Daily Archives

February 7, 2018

ବୈଜୟନ୍ତଙ୍କ ସାଂସଦ ପାଣ୍ଠିରୁ ତିଆରି ହୋଇଥିଲା ଓଭରହେଡ ପାଣିଟାଙ୍କି : ବିଜେଡି କର୍ମୀ କରିଦେଲେ ଉଦଘାଟନ

କନକ ବ୍ୟୁରୋ :  ବୈଜୟନ୍ତଙ୍କ ଆଗରେ ବିଜେଡି । ସାଂସଦ ପାଣ୍ଠିରୁ ତିଆରି ହୋଇଥିଲା ହେଲେ ବିଜେଡି କର୍ମୀ କରିଦେଲେ ଉଦଘାଟନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ତହସିଲ ପରିସରରେ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଂସଦ ପାଣ୍ଠିରୁ ତିଆରି ଓଭରହେଡ ପାଣିଟାଙ୍କିକୁ ଉଦଘାଟନ କରିଛନ୍ତି…

ଲୋକସଭାରେ ଆକ୍ରମଣାତ୍ମକ ମୁଦ୍ରାରେ ମୋଦି : ୧୯୪୭ରୁ କଂଗ୍ରେସର ଭୁଲ ଗଣାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ :  ଲୋକସଭାରେ ବେଶ୍ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ବିଭାଜନରେ ନେହେରୁଙ୍କ ଭୂମିକାଠାରୁ ଆରମ୍ଭ କରି ଗଣତନ୍ତ୍ରକୁ ନେଇ କଂଗ୍ରେସ ନେତାଙ୍କ ଉପଦେଶ ଯାଏଁ କାହାରିକୁ ଛାଡିଲେ ନାହିଁ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେଇ…

କେପଟାଉନ ଦିନିକିଆରେ କୋହଲିଙ୍କ ବିରାଟ ଇନିଂସ : ଅପରାଜିତ ୧୬୦ ରନର ପାଳି

କନକ ବ୍ୟୁରୋ : ପୁଣି କମାଲ ଦେଖାଇଛନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର କ୍ୟାପଟେନ ଆଜି କେପଟାଉନରେ ଖେଳାଯାଉଥିବା ତୃତୀୟ ଦିନକିଆରେ ଅପରାଜିତ ୧୬୦ ରନ ସ୍କୋର କରିଛନ୍ତି । ଏହାସହ ସେ ନିଜ ଦିନିକିଆ କ୍ୟାରିଅରର ୩୪ତମ ଶତକ ହାସଲ କରିଛନ୍ତି । ଏହି ଇନିଂସରେ କୋହଲି ୧୨ଟି ଚୌକା ସହ ୨ଟି ଛକ୍କା…

ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡ ଏସପି ଓ କଲେକ୍ଟର ବଦଳିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା !

କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ବଡ ଧରଣର ପରିବର୍ତନ । ହଟିବେ ବରଗଡ ଏସପି ଓ କଲେକ୍ଟର । ନୂଆ ଏସ୍ପିଙ୍କ ନିଯୁକ୍ତି ନେଇ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଛି । ତିନିଜଣ ସ୍ୱଚ୍ଛ ଓ ଦକ୍ଷ ଅଫିସରଙ୍କ ନାଁ ସୁପାରିଶ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲା ଗୃହ ବିଭାଗ । ଆଉ ଗୃହ…

କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବ ଏସଆଇଟି : କ୍ରାଇମବ୍ରାଂଚ ଓ ବିଚାରବିଭାଗୀୟ ତଦନ୍ତ ସତ୍ୱେ…

କନକ ବ୍ୟୁରୋ :   ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା କୁନ୍ଦୁଲି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କୋର୍ଟଙ୍କ ତତ୍ୱାବଧାନରେ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ମାଧ୍ୟମରେ ଘଟଣାର ତଦନ୍ତ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତମାନ କ୍ରାଇମ୍ ବ୍ରାଂଚ୍ ଘଟଣାର ତଦନ୍ତ…