Daily Archives

February 5, 2018

ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିରର ଫଟୋ! ଏଥର ସୋସିଆଲ ମିଡିଆ ନୁହେଁ ପୁସ୍ତକରେ ପ୍ରକାଶ ପାଇଲା ଶ୍ରୀମନ୍ଦିର ଭିତରର ଫଟୋ

କନକ ବ୍ୟୁରୋ : ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ।କିନ୍ତୁ ଏଥର କୌଣସି ସୋସିଆଲ ମିଡିଆରେ ନୁହେଁ ବରଂ ପୁସ୍ତକରେ ଶ୍ରୀମନ୍ଦିର ଦେବଦେବୀଙ୍କ ଫଟୋ ଭାଇରାଲ ହୋଇଛି । ଆଉ ଏହି ଫଟୋକୁ ଭାଇରାଲ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇର ଅବସରପ୍ରାପ୍ତ ଅଧିକାରୀ ଡଃ…

ସାଂଘାତିକ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ । ଏଥର ଆଉ ମିଳିବନି ତ୍ରାହି, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ…

କନକ ବ୍ୟୁରୋ : ପାକିସ୍ତାନକୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଖୋଲା ଚେତାବନୀ । ଅସ୍ତ୍ରବିରତି ଉଲଂଘନର ମିଳିବ ଉଚିତ ଜବାବ । ଭୋଗିବାକୁ ପଡ଼ିବ ପରିଣାମ । ଗତକାଲି ଜମ୍ମୁ-କାଶ୍ମୀରରେ ପାକିସ୍ତାନର ବର୍ବରତା ଉପରେ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜନାଥ ସିଂହ । ଆଉ ଏପଟେ ପାକ୍ ସେନାର…

ନାମାଙ୍କନ ଦୂର କରିବ ଦୂରତା । ଦିଲ୍ଲୀରୁ ନିର୍ଦ୍ଦେଶ, ପ୍ରଣୟଙ୍କ ନାମାଙ୍କନରେ ଏକାଠି ଶକ୍ତି ଦେଖାଇବ ପିସିସି

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନର ଅନ୍ତିମ ଦିନରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ଗାଏସିଲଟ ବ୍ଲକର ଉପାଧ୍ୟକ୍ଷ ତଥା ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରଭାବ ରଖିଥିବା ପ୍ରଣୟ ସାହୁଙ୍କୁ ଶେଷ ମୁହୁର୍ତ୍ତରେ କଂଗ୍ରେସ ପ୍ରାର୍ଥୀ କରି ଗୋଟିଏ ବଡ ଧରଣର କାର୍ଡ…

ମିଆଁମାରରୁ ଆସିଲା ୧୫ଖଣ୍ଡ ସୁନା ବିସ୍କୁଟ, ଓଜନ ପାଖାପାଖି ଅଢେଇ କିଲୋ । ଜାଣନ୍ତୁ କିଏ ଓ କାହିଁକି ଆଣିଥିଲା ଏହି ସୁନା…

କନକ ବ୍ୟୁରୋ : ଓଡିଶାରେ ଜବତ ହେଲା ସୁନା ବିସ୍କୁଟ୍ । ଖୋର୍ଦ୍ଧା ଷ୍ଟେସନରେ ଜଣେ ଯାତ୍ରୀଙ୍କଠାରୁ ୧୫ଟି ସୁନା ବିସ୍କୁଟ୍ ଜବତ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ଅଚାନକ ଯାତ୍ରୀ ଜଣକ ଉପରେ ମାଡି ବସିଥିଲେ ଗୁଇନ୍ଦା ବିଭାଗର ଅଧିକାରୀ । ଏବଂ ତାଙ୍କପାଖରୁ ବାହାରିଥିଲା ଗୋଟିଏ ପରେ ଗୋଟିଏ ସୁନା…

ବିଜେପୁରରେ ବିଜେଡିର ବିଜୟ ପାଇଁ ରୀତାଙ୍କ ଦମ୍ଭ ! ବ୍ରାଣ୍ଡ ନବୀନ, ଅନୁକମ୍ପା ଭୋଟ ଭରସା

କନକ ବ୍ୟୁରୋ : ବିଜେପୁର ମହାଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ ବିଜେଡି । ଆଜି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲ ସହ ବିଜେପୁର ଗଡ ଜିତିବା ପାଇଁ ଶଙ୍ଖ ଫୁଙ୍କିଛନ୍ତି । ନାମାଙ୍କନ ଦାଖଲ କରିବା ପାଇଁ ଏକ ବିଶାଳ ପଟୁଆରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା…