Daily Archives

February 4, 2018

ସିଲଭର ସିଟିରେ ସାତ ଘଣ୍ଟା ହୁ ହୁ ହୋଇ ଜଳିଲା ସପିଂ ମଲ! ଛାରଖାର ହୋଇଗଲା କୋଟିଏ ଟଙ୍କାର ପୋଷାକ

କନକ ବ୍ୟୁରୋ : ସହର ମଝିରେ ସାତ ଘଂଟା ଜଳିଲା ସପିଂ ମଲ୍ । ଆଉ ବଡ ସୌଭାଗ୍ୟର କଥା ହେଉଛି, ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତିଯାଇଛନ୍ତି ଗ୍ରାହକ । କଟକର ଜନଗହଳିପୂର୍ଣ୍ଣ ବାଦାମବାଡିରେ ହୁ ହୁ ହୋଇ ଜଳୁଥାଏ ‘ସିଟି ଷ୍ଟାଇଲ୍ ମଲ୍’ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପ୍ରାଣ ପଣେ ଉଦ୍ୟମ…

ମହାରାଣୀ ପାଲଟିବେ ଲେଡି ଡନ୍ ! ଆଗାମୀ ଫିଲ୍ମରେ ଅଣ୍ଡରୱାର୍ଲ୍ଡ ଲେଡି ଡନ ଭୂମିକାରେ ନଜର ଆସିବେ ଦୀପିକା

ପଦ୍ମାବତ ପରେ ପୁଣି ଏକ ଫିଲ୍ମରେ ଲିଡ ରୋଲରେ ଆସୁଛନ୍ତି ଡିମ୍ପଲ ଗର୍ଲ ଦୀପିକା ପାଦୁକୋଣ । ଏବେ ବଲିଉଡରେ ସତ ଲୋକଙ୍କ କାହାଣୀକୁ ନେଇ ବା ବାୟୋପିକ୍ ଫିଲ୍ମର ଜମାନା ଚାଲିଛି। ଆମେ କିଛିଦିନ ତଳେ ଦେଖିଥିଲେ, ଜଣେ ମହିଳା ଅଣ୍ଡରଓ୍ଵାର୍ଲଡ୍ ଡନ୍ ହସିନା ପାର୍କରର ଜୀବନ କାହାଣୀକୁ ନେଇ ତିଆରି…

ବିଜେପୁରରେ କେଉଁ ପ୍ରାର୍ଥୀଙ୍କ ଦମ କେତେ? ଅଗ୍ନିପରୀକ୍ଷା ପୂର୍ବରୁ ଶକ୍ତି ପରୀକ୍ଷା । ଶକ୍ତି ଓ ଦୁର୍ବଳତାର ପୂରା…

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବିଜେପୁର ଉପନିର୍ବାଚନ ମହାସମର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଶେଷରେ ପ୍ରାର୍ଥୀ କରିଛି ହାତ ଦଳ । ଏଆଇସିସି କମିଟିର ରିପୋର୍ଟକୁ କାଣ୍ଟଝାଣ୍ଟ କରିବା ପରେ ପ୍ରଣୟଙ୍କ ନାଁରେ ମୋହର ମାରିଛନ୍ତି…

ଫୋନକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା । ସ୍ୱାମୀଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ, ହେଲେ ମାଡ଼ ଖାଇ ଜେଲ ଗଲେ…

କନକ ବ୍ୟୁରୋ : ପ୍ରଥମେ ଧମକ । ହାତାହାତି, ତାପରେ ବଳ କଷାକଷି । ଆଉ ତାପରେ ମାରି ଚାଲିଛନ୍ତି ଚାପୁଡା ପରେ, ଚାପୁଡା । ପୁଣି ତଂଟିଆ ପରେ ତଂଟିଆ । ଏପରିକି ଖଟ ଉପରେ ଚଢି ମହିଳା ଜଣକ ପୁରୁଷ ଜଣକୁ ଗୋଟିଏ ପରେ ଗୋଟିଏ ମାଡ କଷି ଚାଲିଛନ୍ତି ।  ଏହି ୨ ଚରିତ୍ର ହେଉଛନ୍ତି ସ୍ୱାମୀ ଆଉ ସ୍ତ୍ରୀ ।…

ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିିକାକୁ ୯ୱିକେଟରେ ହରାଇଲା ଟିମ ଇଣ୍ଡିଆ

କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ସେଂଚୁରିଆନରେ ଦକ୍ଷିଣ ଆଫ୍ରିିକାକୁ ଧୂଳି ଚଟାଇଛି ମେନ ଇନ ବ୍ଲ୍ୟୁ । ଦମଦାର ପ୍ରଦର୍ଶନ ବଳରେ ଭାରତ ୬ଦିନିକିଆ ମ୍ୟାଚରେ ୨-୦ରେ ଆଗୁଆ ରହିଛି । ଭାରତୀୟ ଖେଳାଳିମାନେ ରବିବାର ସେଞ୍ଚୁରିଅନର ସୁପର ସ୍ପୋର୍ଟସ ପାର୍କ ଷ୍ଟାଡ଼ିୟମରେ…

ଆକାଶରେ ଉଡିବ ୧୫୨ କୋଟିଟଙ୍କାର ଫ୍ରିଜ । ଧନୀଦେଶର ମୁଖ୍ୟଙ୍କ ବିଳାସମୟ ଜୀବନ ଶୈଳୀ ବିଷୟରେ ଜାଣିଲେ ହୋଇଯିବେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ । କେତେବେଳେ ଯୌନ ସମ୍ପର୍କକୁ ନେଇ ତ ଆଉ କେତେବେଳେ ତାଙ୍କର ବିବାଦୀୟ ବୟାନ ପାଇଁ ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି । କିନ୍ତୁ ଏବେ ତାଙ୍କର ରାଜକୀୟ ତଥା ବିଳାସମୟ ଜୀବନଶୈଳୀକୁ ନେଇ ଏବେ ଚର୍ଚାରେ…