Daily Archives

February 18, 2018

ଉଡିଲେ ଫଶିବେ ! ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ, ଇଣ୍ଟରପୋଲ ସ୍କାନରରେ ନିରଭ ମୋଦି

ପିଏନବି ମହାଘୋଟାଲାକୁ ନେଇ ତତ୍ପର ହୋଇଉଠିଛି ସିବିଆଇ । ତଦନ୍ତର ଗତିର ବେଗକୁ ବଢାଇ ଦେଇଛି ସିବିଆଇ । ସୁରକ୍ଷା ଏଜେନ୍ସି ମାନେ ଏହି ଘୋଟାଲାରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛନ୍ତି । ତେବେ ଏହି ମହାଘୋଟଲାର ମୁଖ୍ୟ ଖଳନାୟକ ନିରଭ ମୋଦି ଦେଶ ଛାଡି ଏବେ ବିଦେଶରେ…

ପୁରୁଷମାନେ ସବୁବେଳେ ଚାହାଁନ୍ତି ମହିଳାଙ୍କୁ ନିଜ ହାତ ମୁଠାରେ ରଖିବାକୁ : ଅନୁରାଗ କଶ୍ୟପ

ଯୌନ ଶୋଷଣ ମାମଲାକୁ ନେଇ ଏବେ ଅନେକ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ସିନେମା ନିର୍ମାତା ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର ନିଜର ବୟାନ ରଖି ଚର୍ଚ୍ଚାକୁ ଆସିଥିଲା ବେଳେ ଏବେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଚର୍ଚ୍ଚା ପରିସରକୁ ଆସିଛନ୍ତି ।…

ଫଳ କିଣିବାକୁ ଯାଉଛନ୍ତିି କି ? ଜାଣନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ

ଅଧିକାଂଶ ଲୋକ ଫଳ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ । ଆପଣମାନେ ନିଜ ଘର ପାଇଁ ଫଳ କିଣିବାକୁ ଯାଉଥିବେ ନିଶ୍ଚୟ । କିନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଜାରରେ ବିକ୍ରି ହେଉଥିବା ଫଳ…

ଇରାନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ! ଉଡାଣ ଭରିବାର ମାତ୍ର ୫୦ ମିନିଟ୍ ପରେ ଏଟିଆର- ୭୨ ବିମାନ ହେଲା…

କନକ ବ୍ୟୁରୋ: ବିମାନ ଦୁର୍ଘଟଣା ଗ୍ରସ୍ତ । ଇରାନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଟିଆର- ୭୨ ବିମାନ ଇରାନର ରାଜଧାନୀ ତେହରାନରୁ ୟାସୁଜ୍ ଯାଉଥିଲା । ଉଡାଣ ଭରିବାର ମାତ୍ର ୫୦ ମିନିଟ୍ ପରେ ରାଡାରରୁ ସମ୍ପର୍କ ଛିର୍ଣ୍ଣ ହୋଇଥିଲା । ବିମାନରେ ପ୍ରାୟ ୬୦ରୁ ୭୦ ଜଣ ଯାତ୍ରୀ…

ଡାକ୍ତରଖାନାରେ ପାଣି ବଦଳରେ ମିଳିଲା ଏସିଡ୍ ! କର୍ମଚାରୀଙ୍କ ଭୂଲ ଯୋଗୁଁ ଏସିଡ୍ ପିଇ ଆଖି ବୁଜିଲେ ୬୦ ବର୍ଷୀୟ ମହିଳା

ପାଣି ବଦଳରେ ମିଳିଲା ଏସିଡ୍ । ଆଉ ଏହି ଏସିଡକୁ ପାଣି ଭାବି ପିଇବା ଦ୍ୱାରା ପ୍ରାଣ ହରାଇଲେ ମହିଳା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଡାକ୍ତରଖାନା କର୍ମଚାରୀଙ୍କ ଭୂଲ ଯୋଗୁଁ ଚାଲି ଯାଇଛି ଜରେ ମହିଳା ରୋଗୀଙ୍କ ଜୀବନ । ମୁଜାଫରପୁରର ଏକ…

ଦୀର୍ଘ ୩୪ ବର୍ଷ ପରେ ବଦଳିଲା ବିଜେପିର ଠିକଣା ! ଦେଶର ସବୁଠାରୁ ବଡ ପାର୍ଟିକୁ ଆଜି ମିଳିଲା ନୂଆ ଅଫିସ

କନକ ବ୍ୟୁରୋ: ବଦଳିଲା ବିଜେପିର ଠିକଣା । ଦେଶର ସବୁଠାରୁ ବଡ ପାର୍ଟି ବିଜେପିକୁ ଆଜି ମିଳିଛି ନୂଆ ଅଫିସ । ୩୪ ବର୍ଷ ପରେ ବଦଳିବାକୁ ଯାଉଛି ବିଜେପିର ଠିକଣା । ଆଜି ବିଜେପିର ନୂଆ ଅଫିସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଶୋକ ରୋଡ ବଦଳରେ ବିଜେପିର ନୂଆ ଅଫିସ ହେବ ୬…