Daily Archives

January 24, 2018

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତ ପଣ୍ଡା ନିଲମ୍ବିତ !

କନକ ବ୍ୟୁରୋ :  ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ବିଜେଡି ଉପ-ସଭାପତି ସୂର୍ୟ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦଳର…

ଆସନ୍ତାକାଲି ‘ପଦ୍ମାବତ୍’ ରିଲିଜ ପୂର୍ବରୁ ଗୁଜୁରାଟ ଏବଂ ୟୁପିରେ ବ୍ୟାପକ ହିଂସା କାଣ୍ଡ : ଦୁଇଶହ ଗାଡ଼ି ପୋଡ଼ିଲେ, ଫିଲ୍ମ…

କନକ ବ୍ୟୁରୋ :  ଆସନ୍ତାକାଲି ସାରା ଭାରତରେ ରିଲିଜ୍ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଏବଂ ବିବାଦ ଘେରରେ ଛନ୍ଦି ହୋଇଥିବା ଚଳଚ୍ଚିତ୍ର-ପଦ୍ମାବତ୍ । ଫିଲ୍ମ ରିଲିଜ୍ ନେଇ ସୁପ୍ରିମ କୋର୍ଟ ସବୁ ପ୍ରତିବନ୍ଧକ ହଟାଇବା ପରେ ବି ଥମୁନି ଏହାକୁ ନେଇ ବିବାଦ । ରାତି ପାହିଲେ ରିଲିଜ୍ ହେବ, ହେଲେ ଆଜି…

ବିଜେପୁର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ : ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଚାଲିଛି ମତଦାନ ପ୍ରଶିକ୍ଷଣ

କନକ ବ୍ୟୁରୋ :  ବିଜେପୁର ଉପନିର୍ବାଚନ ପୂର୍ବରୁ ଗାଁ ଗାଁରେ ଚାଲିଛି ମତଦାନ ପ୍ରଶିକ୍ଷଣ । ଓଡିଶାରେ ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଛି ଭିଭିପିଏଟି ମେସିନ । ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ ବା ଭିଭିପିଏଟି ମେସିନ ଇଲେକ୍ଟ୍ରନିକ ଭୋଟିଂ ମେସିନ ସହ ଯୋଡା ହୋଇ ରହିଥାଏ । ଜଣେ ଭୋଟ…

ସମ୍ବଲପୁରରେ ପୋଲ ଉପରୁ ଖସିପଡ଼ିଲା ବସ । ଘଟଣା ସ୍ଥଳରେ ଚାଲିଗଲା ୪ଜଣଙ୍କ ଜୀବନ ।   ହସ୍ପିଟାଲରେ ଚାଲିଛି ଆହତଙ୍କ…

କନକ ବ୍ୟୁରୋ : ୩୦ ଫୁଟ୍ ପୋଲ ତଳକୁ ଖସି ପଡିଲା ବସ୍ । ଗତକାଲି ରାତିରେ ସମ୍ବଲପୁର ମାଳତୀ ଜୋର ବ୍ରିଜ୍ ଉପରୁ ଏକ ଯାତ୍ରୀବାହୀ ବସ୍ ଖସି ପଡିବାରୁ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୧ ଜଣ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ୬ ଜଣ…

ଓଡ଼ିଶାର ଅଜଣା ଗାଁର ଦୁଇ ସାହସୀ କୁନି ପିଲାଙ୍କୁ ମୋଦି ଦେଲେ ପୁରସ୍କାର : କୁମ୍ଭୀର ପାଟିରୁ ଭଉଣୀକୁ ବଂଚାଇଥିଲା ୬…

କନକ ବ୍ୟୁରୋ :  ଓଡ଼ିଶାର ଏକ ଅଖ୍ୟାତ ଗାଁର ଏକ ଗରିବ ପରିବାରର ଝିଅ ଦିନେ ଦିଲ୍ଲୀ ଦରବାରରେ ସମ୍ମାନିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପୁରଷ୍କାର ଦେବେ । ଏହା ହୁଏତ ୬ବର୍ଷର କୁନି ଝିଅ ମମତା କେବେ ଚିନ୍ତା କରିନଥିବେ । ବୟସରେ ସାନ, କିନ୍ତୁ କାମରେ ବୟସ୍କଙ୍କୁ ପଛରେ ପକାଇ ଦେଇଛନ୍ତି…

କୁନ୍ଦୁଲି ନ୍ୟାୟରେ ଓଡ଼ିଶା ବନ୍ଦ । ରାଜରାସ୍ତାରେ ଜଳିଲା ପ୍ରତିବାଦର ନିଆଁ

କନକ ବ୍ୟୁରୋ : ରାଜରାସ୍ତାରେ ଜଳୁଛି ପ୍ରତିବାଦର ନିଆଁ । ଅନ୍ୟାୟ ସହ ଲଢ଼ି ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବାହାରି ଆସିଛନ୍ତି ବିଜେପି ଓ କଂଗ୍ରେସ । ମାଁକୁ ସମ୍ମାନର ନାରା ଦେଉଥିବା ଶାସକ ବିଜେଡିର ବିଫଳତାକୁ ଲୋକଙ୍କ ପାଖରେ ପହଂଚିବା…