Daily Archives

February 12, 2018

ପେଡ ନ୍ୟୁଜ ପ୍ରସାରଣ ନେଇ ନିଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି !

କନକ ବ୍ୟୁରୋ : ପେଡ ନ୍ୟୁଜ ପ୍ରସାରଣ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି । ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ଏନେଇ ଏକ ପିଟିସନ ଦେଇଛି । ଏଥିରେ କୁହାଯାଇଛି ଓଡିଶାରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଓଟିଭି ବିଜେପୁରରେ…

ଅଭିନେତାଙ୍କ ମୁହଁରେ ରାଜନୀତିର କଥା ! କହୁଛନ୍ତି କମ ହେଲେ ଝୁଣ୍ଟୁଛନ୍ତି ଅଧିକ

କନକ ବ୍ୟୁରୋ : ଓଡ଼ିଶା ପଲିଟିକ୍ସରେ ଏବେ ଦକ୍ଷିଣ ଭାରତର ଟ୍ରେଣ୍ଡ । ଯେଉଁ ଦଳ ଉପରେ ନଜର ପକାଇବେ ସେଠାରେ ମିଳିବେ ମାଳମାଳ ଓଲିଉଡର ଅଭିନେତା ଓ ଅଭିନେତ୍ରୀ । ରାଜନୀତିରେ ଫିଲ୍ମଷ୍ଟାର ଯୋଗ ଦେବା କିଛି ନୂଆ କଥା ନୁହେଁ । ଏପରିିକି କିଛି ଫିଲ୍ମଷ୍ଟାର ରାଜନୀତିରେ ସଫଳ ହୋଇଥିବା ବେଳେ ଅନ୍ୟ…

ପାଣ୍ଡିଆନଙ୍କ ଘରେ ଆକ୍ରମଣ କରିବା ପଡିବ ମହଙ୍ଗା ! ମୁଖ୍ୟମନ୍ତ୍ରୀ କହିଲେ, ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଅଫିସରଙ୍କୁ ନେଇ ଓଡିଶା ରାଜନୀତିରେ ହଟଚମଟ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟ ପାଣ୍ଡିଆନ୍ଙ୍କ ଘରେ ଆକ୍ରମଣ ପରେ ଆଜି ରାଜ୍ୟର ପ୍ରାୟ ସବୁ ଅମଲା ଓ କର୍ମଚାରୀ ସଂଘ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି । ପ୍ରାୟ ୨୦ଟି ସଂଘର ୫ଶହରୁ ଅଧିକ…

ପ୍ରେମିକା ଯେବେ ପତ୍ନୀ ହୁଏ! ଏସିଡ ପୀଡିତାଙ୍କ ହାତ ଧରି ପ୍ରେମର ସଂଜ୍ଞା ବଦଳାଇଦେଲେ ସରୋଜ, ଜାଣନ୍ତୁ…

କନକ ବ୍ୟୁରୋ : ଚେହେରା ଓ ରୂପ ଦେଖି ଭଲ ପାଇବା ଆପଣ ଅନେକ ଦେଖିଥିବେ । କିନ୍ତ ମନ ଓ ଗୁଣ ଦେଖିବା ଭଲ ପାଇବା ହୁଏତ କମ୍ । ଆଜି ଏମିତି ଏକ ପ୍ରେମୀ ଯୁଗଳଙ୍କ କାହାଣୀ ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ହୁଏତ ପ୍ରେମକୁ ନେଇ ଥିବା ଆପଣଙ୍କ ଧାରଣା ବଦଳି ଯିବ । ଏହି ପ୍ରେମ କାହଣୀ ଜଣେ ଏସିଡ୍…

ବିଜେପୁରରେ ବିଜେଡିର ଷ୍ଟାର କ୍ୟାମ୍ପେନିଂ ! ରୀତାଙ୍କ ପାଇଁ ପ୍ରଚାର କଲେ ଅନୁଭବ ଓ ଆକାଶ, ବିନା ତାରକାରେ ଦମ ଦେଖାଇଲେ…

କନକ ବ୍ୟୁରୋ : ବିଜେପୁରରେ ଜାରି ରହିଛି ପ୍ରଚାର ଲଢେଇ । ଗତକାଲିଠାରୁ ସିନେଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛି ବିଜେଡି । ଅଭିନେତା ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି , ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର…

ରାଜଧାନୀ ଭୁବନେଶ୍ୱରରେ ହଠାତ ଦବିଗଲା ରାସ୍ତା ! ୧୦ଫୁଟ ଗାତ ଭିତରକୁ ଖସିଗଲା କଲେଜ ବସ୍, ଲୋକଙ୍କ ଭିତରେ ଛନକା

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାର ଯଦି ଆପଣ କାହାକୁ ଉଦାହରଣ ଦେଉଥିବେ, ତେବେ ଆଜିର ଘଟଣା ଆପଣଙ୍କୁ ଥରୁଟିଏ ଭାବିବାକୁ ବାଧ୍ୟ କରିବ । ରାଜଭବନ ନିକଟରେ ଭୁବନେଶ୍ୱରର ଭିଆଇପି ଅଂଚଳ ପାୱାର ହାଉସ ଛକରେ ହଠାତ୍ ଆଜି ଦବିଯାଇଥିଲା ରାଜରାସ୍ତା । କଲେଜ୍ ବସ୍ ବି ଖସିଯାଇଥିଲା ଗାତ ଭିତରେ ।…