Daily Archives

February 16, 2018

କେଶ ଝଡ଼ିବା ବନ୍ଦ କରେ ସପୁରୀ ! ଜାଣନ୍ତୁ ଏହାର କିଛି ଔଷଧିୟ ଗୁଣ

ସପୁରୀର ବାହାର ଅଂଶ ଯେତେ କଣ୍ଟାଳିଆ ଭିତର ସେତେ ସୁଆଦିଆ । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉପକାରୀ । ଏଥିରେ ଭରପୁର ମାତ୍ରାରେ ଔଷଧିୟ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା…

ହିଟ୍ ପରେ ବି ସୁପରହିଟ୍ ହୋଇପାରିଲେନି ରଣବୀର ! ହେଲେ କାହିଁକି

ଫିଲ୍ମ ରାମଲୀଲା,ବାଜିରାଓ ମସ୍ତାନୀ ଓ ପଦ୍ମାବତୀ ଭଳି ସୁପରହିଟ ଫିଲ୍ମ କରି ସାରିବା ପରେ ରଣବୀରଙ୍କୁ ଲାଗିଛି ବଡ଼ ଝଟକା । ବାସ୍ତବରେ ଚୀନ ମୋବାଇଲ କମ୍ପାନୀ ଭିଭୋ ରଣବୀର ସିଂଙ୍କ ଠାରୁ ମୁହଁ ବୁଲେଇ ନେଇଛନ୍ତି । ଯାହାର କାରଣ ସାଜିଛନ୍ତି ଏହି ଅଭିନେତା । ଭାରତରେ ଭିଭୋ ମୋବାଇଲ କମ୍ପାନୀର…

ପଥର ମାଫିଆଙ୍କୁ ପାନେ ! ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ହାତକୁ ନେଲେ ଆଇନ,ଦୁଇଟି ପଥର କଟା ମେସିନ ଜାଳିଦେଲେ…

କନକ ବ୍ୟୁରୋ: ଯାଜପୁରରେ ଗାଡି ଜାଳିଲେ ଗାଁଲୋକେ । ଚୋରା ପଥର ଚାଲାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କରଡାପାଳ ଗାଁରେ ପଥର ଖାଦାନରେ ଖଣିଜ ସମ୍ପଦ ଲୁଟ ଚାଲିଥିବା ବେଳେ ଏହାକୁ ବିରୋଧ କରି ୨ଟି ପଥରକଟା ମେସିନକୁ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ ।…

ବିନା କାର୍ଡ ଏବଂ ପିନରେ ବି ଏଟିଏମ ମେସିନରୁ ଉଠାଇପାରିବେ ଟଙ୍କା । ଜାଣନ୍ତୁ କିପରି

ଏଟିଏମରୁ ଟଙ୍କା କାରବାର କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା ପିନର ଆବଶ୍ୟକତା ପଡିବନି । କାରଣ ଗ୍ରାହକଙ୍କର ସୁବିଧା ପାଇଁ ଭାରତର ଏକ ବ୍ୟାଙ୍କ ଖୁବ ଶୀଘ୍ର ଏଭଳି ଏକ ସୁବିଧା ଯୋଗାଇ ଦେବାକୁ ଯାଉଛି । ଯେଉଁଥିରେ ଲୋକେ ବିନା କାର୍ଡ ଏବଂ ବିନା ପିନରେ ବି ଏଟିଏମ ମେସିନରୁ ଅର୍ଥ…

ସ୍ଲୋ ହେଉଛି କି ହ୍ୱାଟସଆପ ? ତେବେ ବିନା କୌଣସି ଡାଟା ଖର୍ଚ୍ଚ କରି ଦୂର କରନ୍ତୁ ସମସ୍ୟା

ଲୋକପ୍ରିୟ ଆପ ଭାବରେ ହ୍ୱାଟସଆପ୍ ଏବେ ପରିଚିତ । ଯାହାର ବ୍ୟବହାର ପାଇଁ ପାଗଳ ପିଲାଠାରୁ ଆରମ୍ଭ କରି ବୃଢା ପର୍ଯ୍ୟନ୍ତ । ମାତ୍ର ହ୍ୱାଟସଆପର ଲୋକପ୍ରିୟତା ଯେତେ ବଢୁଛି ଏହାର ସମସ୍ୟା ମଧ୍ୟ ଦିନକୁ ଦିନ ଅସହ୍ୟ ହୋଇପଡୁଛି । ଏକଥା ଆମେ କହୁଁ ନାହୁଁ ବରଂ ଖୋଦ୍ ଏହି ସମସ୍ୟାର ଶିକାର ହୋଇଥିବା…

ମାତ୍ର ୭ଟଙ୍କାରେ ମିଳୁଛି ୧ ଜିବିର ଡାଟା ! ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ହିଁ ଦେଶରେ ଡାଟା ଶସ୍ତା ଅଟା ମହଙ୍ଗା ହୋଇଛି । ଆଜିକା ଦିନରେ ବିଭିନ୍ନ ଟେଲିକମ କଂପାନୀମାନେ ପରସ୍ପରକୁ ମାତ୍ ଦେବା ଉଦ୍ଦେଶ୍ୟରେ ନୂଆ ନୂଆ ପ୍ଲାନ ଭେଟିଦେବାରେ ଲାଗିପଡିଛନ୍ତି । ଏବେ ତ ପରିସ୍ଥିତି ଏଭଳି ଆସିଯାଇଛି କି ମାତ୍ର ୪୬ ଟଙ୍କାରେ ମାସକ…