Daily Archives

February 7, 2018

ପୁରୀର ନହନ୍ତରା ସରକାରୀ ଉଚ୍ଚବିଦ୍ୟାଳୟର ବାରଣ୍ଡାରେ ଚାଲିଛି ପାଠପଢ଼ା ! ବିପଦସଂକୁଳ ପରିବେଶରେ ଚାଲିଛି ଶିକ୍ଷାଦାନ

କନକ ବ୍ୟୁରୋ : ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପାଠ ପଢା । ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଯେତିକି ଅଛି ସେଥିରେ ବଡ ବଡ ଫାଟ ଦେଖାଦେଲାଣି । ଣ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ନହନ୍ତରା ସ୍ଥିତ ନହନ୍ତରା ସରକାରୀ…

ଡାକ୍ତରଖାନାରେ ଅବ୍ୟବସ୍ଥା : ବେଡ୍ ନପାଇ ବାରଣ୍ଡାରେ ଶୋଉଛନ୍ତି ରୋଗୀ

କନକ ବ୍ୟୁରୋ :  ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏମ.ସି.ଏଚ ବିଲ୍ଡିଂ । ୧୦୦ ଟି ଶଯ୍ୟା ବିଶିଷ୍ଟ ଏହି ବିଲ୍ଡିଂଟି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିିନି । ଯାହା ଫଳରେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ…

କଟକ ତେଲେଙ୍ଗାପେଣ୍ଠରେ ଫୁଟିଲା ଗୁଳି : ପଛପଟୁ ବାଇକରେ ଆସି ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ

କନକ ବ୍ୟୁରୋ :  କଟକରେ ଫୁଟିଲା ଗୁଳି । କଟକ ତେଲଙ୍ଗାପେଣ୍ଠ ନିକଟରେ ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧାରୁ କଟକ ଆଡକୁ ଖୋର୍ଦ୍ଧା ସାମନ୍ତରାପୁର ଅଂଚଳର କାର୍ତ୍ତିକ ଖଟେଇ ଏକ ପଲସର ବାଇକ ଯୋଗେ ନିଜ ବନ୍ଧୁଙ୍କ ସହ ଆସୁଥିଲେ । ତେଲେଙ୍ଗାପେଣ୍ଠ ଛକ ନିକଟରେ ପହଁଚିବା ପରେ ସେହି ସମୟରେ ପଛପଟୁ ବାଇକ…

ଅଧାରେ ରହିଗଲା ସ୍ୱପ୍ନ, ସାତ ବର୍ଷ ସଂଘର୍ଷର କରୁଣ ଅନ୍ତ ! ସରକାରୀ ଘରଟିଏ ପାଇଁ ଜୀବନ ହାରିଲେ ନୟାଗଡ ଦଶପଲ୍ଳାର ଶରତ…

କନକ ବ୍ୟୁରୋ : ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ପକ୍କା ଘରେଟିଏ ପାଇଁ ଦୌଡି ଦୌଡି ଶେଷରେ ଜୀବନ ଗଲା । ନୟାଗଡ ଦଶପଲ୍ଲାର ସରକାରୀ ଘର ପାଇଁ ଜଣେ ବ୍ୟକ୍ତିଙ୍କ ଆତ୍ମଘତ୍ୟା ଘଟଣା ଏବେ ଜିଲ୍ଳା ପ୍ରଶାସନକୁ କାଠଗଡାରେ ଛିଡା କରାଇଛି । ଇନ୍ଦିରା ଆବାସ ଘର ପାଇଁ ଆତ୍ମହତ୍ୟା । ନୟାଗଡ ଜିଲ୍ଲା…

ମୋ ଜୀବନ ସଂଘର୍ଷପୂର୍ଣ୍ଣ ,୭ଥର ମୃତ୍ୟୁକୁ ଦେଖିଛି ପାଖରୁ : ରାମଦେବ କହିଲେ ନିଜ ଜୀବନର ଅକୁହା କଥା

ହରିଦ୍ୱାର : ନିଜର ଜୀବନୀ ଉପରେ ଆଧାରିତ  ଟିଭି ସିରିଏଲର ପ୍ରେସ୍ କନଫରେନ୍ସ ସମୟରେ  ଯୋଗ ଗୁରୁ  ରାମଦେବ  ନିଜ ସହ ଜଡିତ  ଅନେକ ରହସ୍ୟର ରାଜ୍ ଖୋଲିଛନ୍ତି ।  କହିଛନ୍ତି ତାଙ୍କର ଜୀବନର ଅନେକ ଅକୁହା କଥା । ସ୍ୱାମୀ ରାମଦେବ କହିଛନ୍ତି କି ତାଙ୍କର ପିଲାଦିନ ସଂଘର୍ଷ ଓ ସମସ୍ୟାରେ ବିତିଛି ।…

ପଚାସଢ଼ା ଫୁଲର ବ୍ୟବସାୟ କରି କୋଟିପତି ହେଲେ କାନପୁରର ଦୁଇ ସାଙ୍ଗ ! ଗଙ୍ଗା ଘାଟକୁ ପ୍ରଦୂଷଣ ମୁକ୍ତ କରିବା ସହ ଅନେକଙ୍କୁ…

ପଚାସଢ଼ା ଫୁଲର ବ୍ୟବସାୟ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ଦୁଇ ସାଙ୍ଗ । କଥାଟା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ମନ୍ଦିରରୁ ବ୍ୟବହୃତ ଫୁଲକୁ ନେଇ ବ୍ୟବସାୟ କରିବା ବିଲକୁଲ ଆଶ୍ଚର୍ଯ୍ୟକର ଘଟଣା । ସାଧାରଣତଃ ମନ୍ଦିରରେ ବ୍ୟବହାର ହୋଇଥିବା ଫୁଲକୁ ପାଣିରେ ଫୋପାଡ଼ି ଦିଆଯାଏ,…