Daily Archives

January 29, 2018

ବିଜେପୁର ପାଇଁ ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାର୍ଥୀ । ୨ ତାରିଖରେ ନାମାଙ୍କନ ଭରିବା ସମ୍ଭାବନା । ବିଜେଡିକୁ…

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି । ଦଳର ନିର୍ବାଚନ କମିଟି ସଂପାଦକ ଜେ.ପି. ନଡ୍ଡା, ଅଶୋଙ୍କ ନାଁକୁ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ଅଶୋକ…

ଖଣ୍ଡଗିରିରେ ଜମୁଛି ଯାତ୍ରା : ବଡ ବଡ ଏଲସିଡି ସ୍କ୍ରିନ ଓ ଅତ୍ୟାଧୁନିକ ଆଲୋକରେ ଝଲସୁଛି ପେଣ୍ଡାଲ

କନକ ବ୍ୟୁରୋ : ଖଣ୍ଡଗିରି କୁମ୍ଭମେଳା ରେ ଚାଲିଛି ଯାତ୍ରା ଯୁଦ୍ଧ । ଗୋଟେ ପରେ ଗୋଟେ ବଡ ନାମୀଦାମୀ ପାଟି ଙ୍କର ସିଧା ସଳଖ ଲଢେଇ ।ଇଷ୍ଟର୍ଣ୍ଣ ରେଡ,ରଙ୍ଗମହଲ ,ବିଶ୍ୱ ଦରବାର,ଦି ଗେଟ ଇଷ୍ଟର୍ଣ୍ଣ ଅପେରା ,ବାଘା ଯତିନ ଲୋକନାଟ୍ୟ ସହିତ କୋର୍ଣାକ ଗଣନାଟ୍ୟର ଚାଲିଛି ସିଧା ଟକ୍କର । ଲାଇଟ ସାଉଣ୍ଡ…

ଭାରତୀୟ ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଦେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : କହିଲା, ୧୮-୧୯ରେ ୭ରୁ ୭ ଦଶମିକ ୫ ହାରରେ…

କନକ ବ୍ୟୁରୋ :  ବଜେଟ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ,ଆଜି ସଂସଦରେ ଭାରତର ଆର୍ଥିକ ଚିତ୍ର ପ୍ରତିଫଳନ କରୁଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅର୍ଥନୈତିକ…

ଏଟିଏମରୁ ଟଙ୍କା ଉଠାଇବାରେ ବିଫଳ ହେଲେ ବ୍ୟାଙ୍କ ଦେବ ୧୦୦ ଟଙ୍କା ଜୋରିମନା !ଜାଣନ୍ତୁ କେମିତି କରିବେ ଅଭିଯୋଗ

ଟେକ୍ନୋଲୋଜି ଆମର ଜୀବନକୁ ଅଧିକ ସୁବିଧାଜନକ କରିଦେଇଛି । କିନ୍ତୁ ବେଳେବେଳେ ଏହି ଟେକ୍ନୋଲୋଜି ବି ଅସୁବିଧାରେ ପକାଇଥାଏ । ଏମିତି ହୋଇଥାଏ କି ଆପଣ ଏଟିଏମ୍ ରୁ ପଇସା ବାହାର କରିବା ବେଳେ ଟ୍ରାଂଜାକ୍ସନ ଫେଲ୍ ହୋଇଯାଇଥାଏ ଏବଂ ସେହି ପଇସା ଆପଣଙ୍କର ଆକାଂଟକୁ ଆଉ ଫେରସ୍ତ ଆସିନଥାଏ । ଏବେ ଆଉ…

ଫଟୋ ଆମର, କଥା ଆପଣଙ୍କର ! ବନ୍ଧୁତା ପାଇଁ ହାତ ମିଶୁଛି, ପ୍ରସଙ୍ଗ ପାଇଁ ମନ ମିଶୁନି

କନକ ବ୍ୟୁରୋ : ବିଜେପୁର ବିଗୁଲ ବାଜିବା ପରେ ଉଭୟ ବିଜେପି –ବିଜେଡି ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି । କେହି କାହାକୁ ଆଡ ଆଖିରେ ମଧ୍ୟ ଚାହୁଁନାହନ୍ତି । କେବଳ ବିଜେପୁର ନୁହେଁ କୁନ୍ଦୁଲି ପ୍ରସଙ୍ଗ, ମହାନଦୀ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହେଉଥିବା ବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟ ବନ୍ଦ…