Daily Archives

February 19, 2018

ଥାନା ଭିତରେ ବୋହୂର ବିଦ୍ରୋହ ! ପ୍ରେମ ବ୍ୟାପାରକୁ ନେଇ ରଣକ୍ଷେତ୍ର ପାଲଟିଲା କଟକ ମଧୁପାଟଣା ଥାନା ପରିସର

କନକ ବ୍ୟୁରୋ : ୫ ବର୍ଷର ପ୍ରତାରଣା ସହିବା ପରେ ବିଦ୍ରୋହ କଲା ବୋହୁ । ବିବାହ କରି ଘରକୁ ବୋହୁ କରିନେବା ଦାବିରେ ଧାରଣା ଦେଲା ପ୍ରେମିକା । କଟକ ମଧୁପାଟଣା ଥାନା ପରିସରରେ ଆଜି ଘଟଣା ଦେଖିବାକୁ ମିଳିଛି । ଧୋକା ଦେଲା ପ୍ରେମିକ । ବାହା ହେବ କହି ଶାରୀରିକ ସମ୍ପର୍କ ରଖିଲା ଆଉ ପରେ ହାତ ଛାଡି…

ହୀରା ବ୍ୟବସାୟୀଙ୍କ ପରେ ପେନ୍ ବ୍ୟବସାୟୀ ! ପପୁଲାର ପେନ ବ୍ରାଣ୍ଡ ରୋଟୋମାକ କମ୍ପାନି ମାଲିକଙ୍କ ଫ୍ରଡ, ୭ଟି ବ୍ୟାଙ୍କକୁ…

କନକ ବ୍ୟୁରୋ : ହୀରା ବ୍ୟବସାୟୀଙ୍କ ପରେ ପେନ୍ ବ୍ୟବସାୟୀ ଲୁଟିଲେ ବ୍ୟାଙ୍କ । ଲୋକପ୍ରିୟ ପେନ ବ୍ରାଣ୍ଡ ରୋଟୋମାକ କମ୍ପାନିର ମାଲିକଙ୍କ ନାଁରେ ୩ହଜାର ୬ଶହ ୯୫ କୋଟିର ହରିଲୁଟ ଅଭିଯୋଗ । ପ୍ରାୟ ୭ଟି ଘରୋଇ ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି ବିକ୍ରମ କୋଠାରୀ । ଏହି ମାମଲାରେ ତାଙ୍କ ସହ,…

ଆସନ୍ତାକାଲି ବିଜେପୁର ମୈଦାନରେ ମେଗା ସୋ’ ! ମୁଖ୍ୟମନ୍ତ୍ରୀ ବନାମ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱରରୁ ନବୀନ, ଦିଲ୍ଲୀରୁ…

କନକ ବ୍ୟୁରୋ :ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ସମ୍ମାନ ବାଜିରେ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନୀ କ୍ୟାମ୍ପେନରେ ଯାଇ ରାତ୍ରିଯାପନ କରିବେ ନବୀନ । ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆସନ୍ତାକାଲି ପ୍ରଚାର…

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରିବାକୁ ଦେଲାନି ସେନା! ହେଲିପ୍ୟାଡରେ ରଖିଲା ଟିଣ ଡ୍ରମ

ଉତ୍ତରାଖଣ୍ଡର ରାଜଧାନୀ ଡେହେରାଡୁନରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କୁ ହଟହଟା ହେବାକୁ ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟରକୁ ଜିଟିଏସ ହେଲିପ୍ୟାଡରେ ଲ୍ୟାଣ୍ଡ କରିବାକୁ ମନା କରି ଦେଇଥିଲା ସେନା । ଏପରିକି…

ରିଜର୍ଭ ବ୍ୟାଙ୍କର କଡା ନିର୍ଦ୍ଦେଶ ! ଏଣିକି ସବୁ ବ୍ୟାଙ୍କ୍ କଏନ ଗ୍ରହଣ କରିବାକୁ ବାଧ୍ୟ, ନ ରଖିଲେ ହେବ…

ଗତ ବର୍ଷ ବିମୁଦ୍ରାୟନ ଘୋଷଣାର କିଛି ଦିନ ପରେ ବସ୍ କଣ୍ଡକ୍ଟର, ଅଟୋଚାଳକ ସମେତ ବହୁ ବ୍ୟବସାୟୀ ହଠାତ୍ ୧୦ ଟଙ୍କିଆ କଏନ୍ ନେବା ବନ୍ଦ କରି ଦେଇଥିଲେ। ଏହି କଏନ୍ ଅଚଳ ହୋଇଯାଇଛି ବୋଲି ଏକ ଗୁଜବ ଉଠିଥିଲା। ମାତ୍ର ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏ ସଂପର୍କରେ ମତ ରଖିଥିଲା।…

ମୋ ଝିଅକୁ ଟିକେ ଭଲ କରିଦିଅ, ସରକାରୀ ବାବୁ ଦୟାକର । ଜଣେ ଅଭାବୀ ମାଆର ଆକୁଳ ନିବେଦନ

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ଯାଜପୁରର ପବିତ୍ର ବ୍ୟାସସରୋବର ପୀଠ ନିକଟରେ ଥିବା ଗାନ୍ଧୀ କୁଷ୍ଠାଶ୍ରମ । ପ୍ରଶାସନିକ ଉଦାସୀନତା ଯୋଗୁଁ କୁଷ୍ଠାଶ୍ରମରେ ବସବାସ କରୁଥିବା କୋମଳମତି ଶିଶୁ ସାଧାରଣ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ୱେ ପିଢି ପରେ…