Daily Archives

February 14, 2018

ନବୀନଙ୍କ ବିଶ୍ୱାସ, ବିଜେପୁର ବିଜେଡିର ! ପୁଣି ଦମ୍ଭ ଦେଖାଇଲେ ବିଜେଡି ସୁପ୍ରିମୋ, କହିଲେ, ଅଧିକ ଭୋଟ ବ୍ୟବଧାନରେ ଦଖଲ…

କନକ ବ୍ୟୁରୋ : ବିଜେପୁରରେ ବିଜେଡି ବଡ ବ୍ୟବଧାନରେ ବିଜୟୀ ହେବ । ଏକଥା ଆଉ କେହି ନୁହେଁ ବରଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ନବୀନ ଏଭଳି କହିଛନ୍ତି । ବିଜେପୁର ବାଜି ଜିତିବା ପାଇଁ ବିଜେଡି ପକ୍ଷରୁ ହାଇଭୋଲଟେଜ ପ୍ରଚାର ହେଉଥିବା ବେଳେ…

ରହସ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ! ନୂଆ ଦିଲ୍ଲୀରେ…

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ମିନିଟର ଆଲୋଚନା ଏକ ବଡ ଦ୍ୱନ୍ଦ୍ୱ ତିଆରି କରିଛି । ୨୦ ମିନିଟ ଧରି ପ୍ରକୃତରେ ନବୀନ କଣ କଥା ହେଲେ ମୋଦିଙ୍କ ସହ । କୈଣସି ରାଜନୈତିକ ପ୍ରସଙ୍ଗ ଆଲୋଚନା କରାଯାଇ ନାହିଁ ଏହି…

ବିଜେପୁର ବାଜି ଜିତିବାକୁ ଗାଁ ଗାଁରେ ପ୍ରଚାର କରୁଛନ୍ତି ମାଳମାଳ ଓଲିଉଡ ଫିଲ୍ମଷ୍ଟାର! ବିଜେଡି-ବିଜେପି ମଧ୍ୟରେ ଷ୍ଟାର…

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପ୍ରଚାର । ଆଉ ଏହି ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଓଲିଉଡର ବଡ ବଡ ତାରକା । ଉଭୟ ବିଜେଡି ଓ ବିଜେପି ପାଇଁ କ୍ୟାମ୍ପେନିଂ କରୁଛନ୍ତି ଷ୍ଟାର ଏବଂ ସୁପରଷ୍ଟାର । ବିଜେଡି ପାଇଁ ଅନୁଭବ ଏବଂ ଆକାଶ ପ୍ରଚାରକୁ ଜୋରଦାର…

ପ୍ରେମର ଦିବସରେ ନିଆରା ପ୍ରେମ କାହାଣୀ ! “ଏକ୍ ଛୋଟି ସି ଲଭ୍ ଷ୍ଟୋରୀ”

କନକ ବ୍ୟୁରୋ : ପ୍ରେମକୁ ନେଇ ଅନେକ ଗପ, ଅନେକ ଉପନ୍ୟାସ । ମଂଚରୁ ପରଦା, କେତେ କାହାଣୀ ଲେଖା ହୋଇଛି, କେତେ ମଂଚସ୍ଥ ହୋଇଛି । ହେଲେ ଆମ ସମାଜରେ ଏମିତି ଅନେକ ପ୍ରେମ କାହାଣୀ ରହିଛି, ଯାହା କୌଣସି ଫିଲ୍ମ ବା’ ଗପଠୁ, କମ୍ ନୁହେଁ । ପ୍ରେମର ଦିବସ କୁହାଯାଉଥିବା ଭାଲେନଟାଇନ୍ ଡେ’ ଜାଣିବା…

ପ୍ରେମୀଯୁଗଳଙ୍କ ସୁରକ୍ଷା କବଚ! ଭାଲେଣ୍ଟାଇନ ଡେରେ ବଜରଙ୍ଗ ଦଳକୁ ଘେରିଗଲେ ମହିଳା ସଙ୍ଗଠନ

କନକ ବ୍ୟୁରୋ : ପ୍ରେମିକ, ପ୍ରେମିକାଙ୍କ ସୁରକ୍ଷା କବଚ । ପ୍ରେମ ଦିବସରେ ପ୍ରେମୀ ଯୁଗଳଙ୍କୁ ନାଲିଆଖି ଦେଖାଉଥିବା ସଂଗଠନ ବିରୋଧରେ ସାମ୍ନାକୁ ଆସିଲା ଏକ ନୂଆ ସଂଗଠନ । ଭାଲେଂଟାଇନ୍ସ ଡେରେ ରାଜଧାନୀ ଭୁବନେଶ୍ୱରର ପାର୍କ ଓ ସପିଂ ମଲ ସାମ୍ନାରେ ବସିରହିଲେ ଗଣତାନ୍ତ୍ରିକ ମହିଳା ସମିତିର ସଦସ୍ୟ…