Daily Archives

February 15, 2018

ଆପଣ ଦେଇପାରିବେ କି ଉତ୍ତର? କେଉଁ ନାୟିକାଙ୍କ ସହ ସର୍ବାଧିକ ଫିଲ୍ମ କରିଛନ୍ତି ଅମିତାଭ୍?

ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅଧିକାଂଶ ନାମୀଦାମୀ ନାୟିକାଙ୍କ ସହ କାମ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କାହା ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି। ସେ ହେମାମାଳିନୀ, ରେଖା, ନୀତୁ ସିଂହଙ୍କଠାରୁ ଆରମ୍ଭ କରି ମିନାକ୍ଷୀ…

ଠକାମୀର ଶିକାର ହେବେ, ଯଦି ଅନଲାଇନରେ ପାନକାର୍ଡକୁ ନେଇ ଏହି କାମ କରିବେ । ସାବଧାନ ହୁଅନ୍ତୁ ।

ଆଜିକାଲି ପ୍ରାୟ ଲୋକ ସବୁକାମ ଅନଲାଇନରେ କରୁଛନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କୁ ପାନକାର୍ଡ଼ ଓ ତା’ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ସମୟରେ ସାବଧାନ ହେବା ନିହାତି ଜରୁରୀ। ସାଇବର ଠକେଇ ତଥା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଏହାକୁ ନେଇ ଚେତାଇ…

ଅଷ୍ଟ୍ରେଲିଆରେ ମନ୍ତ୍ରୀଙ୍କ ପାଇଁ ଫତୱା । ନିଜ କର୍ମଚାରୀଙ୍କ ସହ ଯୌନ ସଂପର୍କକୁ ରେଡକାର୍ଡ ।

ଅଷ୍ଟ୍ରେଲିଆ ସରକାରରେ ଦେଖାଦେଇଥିବା ଏକ ସେକ୍ସ ସ୍କାଣ୍ଡାଲ ସାରା ଅଷ୍ଟ୍ରେଲିଆରେ ଚହଳ ସୃଷ୍ଟି କରିଛି । ଏହି କାରଣରୁ ମନ୍ତ୍ରୀମାନେ ନିଜ କର୍ମଚାରୀମାନଙ୍କ ସହିତ ଯୌନ ସଂପର୍କୁ ନିଷିଦ୍ଧ କରିବାକୁ ଅଷ୍ଟ୍ରେଲିଆ ସରକାର ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛନ୍ତି । ଏହି ନିଷେଧାଜ୍ଞା…

ଛୁଆଙ୍କୁ ଦିଅନ୍ତୁନି ଟେଡି ବିୟର୍ । ନଚେତ୍, ଏହି ସବୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆପଣଙ୍କ ଶିଶୁ ।

ଶିଶୁ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟେଡ଼ି ଭାରି ପସନ୍ଦ ଥାଏ। ଶିଶୁମାନଙ୍କୁ ଟେଡ଼ି ଏତେ ପସନ୍ଦ ଥାଏ ଯେ ସେମାନେ ଘର ହେଉ ବା ବାହାର ନିଜ ସାଙ୍ଗରେ ଟେଡ଼ି ଧରି ବୁଲିବା ପାଇଁ ପସନ୍ଦ କରିଥାନ୍ତି। ଏପରିକି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ଶିଶୁମାନେ ପାଖରେ ଥାଏ ଟେଡ଼ି…

ଦିଲ୍ଲୀରେ ଶାସକ-ବିରୋଧୀ ଏକାଠି! ଆମ ଭିତରେ କିଛି ଅଛି କି ? ନାହିଁ କଲେ ନରସିଂହ, ସୁର କଲେ ସନ୍ଦେହ

କନକ ବ୍ୟୁରୋ :ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆଜି ଦିଲ୍ଲୀରେ ନବୀନଙ୍କ ବାସଭବନକୁ ଯାଇ ଭେଟିଛନ୍ତି ନରସିଂହ । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚା । ମୋଦି ଓ ନବୀନଙ୍କ ସାକ୍ଷାତ ପରେ ପରେ ଆଉ ଏକ ଘଟଣାକୁ ନେଇ ମଧ୍ୟ ରାଜ୍ୟ…