Daily Archives

January 30, 2018

ଆସନ୍ତାକାଲି ମହାକାଶରେ ଦେଖାଯିବ ରକ୍ତ-ନୀଳ ଜହ୍ନ ! ହେବ କି ମହାପ୍ରଳୟ? ଜାଣନ୍ତୁ ଭାଇରାଲ ମେସେଜର ସତ

କନକ ବ୍ୟୁରୋ : ଆସନ୍ତାକାଲି ପୂର୍ଣ୍ଣିମାରେ ହେଉଛି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ହେଉଥିବା ବେଳେ ଏହା ଶେଷ ହେବ ରାତି ୮ଟା ୩୧ ମିନିଟ୍ରେ । ଏହି ମହାଜାଗତିକ ସାରା ଭାରତରେ ଦୃଶ୍ୟମାନ ହେବ । ଅନ୍ୟପଟେ ଏହି ଗ୍ରହଣ ଆଉ ଅନେକ କାରଣରୁ ବି ନିଆରା । ଏହି…

ପ୍ରଶ୍ନଘେରରେ କୁନ୍ଦୁଲିର ଫରେନସିକ୍ ରିପୋର୍ଟ ! ସେଂଟ୍ରାଲ ଫେରେନସିକ୍ ଲ୍ୟାବରେ ଆଉ ଥରେ ପରୀକ୍ଷା ପାଇଁ ଦାବି କଲା…

କନକ ବ୍ୟୁରୋ : କୁନ୍ଦୁଲି ପୀଡ଼ିତାଙ୍କ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ଫରେନସିକ୍ ଲ୍ୟାବର ରିପୋର୍ଟରୁ ହିଁ ତଦନ୍ତର ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି ବୋଲି ବିଜେପି ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ୩ଥରରେ ୩ଟି ଭିନ୍ନ ଭିନ୍ନ କଥା କହୁଥିବା…

ଘୁରିବୁଲିଲା ଅଚେତ ଝିଅର ଅଶ୍ଳୀଳ ଭିଡିଓ, କଲେଜ କ୍ୟାମ୍ପସରେ କୋକୁଆ ଭୟ ।

କନକ ବ୍ୟୁରୋ : କଲେଜ ଛାତ୍ରୀଙ୍କୁ ନିଶା ଦେଇ ଉଠାଯାଇଛି ଅଶ୍ଲୀଳ ଭିଡିଓ । ଭୁବନେଶ୍ୱରର ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଆଣିଛନ୍ତି ଏହି ଅଭିଯୋଗ । ସମୀର ନାମକ ଜଣେ ଯୁବକ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ଜଣେ ଝିଅ ସହାୟତାରେ ସେ ଏହି ନିଶା ବଟିକା…

ଜାତି ନେଇଗଲା ବିଧାୟକ ପଦ ! ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ବଡ଼ ଝଟକା

କନକ ବ୍ୟୁରୋ : ଜାତି ପାଇଁ ଗଲା ବିଧାୟକ ପଦ । କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ୨୦୧୪ ସୁନ୍ଦରଗଡ ବିଧାନସଭା ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ଜାତିକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି…

ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କୁ ବଡ଼ ଝଟକା ! ଶେଷ ହୋଇଯିବ ହଜାର ହଜାର ପଦବୀ

ସାରା ଦେଶରେ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯୁଆଡ଼େ ଚାହିଁବ ବେକାର ହିଁ ବେକାର । ସରକାର କହୁଛନ୍ତି ଆମେ ନିଯୁକ୍ତି ବ୍ୟବସ୍ଥା କରୁଛୁ । ଏହିଭଳି ନିଯୁକ୍ତି ଓ ବେକାରଙ୍କ ଟଣାଟଣି ଭିତରେ ଆସିଛି ବଡ଼ ଖବର । କହିବାକୁ ଗଲେ ଖରାପ ଖବର । ସୂଚନା ଅନୁସାରେ କିଛି ପଦବୀକୁ ଶେଷ କରିବା ପାଇଁ…

ଏବେ ମାତ୍ର ୩ ଦିନରେ ତିଆରି ହେବ ପାସପୋର୍ଟ ! ଜାଣନ୍ତୁ ଦରକାର ହେବ କେଉଁ କେଉଁ କାଗଜପତ୍ର ?

ଆପଣ ଏବେ ପର୍ଯ୍ୟନ୍ତ ପାସପୋର୍ଟ ତିଆରି କରି ନାହାନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏବେ ପାସପୋର୍ଟ ମାତ୍ର ୩ ଦିନରେ ତିଆରି ହୋଇଯିବ । ଏହାସହ ଏଥିପାଇଁ ଅଧିକ ଡକ୍ୟୁମେଂଟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ତତ୍କାଳ ଯୋଜନା ଅନୁସାରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ହାତରେ ମାତ୍ର ୩ ଦିନ…