Daily Archives

February 9, 2018

ହଷ୍ଟେଲରେ ମିଳୁନି ଖାଇବା, ସ୍କୁଲ ଛାଡିଲେ ଛାତ୍ରୀ ! ଜୟପୁର ବୈପାରୀଗୁଡ କଲାର ସେବାଶ୍ରମର ୭୦ ଛାତ୍ରୀ ଛାଡିଲେ ସ୍କୁଲ

କନକ ବ୍ୟୁରୋ : ସରକାର ଶିକ୍ଷାର ଉନ୍ନତି ନିମନ୍ତେ ବହୁ ଅର୍ଥ ବ୍ୟୟ କରୁଛନ୍ତି । ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ନିଯୁକ୍ତ ହୋଇଛନ୍ତି ବହୁ ବଡ଼ବଡ଼ ଶିକ୍ଷାବିତ୍ । ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି…

ବିଜେପୁରରେ କିଏ ଧନୀ ପ୍ରାର୍ଥୀ ! ଜାଣନ୍ତୁ କାହା ପାଖରେ ରହିଛି କେତେ ସମ୍ପତି

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଏବେ ପୂରା ରାଜ୍ୟ ରାଜନୀତି ସରଗରମ । ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ସାମ୍ନାକୁ ଆସିଛି ନିର୍ବାଚନ ଲଢୁଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମ୍ପତି ତାଲିକା । ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ…

ମୋଦି ଲେହେର ଫିକା ପଡ଼ିବା ପୂର୍ବରୁ ମୋଦିଙ୍କ ମାଷ୍ଟରପ୍ଲାନ୍ ! କେନ୍ଦ୍ର ସହ ୧୦ ରାଜ୍ୟକୁ ଏକାବେଳେ ଜିତିବାକୁ ଯୋଜନା

୨୦୧୯ରେ ଶେଷ ହେଉଛି ମୋଦିଙ୍କ କାର୍ଯ୍ୟକାଳ । କିନ୍ତୁ ଶାସନକାଳ ଶେଷ ହେବା ପୂର୍ବରୁ ହିଁ ନିର୍ବାଚନ କରାଇବା ପାଇଁ ଯୋଜନା ହେଉଛି । ତେବେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ…

ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ପୂରା ତାଲିକା ! ତୁଳନା କରନ୍ତୁ ଓ କୁହନ୍ତୁ କେଉଁ ଦଳର ଷ୍ଟାର ପ୍ରଚାରକଙ୍କ…

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରରେ ଉଠୁଛି ପଡୁଛି ବିଜେପୁର ମଇଦାନ । କାରଣ ଏବେ ଭୋଟ ହାତେଇବା ପାଇଁ ପ୍ରଚାର ହିଁ ଶେଷ ଭରଷା । ଏଥିପାଇଁ ସବୁଦଳ ପୂରା ଦମରେ ଲାଗି ପଡିଛନ୍ତି । ଏସବୁ ଭିତରେ ପ୍ରଚାରକୁ ଆହୁରି ଜୋରଦାର କରିବା ପାଇଁ ଷ୍ଟାର ପ୍ରଚାରକଙ୍କୁ ଖୋଜା ପଡିଛି । ଉଭୟ ବିଜେଡି ଓ…

ବିଜୟ, ଦିଲ୍ଲୀପ ନୁହଁନ୍ତି ଷ୍ଟାର୍ ପ୍ରଚାରକ । ମାଟି ପାଇଁ ସ୍ୱର ଉଠାଇ ପାର୍ଟିରେ ହେଲେ କି ଅଲୋଡା?

କନକ ବ୍ୟୁରୋ: ପୁଣି ବିଜେପିରେ ଅଲୋଡା ହେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ବିଜେପୁର ଉପ-ନିର୍ବାଚନ ପାଇଁ ଦିଆଯାଇଥିବା ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ନାହିଁ ଏହି ଦୁଇ ବରିଷ୍ଠ ନେତାଙ୍କ ନାଁ । ଯାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ଏମାନଙ୍କୁ ଦଳ ଷ୍ଟାର୍…

ଫେସବୁକ ଚାଟିଂରୁ ଫସିଗଲେ ଭାରତୀୟ ବାୟୁସେନା ଅଧିକାରୀ ! ହନିଟ୍ରାପରେ ପଡି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ…

କନକ ବ୍ୟୁରୋ : ହନି ଟ୍ରାପରେ ଫସିଗଲେ ଭାରତୀୟ ବାୟୁସେନା ଅଧିକାରୀ । ଫେସବୁକ ଚାଟିଂରୁ ଫସିଗଲେ ଗ୍ରୁପ କ୍ୟାପଟେନ୍ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତୀୟ ବାୟୁ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୫୧ ବର୍ଷୀୟ ଗ୍ରୁପ…