Daily Archives

February 19, 2018

ଫେଲ ମାରିବେ ଇରାନି, ହିଟ୍ ହେବେ ନବୀନ ! ମହାରଥୀଙ୍କ ଫିଲ୍ମ ଫନ୍ଦା

କନକ ବ୍ୟୁରୋ : ବିଜେପୁରରେ ଆସନ୍ତାକାଲି ବିଗଫାଇଟ ଦେଖିବାକୁ ମିଳିବ । ଲଢେଇ ହେବ ମୁଖ୍ୟମନ୍ତ୍ରୀ-ମୋଦିଙ୍କ ମନ୍ତ୍ରୀଙ୍କ ମଧ୍ୟରେ । ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ଓ ବିଜେପିର ଷ୍ଟାର ତଥା ଅଭିନେତ୍ରୀ ସ୍ମୃତି ଇରାନୀ । କୁହାଯାଉଛି ଆସନ୍ତାକାଲି ବିଜେପୁର ମୈଦାନରେ…

ଜୀବନ ନେଉଛି ରୁବେଲା ଟୀକା ? ସ୍ୱାସ୍ଥ୍ୟ ବିଭାଗ କହିଲା ଛାତ୍ରଛାତ୍ରୀଙ୍କ ମୃତ୍ୟ ସହ ରୁବେଲା ଟୀକାର କୌଣସି ସର୍ମ୍ପକ…

କନକ ବ୍ୟୁରୋ : ରୁବେଲା ଟିକା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମୃତ୍ୟୁ ଖବର ଆସୁଛି । ତେବେ ଟିକା ନେବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ସ୍ୱାସ୍ଥ୍ୟ ବିଭାଗ । କହିଛି, ରୁବେଲା ଟିକାକରଣ ପରେ କୌଣସି ସ୍ଥାନରେ କାହାରି ମୃତ୍ୟୁ…

ପଦ୍ମ ଧରିଲେ, ହେଲିକପ୍ଟରରେ ଉଡି ପ୍ରଚାରରେ ଗଲେ ଅପରାଜିତା ! ଅନୁକମ୍ପା ଭୋଟ ପାଇଁ କାନ୍ଦିଲେ ରୀତା, ବିଶାଳ ରାଲି…

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି, ବିଜେପୁର ପ୍ରଚାର ମୈଦାନ ସେତିକି ସରଗରମ ହେବାରେ ଲାଗିଛି । ଆଜି ବିଜେପିରେ ଯୋଗ ଦେଇ ସିଧା ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଭେଟେରାନ୍ ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି । ସେପଟେ ବିଜେଡି ପ୍ରାର୍ଥୀ ରିତା…

ପୁଣି ଜବତ ହେଲା ୧୦ ଲକ୍ଷ ଟଙ୍କା! ପେଟ୍ରୋଲ ପମ୍ପରୁ ଟଙ୍କା ଯାଉଥିବା ବେଳେ ଜବତ କଲା ପୋଲିସ

କନକ ବ୍ୟୁରୋ : ପୁଣି ପୁଲିସ୍ ହାତରେ ଲାଗିଲା ଟଙ୍କା ବିଡ଼ା । ବିଜେପୁରରୁ ଆଜି ୧୦ ଲକ୍ଷ ଟଙ୍କା ଜବତ କରିଛି ବରପାଲି ପୁଲିସ । ସୂଚନା ଅନୁସାରେ ଏହି ଟଙ୍କା ଡୁଙ୍ଗୁରିପାଲିରୁ ଓଲଟପୁରକୁ ଯାଉଥିଲା । ଡୁଙ୍ଗୁରିପାଲି ପେଟ୍ରୋଲ ପମ୍ପରୁ ୧୦ ଲକ୍ଷ ଟଙ୍କା ଯାଉଥିବା ବେଳେ ସନ୍ଦେହଜନକ ଅବସ୍ଥାରେ…

ବିଜେଡି-ବିଜେପିକୁ ଓଲିଉଡ ଭରସା ! ବିଜେପୁର ମୈଦାନରେ ବିଜେଡିର ହିରୋ, ବିଜେପିର ହିରୋଇନଙ୍କ ମଧ୍ୟରେ ଷ୍ଟାର ୱାର

କନକ ବ୍ୟୁରୋ : ବିଜେପୁରରେ ବିଗ୍ ଫାଇଟକୁ ନେଇ ବଡ ପ୍ରଚାର ଚାଲିଛି । ଆଉ ପ୍ରଚାର ଲଢେଇରେ ଷ୍ଟାର ୱାର ରାଜନୀତିକୁ ସରଗରମ କରିଛି । ବିଜେଡି ପାଇଁ ଓଲିଉଡର ବହୁ ଅଭିନେତା ପ୍ରଚାର ମୈଦାନଙ୍କୁ ଓହ୍ଲାଇଥିବା ବେଳେ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏକାଧିକ ଅଭିନେତ୍ରୀ । ହିରୋଙ୍କୁ ନେଇ ଭୋଟ୍…