Daily Archives

February 14, 2018

ଦୂର ହେଉନି ଖଣି ଅଂଚଳବାସୀଙ୍କ ଦୁଃଖ : ରାସ୍ତା ଓ ପାଣି ସମସ୍ୟାରେ ଘାଂଟି ହେଉଛନ୍ତି କେନ୍ଦୁଝର ଚମ୍ପୁଆ ଓ ଯୋଡାବାସୀ

କନକ ବ୍ୟୁରୋ : ଦୂର ହେଉନି ଖଣି ଅଂଚଳର ଲୋକଙ୍କ ଦୁଃଖ । କେଉଁଠି ରାସ୍ତା ସମସ୍ୟା ତ କେଉଁଠି ପାଣି ସମସ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ମଉଦୀ ଗାଁକୁ ସଂଯୋଗ କରୁଥିବା ରାସ୍ତା ନାହିଁ । ସେପଟେ ଯୋଡା ବ୍ଲକର ରାମଜାନ ହାଟିଂରେ ଲାଗିରହିଛି ପାଣି ସମସ୍ୟା । ଲୋକଙ୍କ ସମସ୍ୟା ନେଇ…

ବୌଦ୍ଧ : ଅନୁସୂଚିତ ଜନଜାତି ହୋଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ନେଇ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ କଲ୍ୟାଣ…

କନକ ବ୍ୟୁରୋ : ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ଏହାସହ ଲୋକବାଦର ତାଳେ ତାଳେନୃତ୍ୟ କରି ସହର ପରିକ୍ରମା କରିଛନ୍ତି । ୮ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବୌଦ୍ଧ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ । ଶତାଧିକ ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି…

ଆଧାର କାର୍ଡ଼ ସହ ସିମ୍ ସଂଯୋଗ କରନ୍ତୁ : ନହେଲେ ଅନେକ ସୁବିଧାରୁ ବଞ୍ଚିତ ହେବେ

ମୋବାଇଲ ନମ୍ବର ସହ ଆଧାର କାର୍ଡ଼କୁ ସଂଯୋଗ କରାଇବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ । ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ । ଆଧାର ଅଥରିଟି ୟୁଆଇଡ଼ିଏଆଇ ମୋବାଇଲ ନମ୍ବର ଆଧାର…

ଭାଲେଣ୍ଟାଇନ ଡେରେ ରୀତିକାଙ୍କୁ ମିଳିଲା ଆକର୍ଷଣୀୟ ଉପହାର ! ଜାଣନ୍ତୁ ପତ୍ନୀଙ୍କୁ କଣ ଦେଲେ ରୋହିତ

ଭାଲେଣ୍ଟାଇନ ଡେକୁ ସ୍ମରଣୀୟ କରିବା ପାଇଁ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ଦେଇଥାନ୍ତି । ଏପରିକି ସ୍ୱାମୀ ମାନେ ମଧ୍ୟ ନିଜ ସ୍ତ୍ରୀକୁ ଖୁସି କରିବା ପାଇଁ ଏହି ମୌକାକୁ ଆଦୌ ହାତଛଡା କରନ୍ତି ନାହିଁ । ଏଥରୁ ଭାରତୀୟ କ୍ରିକେଟ ଟିମର ବିସ୍ପୋରକ ବ୍ୟାଟସମ୍ୟାନ ରୋହିତ ଶର୍ମା…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧ ହଜାର କୋଟି ଟଙ୍କାର ଠକେଇ! ବିଦେଶକୁ ଯାଇଛି ଠକେଇ ପଇସା

ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖାରେ ଏକ ବଡ ଠକେଇର ପର୍ଦ୍ଦାଫାସ ହୋଇଛି । ଜାଲ ଦେଣନେଣ ମାଧ୍ୟମରେ ଏହି ଠକେଇ ହୋଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସଂପୃକ୍ତ ଶାଖାରେ ୧୧ ହଜାର ୩୬୦ କୋଟି ଟଙ୍କାର ଜାଲ ଟ୍ରାଞ୍ଚାକସନ କରାଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା…

ସମ୍ବଲପୁର ଅଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଘଟଣା ! ମୃତକଙ୍କ ପରିବାରକୁ ଭେଟିଲେ କଂଗ୍ରେସ କର୍ମୀ, ୩୦ ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ସମ୍ବଲପୁର ଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କଲା କଂଗ୍ରେସ । କଂଗ୍ରେସର ଆଜି ଏକ ଉଚ୍ଚସ୍ତରୀୟ ଟିମ୍ ମୃତକଙ୍କ ପରିବାରକୁ ଭେଟିଛନ୍ତି ମୃତ ଅବିନାଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର…