Daily Archives

February 9, 2018

କାଶ୍ମୀରରେ ଆତଙ୍କବାଦୀଙ୍କୁ ଆଉ ମିଳିବନି ତ୍ରାହି ! ଏଣିକି ଖୋଜି ଖୋଜି ଏନକାଉଣ୍ଟର କରିବେ ଓଡ଼ିଆ ଆଇପିଏସ ଅଧିକାରୀ…

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ସାବାଡ କରିବେ ଓଡ଼ିଆ ପୁଅ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବେ ଓଡିଆ ଆଇପିଏସ ଅଧିକାରୀ ସ୍ୱୟଂପ୍ରକାଶ ପାଣି । ଜମ୍ମୁ-କଶ୍ମୀର ସରକାର ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କଶ୍ମୀର ରେଞ୍ଜର ଆଇଜି ଦାୟିତ୍ୱରେ ଥିବା ମୁନୀର…

ବିଜେପୁର ଉପ-ନିର୍ବାଚନର ୧୫ ଦିନ ପୂର୍ବରୁ ବଦଳିଲେ ବରଗଡ଼ ଜିଲ୍ଲାପାଳ ଏବଂ ଏସପି ! ଯାମିନୀ ଷଡଙ୍ଗୀ ଓ ଜୟ ନାରାୟଣ…

କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ବଡ ଧରଣର ପରିବର୍ତନ । ବଦଳିଲେ ବରଗଡ ଏସପି ଓ କଲେକ୍ଟର । ଯାମିନୀ ଷଡଙ୍ଗୀ ବରଗଡ଼ର ନୂଆ ଜିଲ୍ଲାପାଳ ହୋଇଥିବା ବେଳେ ଜୟ ନାରାୟଣ ପଙ୍କଜ ନୂଆ ଏସପି ଭାବରେ ନିଯୁକ୍ତି ମିଳିଛି । ଯାମିନୀଙ୍କୁ ଖଗେନ୍ଦ୍ର କୁମାର ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା…

ଜନତାଙ୍କ କ୍ରୋଧରୁ ବାଦ ପଡିଲେନି ପୋଲିସ! ଏସପି, ଏସଡିପିଓ ଓ ଆଇଆଇସିଙ୍କୁ ଚାରିପଟୁ ଘେରିଯାଇ ଆକ୍ରମଣ କଲେ ପବ୍ଲିକ

କନକ ବ୍ୟୁରୋ : ସମ୍ବଲପୁରରେ ପୋଲିସ ବନାମ ଜନତା । ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ଜନତା । ବଡ କଥା ହେଉଛି ଅଇଁଠାପାଲି ଥାନାରେ ଘଟିଥିବା ଏହି ହିଂସାକାଣ୍ଡରୁ ବାଦ୍ ପଡ଼ି ନାହିଁନ୍ତି ପୁଲିସ ଅଧିକାରୀ । ଏଥିରେ ସମ୍ବଲପୁର ପୁଲିସ…

ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି-ବିଜେପି ମୁହାଁମୁହିଁ ! ଜାଣନ୍ତୁ କଣ ରହିଛି ପୂରା ମାମଲା

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଆଉ ଏହି କ୍ରମରେ ବିଜେପି ବିରୋଧରେ ଫେରାଦ ହୋଇଛି ବିଜେଡି । ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ଆଗରେ ବିଜେପୁର ଉପନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି…

ପରପାରିରେ ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ! ନିକଟରେ ପଦ୍ମଶ୍ରୀ ପାଇବା ପାଇଁ ହୋଇଥିଲେ ମନୋନୀତ

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ପରପାରିକୁ ଚାଲିଗଲେ ବର୍ଷିୟାନ ସାହିତ୍ୟିକ, ପ୍ରଧ୍ୟାପକ ତଥା ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ । ଆଜି ଅପରାହ୍ଣରେ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଗତ କିଛିଦିନ ଧରି ଅସୁସ୍ଥ ରହିବା ସହ ସେ ଚିକିତ୍ସାଧୀନ ଥିଲେ। ଭୁବନେଶ୍ୱରର…