି ଯେ ଗଣମାଧ୍ୟମ ଏହି ଠକେଇକୁ ଯେତେ ବଡ଼ ବୋଲି ଦର୍ଶାଉଛି ବାସ୍ତବରେ ତାହା ସେତେ ବଡ଼ ନୁହେଁ । ବ୍ୟାଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଗଲା ତାହା ଆମ କମ୍ପାନୀ ଏବଂ…

ସୋସିଆଲ ମିଡିଆ ଦୂର କଲା ସମସ୍ୟା ! ଆତ୍ମହତ୍ୟା ଧମକର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମୁଣ୍ଡରେ ଫଶିଲା ଚେତା

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆତ୍ମହତ୍ୟା କରିବା ପାଇଁ ଧମକ । ଆଜି ଦିନ ତମାମ୍ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଘୁରି ବୁଲୁଥିଲା । ଯେଉଁଥିରେ ଜଣେ ବ୍ୟକ୍ତି କୋହଭରା କଣ୍ଠରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଆଉ ଜଣେ ବ୍ୟକ୍ତି ଜମି ବିକ୍ରି ନାଁରେ ତାଙ୍କୁ ଠକି ଦେଇଥିଲା । ବ୍ୟକ୍ତି…